ଡିଏଚ୍ଏଚ୍ରେ ମଡ୍ୟୁଲାର କିଚେନ୍ ପାଇଁ ୨.୧୯ କୋଟି ଟଙ୍କାର ଅନୁମୋଦନ
ଝାରସୁଗୁଡ଼ା, ୩/୧୦: ଝାରସୁଗୁଡ଼ା ଜିଲ୍ଲାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ପରିସରରେ ମଡ୍ୟୁଲାର କିଚେନ୍ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶାସନିକ ଅନୁମୋଦନ ମିଳିଛି। ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ଯୋଜନା ଅଧୀନରେ ଏହି ନିର୍ମାଣ କାର୍ଯ୍ୟ!-->…