ଝାରସୁଗୁଡ଼ା ବିମାନବନ୍ଦରରେ ଯାତ୍ରୀ ସେବା ଅଭିଯାନ-୨୦୨୬ ଉଦ୍‌ଯାପିତ

ଯାତ୍ରୀଙ୍କ ସୁବିଧା, ସ୍ୱଚ୍ଛତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଝାରସୁଗୁଡ଼ା, ୧୦/୧୦: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଗତ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରୀ ସେବା ଅଭିଯାନ-୨୦୨୬ ପାଳନ କରାଯାଇଛି। ବିମାନଯାତ୍ରୀଙ୍କ ସୁବିଧା, ସ୍ୱଚ୍ଛତା,…

ଦୁଇଟି କଲରାପତରିଆ ବାଘଛାଲ ଜବତ : ୬ଜଣ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟଙ୍ଗର ବେଆଇନ କାରବାର ବିରୋଧରେ ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ କରାଯାଇ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହି ଘଟଣାରେ ୬ ଜଣ ଧରାପଡ଼ିଥିବା ବେଳେ ୩ଟି ମୋଟରସାଇକେଲ ଓ ୬ଟି ମୋବାଇଲ…

ଦେଶୀ ମଦ ଓ ଜିଞ୍ଜର ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ

ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ଓ ରୂଢିଙ୍ଗିଆ ଗ୍ରାମରେ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ ଓ ୭.୨୦୦…

ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଓ ନବ ଜୀବନ ଟ୍ରଷ୍ଟରେ ମହାଳୟା : ବଜ୍ରକାୟା ଓ ଜୀବଦୟା ସଂକଳ୍ପ ନେଲେ ଅନ୍ତେବାସୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ମହାଳୟା ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରବାସ ଏବଂ ନବ ଜୀବନ ଟ୍ରଷ୍ଟ ଅନାଥ ବାଳିକା ଛାତ୍ରୀବାସ ପରିସରରେ ଏକ ନିଆରା ଆଧ୍ୟାତ୍ମିକ ତଥା ସଂସ୍କାରଧର୍ମୀ ସଭା ଅନୁଷ୍ଠିତ ହୋଇଯାଇଛି। ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ…

ବେଲଗୁଣ୍ଠା ମହାବିଦ୍ୟାଳୟରେ ଏବିଭିପିର ତିନି ପଦବୀ ନିର୍ଦ୍ୱନ୍ଦ୍ୱ

ବେଲଗୁଣ୍ଠା, ୧୦/୧୦:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଞ୍ଚଳତା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ର ସଭାପତି, ଉପସଭାପତି ଓ ସମ୍ପାଦକ ପଦରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ…

ବାଲ୍ୟ ବିବାହକୁ ନା, ଶିକ୍ଷାକୁ ହଁ; ଗାଙ୍ଗପୁର ପୋଲିସ୍ ପକ୍ଷରୁ ସଚେତନତା ଶିବିର

ବେଲଗୁଣ୍ଠା , ୧୦/୧୦:(ଶିବରାମ ଚୌଧୁରୀ)-ବାଲ୍ୟ ବିବାହ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗାଙ୍ଗପୁର ପୁଲିସ ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା…

ମହିଳା ସମ୍ପର୍କିତ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ବଂଶଧାରା କଲେଜ ରେ ମହିଳା ଆଇନ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ଏହି କର୍ମଶାଳା ଗୁଣୁପୁର ଆଦର୍ଶ ପୋଲିସ ଥାନା ଏବଂ ସାହାରା ପରିବାର ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଥିଲା |କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ…

କୁଲଡ଼ିହା ଅଭୟାରଣ୍ୟରୁ ଶିକାର ଉଦ୍ୟମ ଅଭିଯୋଗରେ ୬ ଶିକାରୀ ଗିରଫ ସହ ସରଞ୍ଜାମ ଜବତ।

ନୀଳଗିରି, ୧୦/୧୦: ବାଲେଶ୍ୱର ଜିଲ୍ଲାର କୁଳଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ବନ୍ୟଜନ୍ତୁ ଶିକାର ଉଦ୍ୟମ ଅଭିଯୋଗରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬ ଜଣଙ୍କୁ ଧରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରା ରେ କଏଦ ଫଟୋ ଏବଂ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ଆଧାରରେ ବନ…

ବିଜେଡି ପକ୍ଷରୁ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

ଦୀପାଳୀ ଓ ବିଶାଳଙ୍କ ସେବା ମନୋଭାବରୁ ପ୍ରେରଣା ମିଳିଥିବା କହିଲେ ଛାତ୍ର ନେତା ଝାରସୁଗୁଡ଼ା, ୧୦: କଲେଜ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀମାନଙ୍କୁ ଶନିବାର ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ…

ମା ଭଦ୍ରକାଳୀଙ୍କ ଠାରେ ବାଇଚଢେଇ ପୂଜା ସଂଖ୍ୟା ଲୋକାର୍ପଣ

ଓଡ଼ିଆ ଶିଶୁ ସାହିତ୍ୟରେ ନିଜର ପରିଚୟ ସୃଷ୍ଟି କରିଥିବା ଶିଶୁ କିଶୋର ପତ୍ରିକା ବାଇଚଢେଇର ପାର୍ବଣସଂଖ୍ୟା ମା ଭଦ୍ରକାଳୀ ମନ୍ଦିରରେ ଲୋକାର୍ପଣ ହୋଇଯାଇଛି। ପବିତ୍ର ମହାଳୟା ଅମାବାସ୍ୟା ତିଥିରେ ଆଜି ମାଙ୍କ ଷୋଡଶ ଉପଚାର ପୂଜା ପରେ ଭୁବନେଶ୍ୱରୀ ବେଶରେ ନିତିକାନ୍ତି ପରେ ବାଇଚଢେଇ ପରିବାର…