ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଶ୍ରୀ ଅରବିନ୍ଦ ପାଠଚକ୍ର

ଓଡ଼ଗାଁ, ୨ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ପରିସରସ୍ଥ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ରବିବାର ଶ୍ରୀ ଅରବିନ୍ଦଙ୍କ ତୃତୀୟ ବାର୍ଷିକ ବ୍ଲକସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଜକିଶୋର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପାଠଚକ୍ରରେ…

ଚନ୍ଦନ ଗଛ କାଟିଲେ ଦୁର୍ବୃତ୍ତ,ନେଇପାରିଲେନି

ସେବା କେନ୍ଦ୍ର ପରିସରରୁ କଟା ଗଛ ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର ଓଡ଼ଗାଁ, ୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ନିକଟସ୍ଥ ଶ୍ରୀ ସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ପରିସରରୁ ଦୁର୍ବୃତ୍ତମାନେ ଚନ୍ଦନ ଗଛ କାଟିବା ଘଟଣା…

ଶାସ୍ତ୍ରୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

କେନ୍ଦୁଝର: ୦୨/୦୮/୨୦୨୬- ଆଗାମୀ ସ୍ଵାଧୀନତା ଦିବସ ଅବସରରେ ଆଞ୍ଚଳିକ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ଆଗାମୀ ଦିନର ବଡ ବଡ ପରୀକ୍ଷାର ଢାଞ୍ଚା ସହିତ ସେମାନଙ୍କୁ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ସ୍ଥାନୀୟ…

ଦକ୍ଷିଣ ପୁର କ୍ଲଷ୍ଟରସ୍ଥ ଦ୍ୱିତୀୟ ମାସିକ କ୍ଲଷ୍ଟର – ବୈଠକ -2026

ବ୍ରହ୍ମପୁର : ଦକ୍ଷିଣପୁର କ୍ଲଷ୍ଟରସ୍ଥ ଆମ୍ବଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଦ୍ୱିତୀୟ ଏମସିଏମ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ଆମ୍ବ ଗଡ଼ ସମବାୟ ସମିତି ସଭାପତି ଥତା ଏହି ଅଞ୍ଚଳର ଯୁବ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ ଅତିଥି ଓ ବିଦ୍ୟାଳୟର ନୂତନ ଏସଏମସି ସଭାପତି ଓ ପୂର୍ବତନ…

ନଦୀ କୁ ଗାଧୋଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

କଟକ ରୁ ରଞ୍ଜିତ ମହାପାତ୍ର: କଟକ ସଦର ଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ଆରୀୟନ ସାହା ଆଜି ସ୍କୁଲ ବନ୍ଦ ଥିବା କାରଣରୁ ତାଙ୍କ ସାଙ୍ଗକୁ ଡାକି କାଠଯୋଡ଼ି ନଦୀକୁ ଗାଧେଇ ବା ପାଇଁ ଯାଇ ଥିଲେ ନଦୀର ସ୍ରୋତ ପ୍ରଖର ଦିବାରୁ ଆରୀ ୟନ ଏକ ଖାଇରେ ପଡି ଯାଇଥିଲେ। ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି…

ଜୁହାର ପରିବାରର ଉପଦେଷ୍ଟା ଚିତ୍ତରଞ୍ଜନ ପଣ୍ଡାଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର : - ଜୁହାର ପରିବାର ବିଶାଖାପଟ୍ଟନମର ଉପଦେଷ୍ଟା ତଥା IDSE ସାମରିକ ସେବାରୁ ଅବସରପ୍ରାପ୍ତ ଚିତ୍ତରଞ୍ଜନ ପଣ୍ଡାଙ୍କୁ ଅଶୋକା ପାର୍କ ଅଡିଟୋରିୟମ୍‌ଠାରେ ଏକ ଭବ୍ୟ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ଜୁହାର ପରିବାରର ସଭାପତି ମନୋଜ ବେହେରା ଓ ସାଧାରଣ…

ଦୁଇ ଘଣ୍ଟା ମଧ୍ଯରେ ଡକାୟତି ମାମଲାର ସଫଳ ପର୍ଦ୍ଦାଫାସ

ଲୁଟ ହୋଇଥିବା ରୁ. ୫,୦୦,୦୦୦ /- ଉଦ୍ଧାର , ଦୁଇ ଜଣ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଡେଲ ଥାନା , ପାରଳାଖେମୁଣ୍ଡି ପୋଲିସ ଏକ ଡକାୟତି ମାମଲାକୁ ଘଟଣାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ସଫଳତାର ସହ ପର୍ଦ୍ଦାଫାସ କରି ଲୁଟ ହୋଇଥିବା ର…

ବରିଷ୍ଠ କଳାକାର ସଂଘ ପକ୍ଷରୁ ବନ୍ଧୁତା ଦିବସ ପାଳିତ ।

ବ୍ରହ୍ମପୁର: କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ତରଫରୁ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଫୁଲଟା ନାରାୟଣୀ ମନ୍ଦିର ପରିସରରେ ସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି…

ଡେରାବିଶ ପୋଲିସର ସଫଳତା: ଘରୁ ଚୋରି ଘଟଣାରେ ୩ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ ।

କେନ୍ଦ୍ରାପଡା:02/08(ପ୍ରଫୁଲ୍ଲ କୁମାର ମଲ୍ଲ) ଗତ କିଛି ଦିନ ତଳେ ଡେରାବିଶ ଥାନା ଅନ୍ତର୍ଗତ ଫକିରାବାଦ ଅଞ୍ଚଳରେ ଘଟିଥିବା ଏକ ଘରୁ ଚୋରି ଘଟଣାରେ ଡେରାବିଶ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ମାମଲାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା…

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି

ଜଗତସିଂହପୁର, ତା ୦୧.୦୮.୨୦୨୬ ରିଖ: ଜିଲ୍ଲାରେ ଚଳିତ ଲଗାଣ ବର୍ଷା ସହ ମହାନଦୀ , ଦେବୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବିଭିନ୍ନ ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ କୃଷି କ୍ଷେତ୍ର ଜଳ ପ୍ଳାବିତ ହୋଇଅଛି। ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ଜିଲ୍ଲାପାଳଶ୍ରୀ ଜେ…