ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ଓ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କଲେ ବି. ଜେ. ଡ଼ି ସିରାଜଉଦ୍ଦିନ ଅହମଦ

https://youtu.be/qfElM0qZNpI ନବରଙ୍ଗପୁର 31.12.2024,,ଅଶୋକ ସାହୁ, ଶାସକ ପ୍ରଶାସକ.: ନବରଙ୍ଗପୁର ଜିଲ୍ଲାର ବି. ଜେ. ଡ଼ି ଦଳର ସମ୍ପାଦକ ଓ ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ଶିରାଜଉଦିନ ଅହମଦ, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସହ ଜିଲ୍ଲା ସମ୍ପାଦକ ପଦବୀରୁ ଇସ୍ତଫା…

ଆଜି ବୀରତା ଦିବସ

ଘେଁସ ସହିଦ ପୀଠରେ ମାଲ୍ୟାର୍ପଣ ଓ ସ୍ମୃତିସଭା ଘେଁସ :-ଡିସେମ୍ବର ୩୧ ବୀରତା ଦିବସ ମା' ମାଟି ଅସ୍ମିତା, ସ୍ବାଭିମାନର ଦିବସ୧୮୫୭ ସ୍ବାଧୀନତା ସଂଗ୍ରାମରେ ସବୁ ବ୍ୟକ୍ତିଗତ ସୁଖ, ସ୍ବାଚ୍ଛନ୍ଦ୍ୟକୁ ଜଳଂଜଳି ଦେଇ ମାତୃଭୂମିର ମୁକ୍ତିଯଜ୍ଞରେ ନିଜର ତଥା ସମଗ୍ର ପରିବାର ଜୀବନକୁ ଆହୂତି ଦେଇଯାଇ…

ନୂତନ ବର୍ଷ ୨୦୨୫ ଉପଲକ୍ଷେ Tv5odia ୟୁଟ୍ୟୁବ ଚ୍ୟାନାଲ ତରଫରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ “ଶିଶୁ ଟିଏ କୁ…

ରାୟଗଡ: ନୂତନ ବର୍ଷ ୨୦୨୫ ଉପଲକ୍ଷେ Tv5odia ୟୁଟ୍ୟୁବ ଚ୍ୟାନାଲ ତରଫରୁ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମର ମୂଖ୍ୟ ଉଦେଶ୍ୟ ଥିଲା "ଶିଶୁ ଟିଏ କୁ ଗଛ ଟିଏ" l ବର୍ତ୍ତମାନ ପରିବେଶ ଅଧିକା ମାତ୍ରାରେ ଦୂଷିତ ହେବାରେ ଲାଗିଛି l ପରିବେଶ ଦୂଷିତ ହେବାର…

୫୩ ତମ ରାଜ୍ୟ ଆଇନଜୀବୀ ସମ୍ମିଳନୀ ଉଦଯାପିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସ୍ତରୀୟ ୫୩ ତମ ବାର୍ଷିକ ସମ୍ମଳନୀ ଆଜି ସୋମବାର ୩୦ ତାରିଖ ରେ ଉଦଯାପିତ  ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମଳନୀରେ ଆଜି ଅନ୍ତିମ ଦିବସ ରହିଥିବା ବେଳେ…

କର୍ତ୍ତବ୍ୟ ପଥରେ ଡାଲଖାଇ ନୃତ୍ୟ ପରିବେଷଣ କରିବେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ଷାଠିଏ କଳାକାର

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ ହୋଇ ଏହି ବର୍ଷ ସାଧାରଣ ତନ୍ତ୍ର ଦିବସ ରେ କର୍ତ୍ତବ୍ୟ ପଥ…

କର୍ଲାମୁଣ୍ଡା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୩୦.୧୨.୨୦୨୪ – କଳାହାଣ୍ଡି ଜିଲ୍ଲା ଅଧୀନସ୍ତ କର୍ଲାମୁଣ୍ଡା ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ…

ଲଘୁଚାପ ଜନିତ ବର୍ଷା ରେ କ୍ଷୟକ୍ଷତି ହୋଇଥିବା ଫସଲ ପାଈଁ ହେକ୍ଟର ପିଛା 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦଳ…

ଖୋର୍ଦ୍ଧା- ଲଘୁଚାପ ଜନିତ ଅଦିନିଆ ବର୍ଷା ରେ କ୍ଷୟକ୍ଷତି ହୋଇଥିବା ଫସଲ ପାଇଁ ରାଜ୍ୟ ସରକାର ହେକ୍ଟର ପିଛା 5 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ କଂଗ୍ରେସ ଦଳ ରାଜ୍ୟ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୋନାଲି ସାହୁ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ…

ନିମ୍ବେଶ୍ବରଙ୍କ ପୀଠରେ ଶୈବ ଯଜ୍ଞ ଅନୁଷ୍ଠିତ

ଓଡ଼ଗାଁ,୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋରପିଠା ପଞ୍ଚାୟତ ଗୋଡ଼ି ପାଟଣା ଗ୍ରାମ ସନ୍ନିକଟରେ ବିରାଜିତ ନିମ୍ବେଶ୍ବର ମହାଦେବଙ୍କ ପୀଠରେ ବିଶ୍ବଶାନ୍ତି ଶୈବଯଜ୍ଞ ଓ ବକୁଳ ଅମାବାସ୍ୟା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସହଶ୍ରାଧିକ ଶ୍ରଦ୍ଧାଳୁଙ୍କ…

ଆରସିଏ କପ, ୫ମ ଦିନରେ ରଙ୍ଗଣୀପାଟଣା ଓ ଶାଳଝରିଆ ଫାଇନାଲରେ ପ୍ରବେଶ

ଓଡ଼ଗାଁ, ୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ରାଧାକାନ୍ତ କ୍ରିକେଟ ଆସୋସିଏସନ୍ (ଆରସିଏ) ଦ୍ବାରା ଆୟୋଜିତ ରାକେଶ ମେମୋରିଆଲ ୫ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରସିଏ କପ୍ ୨୦୨୪ ୫ମ ଦିନର ପ୍ରଥମ ସେମିଫାଇନାଲ ମ୍ୟାଚ ଶାଳଝରିଆ ଓ ପଞ୍ଚିଡା ମାନପୁର…

ତନୁଜା ଶତପଥୀ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁଟେକ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ଅଡିଟୋରିୟରେ "ପ୍ରଗତି" ମହିଳା ସଙ୍ଗଠନର ସଭାନେତ୍ରୀ କଳ୍ପନା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ନିକଟ ଅତୀତରେ ତନୁଜା ଶତପଥୀ ପୁରୀସ୍ଥିତ ସଂସ୍କୃତି ଭବନ…