ଜଗତସିଂହପୁର,ତା-୦୫.୦୫.୨୦୨୫/ସୁମନ୍ତ କୁମାର ଦାସ:ଉଦ୍ଘାଟନ ଭାବେ ଯୋଗଦେଇ ଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେ
ମୁଖ୍ୟ ଅତିଥିଭାବେ ଭବାନୀ ଶଙ୍କର ଉଦ୍ଗାତା, ସାମ୍ନାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ ଅର୍ଚ୍ଚନା ସିଂ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଟବର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ୍ତ ମହାନ୍ତି, ଜଗତସିଂହପୁର ପୌରପରିଷଦକାର୍ଯ୍ୟ ନିର୍ବାହି ଅଧିକାରୀ ସୀମା ଜେନା, ଜଗତସିଂହପୁର ତହସିଲଦାର ତାରିଣୀ ରଞ୍ଜନ ରାୟ, ଜିଲ୍ଲା ସମ୍ପର୍କ ସୂଚନା ଅଧିକାରୀ ପ୍ରଚେତ ତନୟା, ଜଗତସିଂହପୁର ଜିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅନିଲ କୁମାର ବିଶ୍ୱାଳ, ସମାଜସେବୀ ହେମନ୍ତ କୁମାର ଲେଙ୍କା, ହିନ୍ଦୁସ୍ତାନ ସ୍ପୋଟିଂ ସମ୍ପାଦକ ବିଦୁ ଭୂଷଣ ଦାସ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏସଡିଓ ତପନ ରାଉତ ହିନ୍ଦୁସ୍ତାନ ସ୍ପୋଟିଂର ଉପଦେଷ୍ଟା ସୁଶାନ୍ତ ରଞ୍ଜନ ସ୍ୱାଇଁ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ସୁଜାତା ଓତା ମଞ୍ଚ ପରିଚାଳନା କରିଥିଲେ l
ଉଦ୍ଘାଟନ ମ୍ୟାଚ ଟି ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ସହିତ ସୋଲାର କ୍ରିକେଟ କ୍ଲବ କଟକ ସହିତ ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର ବାପୁଜୀ କ୍ଲବ ଟଚ ଜିତି ବ୍ୟାଟିଂ ର ନିଷ୍ପତି ନେଇଥିଲା l
Sign in
Sign in
Recover your password.
A password will be e-mailed to you.