ଅଵହେଳିତ ଖଲ୍ଲିକୋଟ ର ଶ୍ରୀ ଜଗନ୍ନାଥ ମନ୍ଦିର।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ସୁନାମଧନ୍ୟ ରାଜନୀଗଡ ତଥା ବିକାଶ ଶୀଳ ବୋଲାଉଥିବା ଖଲ୍ଲିକୋଟ ର ଶ୍ରୀ ଜଗନ୍ନାଥ ମନ୍ଦିର ଏବେ ଅଵହେଳିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଯଦି ଓ ଏହା ଏଣ୍ଡୋମେଣ୍ଟ ବୋର୍ଡ କୁ ହସ୍ତାନ୍ତର କରାଯାଇଛି । ତାହା ହେଲେ ଓଡ଼ିଶା ର ସବୁ ମନ୍ଦିର କୁ…

ଏନ୍‌ଜିଓ ନିର୍ଦ୍ଦେଶକ ଗୌରୀ ମିଶ୍ର ହତ୍ୟାକାଣ୍ଡ ମାମଲା , ଦୁଇ ଜଣଙ୍କ ସାକ୍ଷ ଗ୍ରହଣ ,ଜୁଲାଇ ୧ ରେ ପରବର୍ତ୍ତୀ ଶୁଣାଣି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ଆଜି ଅତିରିକ୍ତ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଗୁଣପୁର ସ୍ଥିତ ‘ଆଶା' ଏନ୍‌ଜିଓ ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ହତ୍ୟାକାଣ୍ଡ ମାମଲାରେ ଶୁଣାଣୀର ଚତୁର୍ଥ ଦିବସରେ ଦୁଇ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଏହି ସମ୍ପର୍କରେ ସରକାରୀ ଓକିଲ…

ପରଜ଼ା ବାରଙ୍ଗପଦର ଐତିହାସିକ ବାଲିଯାତ୍ରା ଉଦଯାପିତ: ହଜାର ହଜାର ଲୋକଙ୍କ ସମାବେଶ

ତେନ୍ତୁଳୀଖୁଣ୍ଟି ବ୍ଲକ (କୃପାନିଧି ରାଉତ ଶାସକ ପ୍ରଶାସକ ): ପରଜା ବାରଙ୍ଗ ପଦର ପଞ୍ଚାୟତ ଏହି ଐତିହାସିକ ଯାତ୍ରା 12ବର୍ଷ କୁ ଥରେ ହୁଏ, ଭାରତ ବର୍ଷ ହେଉଛି ପୁରାତନ ଓ ସନାତନୀସଭ୍ୟତା ଆମର ମା ମାଟି ସହିତ ବିଶ୍ୱାସ ରହିଛି ଏବଂ ତାହାକୁ ପୂଜା ଅର୍ଚନା କଲେ ସକଳ ଦୁଃଖ ଦାଉ ରୁ ରକ୍ଷା ପାଇବା…

ବୁହାଳୋ ପଞ୍ଚାୟତରେ ବିଶାଳ ବିଜେଡ଼ି କର୍ମୀ ସମାବେଶ:

ବିରୋଧିଙ୍କ ପ୍ରଲୋଭନରେ ନପଡି ପଞ୍ଚାୟତର ଉନ୍ନତି ପାଇଁ ଶଙ୍ଖ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଆହ୍ୱାନ l (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ପଞ୍ଚାୟତ ସ୍ତରୀୟ ବିଶାଳ ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଛି l ସରପଞ୍ଚ ରମାକାନ୍ତ ମହାନ୍ତିଙ୍କ…

ବିଜେଡି ବିଧାୟକ ଅସାମାଜିକ ତତ୍ତ୍ୱ ଭଳି ମାରଧର କରିବା ଦୁର୍ଭାଗ୍ୟଜନକ – ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା ବିଜେଡି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦିକୁ କଡା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ • ଭୋଟରଙ୍କ ମଧ୍ୟରେ ପରିବର୍ତ୍ତନର ଲହର ଦେଖି ବିପକ୍ଷ ଦଳଙ୍କ ପାଦ ତଳୁ ମାଟି ଖସି ଗଲାଣି • ଏହି ଘଟଣା ପ୍ରମାଣିତ କରୁଛି ଯେ ସେମାନେ କେଉଁ ପ୍ରକାର ଶାସନ ଚାହୁଁଛନ୍ତି • ବିପକ୍ଷ ଦଳ ହିଂସ୍ର…

ଭୁବନେଶ୍ୱରରେ ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ

ପ୍ରଜାତନ୍ତ୍ରରେ ଭୋଟ୍ ସବୁଠାରୁ ପ୍ରଭାବଶାଳୀ - ଧର୍ମେନ୍ଦ୍ର ପ୍ରଧାନ • ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମ୍ରିଦୁଳା ଟି ପ୍ରଧାନ • ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଅଧିକ ସଂଖ୍ୟାରେ ଭୋଟ କରିବାକୁ…

ପ୍ରଫେସର ଶରଣଜିତ୍ ସିଂହ କିଟ୍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର/୨୪ ।୫: କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ଶରଣଜିତ ସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। କୁଳପତି ଚୟନ ନିମନ୍ତେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁଳପତି ଚୟନ ପାଇଁ ବିଭିନ୍ନ ପ୍ରକ୍ରିୟା ଅନୁସରଣ ସହ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।…

ବନ୍ଧକ ନେଇ ପ୍ରଶ୍ନ କରିଲୁ, ସ୍ୱାସ୍ଥ୍ୟ ନେଇ ଉତର ରଖିଲା ବିଜେଡି: ସଜ୍ଜନ ଶର୍ମା

ଭୁବନେଶ୍ୱର, ତା.୨୪/୦୫: ଗତକାଲି ଓଡିଶାର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି ଏବଂ ତାଙ୍କୁ ମୁକ୍ତ କରିବାକୁ ଚିଠି ଲେଖିଥିଲା ବିଜେପି । ବିଜୁ ଜନତା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ବନ୍ଧକ ନେଇ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଉତରରେ ସେମାନେ…

ମୟୁରଭଞ୍ଜ, ବାଲେଶ୍ୱର ଓ ଯାଜପୁର ଲୋକସଭା କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର

ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ, ମୋ ଭଉଣୀ, ଆଜି ଭାରତର ମାନ୍ୟବର ରାଷ୍ଟ୍ରପତି: ଏ ମାଟିର ଝିଅକୁ ସମ୍ମାନ ଦେଇକି ବିଜୁ ଜନତା ଦଳ ତାଙ୍କୁ ସମର୍ଥନ କରିଥିଲା ଜୁଲାଇରୁ ବିଜୁଳି ବିଲ୍‍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ବିଜୁଳି ମାଗଣା ଦେବ, ଆପଣମାନେ ଖୁସି ତ ? ‘ହଁ’ ଧ୍ୱନିରେ…

ବିଜେଡିରୁ ବହିଷ୍କୃତ ହେଲେ ଏକାମ୍ର ଅଂଚଳର ନେତା

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନ୍ଦରପଦା ଅଂଚଳର ଦେବୀ ପ୍ରସାଦ ନନ୍ଦଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି |