ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହୋଇଗଲେ ଆଲୋକ; ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଶୋକ ସଭା ପାଳନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମୃତ୍ୟୁ ପରେ ଅନ୍ୟ ପାଇଁ ଆଲୋକ ସାଜିବେ ବେଲଗୁଣ୍ଠା ଆଳିଆ ସାହି ସୂର୍ଯ୍ୟ ଜେନାଙ୍କ ନାବାଳକ ପୁଅ ଆଲୋକ I ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଦଶମଶ୍ରେଣୀରେ ପଢୁଥିବା ଆଲୋକ ଗତ କାଲି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଆଜି ବ୍ରହ୍ମପୁର ବଡ଼…

ବେଲଗୁଣ୍ଠା ଏନଏସି ପକ୍ଷରୁ ସମୂହ ସଫେଇ କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଘୁମୁସର ନୋଡ଼ାଲ୍ ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଏବଂ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣାଙ୍କ ତତ୍ତ୍ୱାବଧାନରେ…

ବେଲଗୁଣ୍ଠାରେ ସୁଭଦ୍ରା ଯୋଜନାର ଶୁଭାରାମ୍ଭ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ତିଥି ଅବସରରେ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ମିଳିତ ଆନୁକୂଲ୍ୟରେ ବାରୁ ଆଡମ୍ବରରେ ବେଲେଗୁଣ୍ଠା ସ୍ଥିତ ଜି ଟି ହାଇସ୍କୁଲ ପଡିଆରେ ଆଜି…

ନବରଙ୍ଗପୁର ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନା ର ଶୁଭାରମ୍ଭ

ନବରଙ୍ଗପୁର ୧୭/୯ ଅଶୋକ ସାହୁ, ଶାସକ ପ୍ରଶାସକ: ରାଜ୍ୟ ସରକାର ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବି ଓ ଆତ୍ମ ସ୍ୱାଭିମାନ କରିବା ଲକ୍ଷ୍ୟ ନେଇ ଆଜି ଆନୁଷ୍ଠାନିକ ଭାବରେ ରାଜ୍ୟର ସମସ୍ତ ଜିଲ୍ଲା ରେ ସୁଭଦ୍ରା ଯୋଜନା ସୁଭାରମ୍ବ କରାଯାଇଛି ।ଆଜି ଭୁବନେଶ୍ୱର ଠାରେ ଭାରତର…

ସୁଭଦ୍ରା ଯୋଜନା ଶୁଭାରମ୍ଭ ଅବସରରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା 17/9 ରାଜ୍ୟ ସରକାରଙ୍କ ମହିଳା ମାନଙ୍କର ସଶକ୍ତିକରଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଯୋଜନା ସୁଭଦ୍ରା ର ଆଜି ଶୁଭାରମ୍ଭ ହୋଇଯାଇଛି। ଭୁବନେଶ୍ବର ଜନତା ମଇଦାନରେ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମାରୋହ ରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ…

ଘରେ ଘରେ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ “ଘରେ ଘରେ ସୁଭଦ୍ରା” ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପସ୍ଥିତ ଛାତ୍ରୀମାନଙ୍କୁ ସରକାରଙ୍କ…

ଭଟଲି ଦଧିବାମନ ମହାବିଦ୍ୟାଳୟ ରେ ସୁଭଦ୍ରା: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଭଟଲି :- ଦଧିବାମନ ମହାବିଦ୍ୟାଳୟ ରେ "ସୁଭଦ୍ରା: ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ" ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ଅନୁମତିକ୍ରମେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସାଂସ୍କୃତିକ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକ ଓ ଅଧ୍ୟାପିକା ନମିତା ଭୋଇଙ୍କ ପରିଚାଳନାରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…

ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…

ବି.ଡେ.କା ଭଞ୍ଜନଗର ରେ ଦୁର୍ଗୋତ୍ସବ ନିମନ୍ତେ ମୃତ୍ତିକା ପୂଜା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବି.ଡେ.କା) ତରଫରୁ ଚଳିତ ଚଳିତ ୫୬ ତମ ବାର୍ଷିକୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ମାଁ ଜଗତଜନନୀ ଦୂର୍ଗାଦେବୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କର ମୃତ୍ତି ନିର୍ମାଣ ପାଇଁ ଆଜି ମୃତ୍ତିକା ପୂଜା…