ଆଠ ଦଫା ଦାବି ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ସ୍ଵଚ୍ଛ ସାଥୀଙ୍କ ସ୍ମାରକ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ନିଜର ଆଠ ଦଫା ଦାବି ନେଇ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵଚ୍ଛ ସାଥୀଙ୍କ ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି I ଦାବି ଗୁଡ଼ିକ ମଧ୍ୟରେ ରହିଛି ସରକାରଙ୍କ ନିର୍ଦ୍ଦେଶନା ପ୍ରକାରେ ବର୍ଦ୍ଧିତ ଦରମା ନିଃସର୍ତ୍ତରେ…

ବିଧାନସଭାରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାରଙ୍କ ପ୍ରଥମ ସାଧାରଣ ଆଜି ବିଧାନସଭାରେ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟ୍ ର ପରିମାଣ ହେଉଛି । ଏ ଆର୍ଥିକ ବର୍ଷ ପାଇଁ ଆର୍ଥିକ ବ୍ୟ ବରାଦ ୨୦୨୩-୨୪ ଆର୍ଥିକ ବର୍ଷ…

୨୦୨୪-୨୫ ବର୍ଷ ପାଇଁ ₹୨.୬୫ ଲକ୍ଷ କୋଟିର ଓଡ଼ିଶା ବଜେଟକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ବିକଶିତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ କଲ୍ୟାଣକାରୀ ବଜେଟ୍ - ଧର୍ମେନ୍ଦ୍ର ପ୍ରଧାନ • ବଜେଟରେ ଓଡ଼ିଆ ଅସ୍ମିତା ସହ ସବୁ କ୍ଷେତ୍ରକୁ ପ୍ରାଥମିକତା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ • କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧକୁ ରାଜ୍ୟ ବଜେଟରେ ଗୁରୁତ୍ୱ, 'ରିଭରଫ୍ରଣ୍ଟ୍…

ଓଡ଼ିଶା ବଜେଟ୍ ୨୦୨୪-୨୫:ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୁଳଦୁଆ ସ୍ଥାପନା କଲା- ମନମୋହନ ସାମଲ

 ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଟି ଦେଇଛି  ଡବଲ ଇଂଜିନ ସରକାରରେ ଓଡିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି ଭୂବନେଶ୍ୱର, ତା.୨୫/୦୭: ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ରାଜ୍ୟ…

ଅନ୍ତସାର ଶୂନ୍ୟ ବଜେଟ: ପ୍ରତିଶ୍ରୁତି ପାଳନ ଚୁଲିକୁ ଗଲା, କେବଳ ଯୋଜନା ନାଁ ବଦଳିଲା-ବିଜେଡି

 ନବୀନ ସରକାରଙ୍କ ୪୦ରୁ ଉର୍ଦ୍ଧ୍ବ ଲୋକପ୍ରିୟ ଯୋଜନାର କପି ପେଷ୍ଟ  ଡବଲ ଇଞ୍ଜିନ ସରକାରରେ ଡବଲ ନୈରାଶ୍ୟ ବଜେଟ ଭୁବନେଶ୍ୱର, ୨୫/୦୭/୨୦୨୪: ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରସ୍ତୁତ କରା ଯାଇଥିବା ୨୦୨୪-୨୫ ବର୍ଷ ପାଇଁ ରାଜ୍ୟ ବଜେଟ ଉପରେ ପ୍ରତିକ୍ରିୟା ଦେଇ ବିଜୁ ଜନତା…

କିଏ କହୁଛି ଅସତ୍ୟ, ମୁଖ୍ୟମନ୍ତ୍ରୀ ନା ମନ୍ତ୍ରୀ : ବିଜେଡି

https://youtu.be/Jp4us8aXt2w ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତ  ସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫…

ଉଠା ଜଳସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ୍ ପଇଠରେ କୋହଳ

ଏଣିକି ବକେୟା ବିଲ୍ ୮ ଗୋଟି କିସ୍ତିରେ ପଇଠ କରି ପାରିବେ ଉପଭୋକ୍ତା :ଉପ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଉଠା ଜଳସେଚନ ଉପଭୋକ୍ତାଙ୍କ ବକେୟା ବିଦ୍ୟୁତ ବିଲ୍ ଦେୟ ଅବଧିରେ କୋହଳ କରିଛନ୍ତି ସରକାରା ବୁଧବାର ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରକୋଷ୍ଠରେ ଆୟୋଜିତ…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି

ଶେଷ ତାରିଖ ୩୧ ଜୁଲାଇ,ବୀମା ଜାଲିଆତି ରୋକିବା ଦିଗରେ ପଦକ୍ଷେପ ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିଓ୍ୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଚିଠି (ନଂ.୭୧୫୦,…

୨୦୨୪-୨୫ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦,୫୮୬ କୋଟି ଅନୁଦାନ

ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ସହ ଯାତ୍ରୀ ସୁବିଧା ସହଜ ହେବ – ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଲେ • ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ ଓ ପୁରୀ…

ଖୁବ ଶୀଘ୍ର କୋଷ୍ଟାଲ ହାଇଓ୍ୱେ ଏବଂ କ୍ୟାପିଟାଲ ରିଜିୟନ୍ ରିଙ୍ଗ୍ ରୋଡ୍ କାମ ଆରମ୍ଭ – ଧର୍ମେନ୍ଦ୍ର ପ୍ରଧାନ

• ଦୁଇଟି ପ୍ରସ୍ତାବିତ ପ୍ରକଳ୍ପକୁ ତ୍ୱରାନ୍ୱିତ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଧନ୍ୟବାଦ • ମୋଦୀ ସରକାରରେ ସଡ଼କପଥ କ୍ଷେତ୍ରରେ ଓଡ଼ିଶାରେ ହେବ ନୂଆ ସୂର୍ଯ୍ୟୋଦୟ • ପ୍ରାୟ ୨୩, ୮୮୨ କୋଟି ଟଙ୍କା ବ୍ୟୟରେ ୪୧୩ କିମି ଲମ୍ବ ଚାରି ଲେନ୍…