ଜ୍ଞାନ ପାଣ୍ଡିତ୍ୟ ଓ ସାହସିକତାର ଅନନ୍ୟ ପ୍ରତୀକ ଡକ୍ଟର ଶ୍ରୀରାମ ଦାଶ
ଜଗତସିଂହପୁର : ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ରାଜନୀତି ବିଜ୍ଞାନ ଜଗତର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଡକ୍ଟର ଶ୍ରୀରାମ ଚନ୍ଦ୍ର ଦାଶଙ୍କ ୧୦୮ ତମ ଜୟନ୍ତୀ ସ୍ଥାନୀୟ ପ୍ରଫୁଲ୍ଲ ପାଠାଗାର ପରିସରରେ ପାଳିତ ହୋଇଯାଇଛି I ଶିକ୍ଷାବିତ୍ ବିଜୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଆଲୋଚକ ଭାବେ!-->…