ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ନାୟକାନଦିହ ପଞ୍ଚାୟତ ରେ ନାୟକାନଦିହ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠିତ ସଭା କାର୍ଯ୍ୟ କର୍ମ ରେ ଅତିଥି ଭାବେ ଶିକ୍ଷାବିତ୍ ରତ୍ନାକର ମଲ୍ଲିକ, ଅତିରିକ୍ତ…

ମା ଜାହାଜ ମଙ୍ଗଳା ଦିବା ରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ।

ବାସୁଦେବପୁର -ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ଠାରେ ମା ଜାହାଜ ମଙ୍ଗଳା ୟୁଥ୍ କ୍ଲବ୍ ପକ୍ଷରୁ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ଆଠ ଟି ଟିମ୍ ଭାଗ ନେଇଥିବା ବେଳେ ଶେଷ ତଥା ଅନ୍ତିମ ମ୍ୟାଚ୍ କରଣ ପଲ୍ଲୀ ଓ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର:

ନବରଙ୍ଗପୁର, ୦୯/୦୨/୨୦୨୫:, ଅଶୋକ ସାହୁ, ଶାସକ ପ୍ରଶାସକ,-୦୭-୦୨-୨୦୨୫ ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ “ କର୍ମକ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା ଏବଂ ଏହାର ପ୍ରତିରୋଧ, ନିଷେଧ ଓ ନିରାକରଣ ଆଇନ-୨୦୧୩”, ଓ ମାନସିକ…

ଓଡ଼ଗାଁ ମହୋତ୍ସବ ଓ ପଲ୍ମୀଶ୍ରୀ ମେଳା ୨୦୨୫, ତୃତୀୟ ସନ୍ଧ୍ୟାରେ ମନ ଜିଣୀଲା ମହାବିଦ୍ୟାଳୟସ୍ତରୀୟ ନୃତ୍ୟ ସଙ୍ଗୀତ

ଓଡଗାଁ,୮।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୨୫ ଶନିବାର ତୃତୀୟ ସନ୍ଧ୍ୟାରେ ମନ ଜିଣିନେଲା ମହାବିଦ୍ୟାଳୟ ଓ ସ୍ଥାନୀୟ ନୃତ୍ୟ ଅନୁଷ୍ଠାନର ନୃତ୍ୟ ସଙ୍ଗୀତ । ବିଶେଷ କରି ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟର ନୃତ୍ୟାଭିନୟ ଦର୍ଶକଙ୍କ ବେଶ୍ ଆଦୃତ ହୋଇଥିଲା…

କଇଁପୁର ଗ୍ରାମ ପଞ୍ଚାୟତ ଠାରେ ମା ଶାରଳା ମହାସଂଘରେ ଭିଜନ ସ୍ଵପ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ୩ ଫେବୃୟାରୀ ଠାରୁ ୭ ଫେବୃୟାରୀ ୨୦୨୫ , ୫ଦିନ ଧରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମା ଶାରଳା ମଡେଲ ଜି.ପି.ଏଲ୍. ଏଫ୍ କଇଁପୁର , ଏକ ଦୁରଦୃଷ୍ଟି (ସ୍ୱପ୍ନ) ତାଲିମରେ ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ୫ବର୍ଷରେ…

ପୁତ୍ର ବିବାହରେ ଗୌତମ ଆଦାନୀ ସେବା ପାଇଁ ଜଣାଇଲେ ପ୍ରତିବଦ୍ଧତା

ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ୧୦,୦୦୦ କୋଟି ଟଙ୍କା ଦାନ କରି ଉଦାହରଣ ସୃଷ୍ଟି କଲେ ଭୁବନେଶ୍ୱର/ଅହମଦାବାଦ, ୭ ଫେବ୍ରୁଆରୀ ୨୦୨୫: ଗତ ମାସ ମହା କୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁତ୍ରର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ’ ଆୟୋଜିତ ହେବ । ତାଙ୍କ…

ସୋଆ ଲେକ୍ସ କନସିଲିୟମ୍ -୨୦୨୫ ତୃତୀୟ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର, ଫେବୃୟାରୀ ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ ଇନଷ୍ଟିଟ୍ୟୁଟ ଅଫ୍ ଲ (ସ୍ନିଲ୍) ଓ ସୋଆ ପ୍ଲେସମେଣ୍ଟ ସେଲର ମିଳିତ ଆନୁକୂଲ୍ୟରେ ଆଇନ୍ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ସଂପର୍କରେ ମାର୍ଗଦର୍ଶନ ପ୍ରଦାନ କରିବା ନିମନ୍ତେ ଏକ ଦିବସୀୟ କାର୍ଯ୍ୟକ୍ରମ…

ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ।

ଭୁବନେଶ୍ୱର- ତା ୦୮/୦୨/୨୦୨୫ - ରାଜ୍ୟପାଳ ତଥା କୁଳାଧିପତି ଡ. ହରି ବାବୁ କମ୍ଭମ୍ପାଟି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲାର କୁଳପତିଭାବେ ପ୍ରଫେସର ଦୀପକ କୁମାର ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ୫୯ ବର୍ଷୀୟ ପ୍ରଫେସର ସାହୁ ବର୍ତ୍ତମାନ କୋଚିନ୍…

ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ…

କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ - ଧର୍ମେନ୍ଦ୍ର ପ୍ରଧାନ • ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚିତ • ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ…

ଦିଲ୍ଲୀ ରେ ବିଜେପି ର ବିଜୟ କୁ ନେଇ ଗୁଣୁପୁର ବିଧାନସଭା ବିଜେପି ର ଖୁସି ର ମାହୋଲ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ଦିଲ୍ଲୀ ନିର୍ବାଚନ ରେ ସତୁରି ଆସନ ରୁ ଭାରତୀୟ ଜନତା ପାର୍ଟି 48 ଆସନ ରେ ବିଜୟ ହୋଇଥିବା ବେଳେ ଆପ୍ ସରକାର 22 ଆସନ ଆସିଥିବାବେଳେ ଓ କଂଗ୍ରେସ କୌଣସି ଖାତା ଖୋଲିନଥିବା ବେଳେ ଦିଲ୍ଲୀ ରେ ସତ୍ତା ହରାଇଛି। ଫଳରେ ଆଜି ଆପ୍ ସରକାର ଓ କଂଗ୍ରେସ ର…