ଦୂତୀକେଶ୍ବର ମହାଦେବଙ୍କ ପରିଚାଳନା କମିଟି ବୈଠକ,
ତହସିଲଦାର ଓ ଆଇଆଇସି ହେଲେ ଉପଦେଷ୍ଟା, କାଉଡ଼ିଆଙ୍କ ସୁରକ୍ଷା ପାଇଁ ପୁଲିସ ମୁତୟନ
ଓଡ଼ଗାଁ, ୧ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାହାଡ଼ାଝୋଲା ରାଜ୍ୟ ସଡ଼କ ପାର୍ଶ୍ୱସ୍ଥ ଜାମୁପାଟଣା ନିକଟ ଶୂଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ଦୂତୀକେଶ୍ବର!-->!-->!-->…