ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳନ।
ବାସୁଦେବପୁର - ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି କାର୍ଯ୍ୟ କର୍ତ୍ତା ଙ୍କ ତରଫରୁ ପାଳନ ହୋଇ ଯାଇଛି। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ବିଜେପି କର୍ମୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ…