ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁର ପକ୍ଷରୁ ଆନ୍ତର୍ଜାତୀୟ ମାତୃଭାଷା ଦିବସ

  ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁର ଠାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନାଟ୍ୟକାର  ଶ୍ରୀଯୁକ୍ତ ମୋହନ ସିଂ…

ଜିନିଷ ନେଇ ଟଙ୍କା ମାଗିବାରୁ ଦୋକାନରେ ପଶି ଭଙ୍ଗାରୁଜା:ଯୁବକ ଗିରଫ ।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗଣେଶ ଚନ୍ଦ୍ର ପ୍ରଧାନଙ୍କ ଦୋକାନରୁ ସେହି ଗ୍ରାମର ବୁଲୁ ଭୁୟାଁ ନାମକ ଜଣେ ଯୁବକ ବୁଧବାର ରାତିରେ କିଛି ଜିନିଷ ଆଣିଥିଲେ ।ଗଣେଶ,ବୁଲୁକୁ ଜିନିଷର ଟଙ୍କା ମାଗିବାରୁ ବୁଲୁ ଟଙ୍କା ଦେବା ପରିବର୍ତେ ତାଙ୍କ ଦୋକାନକୁ ପଥର…

ଘୋଡା ଖୁଣ୍ଟା ରେ କିଶୋରି ମେଳା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୨/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡାଖୁଣ୍ଟା ଅଙ୍ଗନୱାଡି କେନ୍ଦ୍ର (୧) ରେ କିଶୋରୀମେଳା ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାସ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଘୋଡାଖୁଣ୍ଟା ସରପଞ୍ଚ ଲିଳାଦେଇ ମାଝୀ…

୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ, ବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଦୁଃଖ ପ୍ରକାଶ

ଓଡ଼ଗାଁ ୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ରଘୁନାଥ ବିଦ୍ୟାପୀଠ, ଓଡ଼ଗାଁ ବର୍ତ୍ତମାନ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୪ ମାଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ…

ଓଡ଼ଗାଁ ବ୍ଳକ ୧୧ ପରୀକ୍ଷା କେନ୍ଦ୍ର, ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭ ଜଣ ଅନୁପସ୍ଥିତ

ଓଡ଼ଗାଁ,୨୧।୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହୋଇଛି। ଓଡ଼ଗାଁ ବ୍ଲକର ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ବାଳିକା ଏବଂ ୮ ଜଣ ବାଳକଙ୍କୁ ମିଶାଇ ମୋଟ ୨୭ଜଣ ଅନୁପସ୍ଥିତ…

ଓଡ଼ଗାଁ ରଘୁନାଥ ଜିଉଙ୍କ ହୁଣ୍ଡିରୁ ୩ ଲକ୍ଷ ୫୪ ହଜାର ମିଳିଲା

ଓଡ଼ଗାଁ୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ହୁଣ୍ଡି ଦେବୋତ୍ତର ବିଭାଗ, ରାଜସ୍ୱ ବିଭାଗ, ପୋଲିସ ଏବଂ ପାଳିଆ ପୂଜକ ସୁଆର ସେବକ ପ୍ରତିନିଧିଙ୍କ ଉପସ୍ଥିତିରେ ଶୁକ୍ରବାର ଖୋଲାଯାଇଛି। ଦୀର୍ଘ ସମୟଧରି ଗଣତି ସରିବା ପରେ ହୁଣ୍ଡିରୁ ୩ ଲକ୍ଷ ୫୪…

ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟରସ୍ଥିତ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସ୍ୱୟଂସହାୟକ ଗୋଷ୍ଠୀ ସଭାନେତ୍ରୀ ଉର୍ମିଳା ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ ହୋଇ ଯାଇଛି l…

ଭାରତର ଶ୍ରେଷ୍ଠ ଡିସ୍କମ୍ ମଧ୍ୟରେ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍କମ୍; ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ…

https://youtu.be/WT4tdtzlkxM - ଓଡ଼ିଶା ସରକାରଙ୍କ ସହିତ ଓଡ଼ିଶାର ପିପିପି ମଡେଲ ଅନ୍ୟ ରାଜ୍ୟ ଡିସକମମାନଙ୍କ ଲାଗି ଏକ ନୀଳନକ୍ସା (ବ୍ଲୁପ୍ରିଂଟ)ରେ ପରିଣତ ହୋଇଛି । - ଦେଶର ୬୩ଟି ଡିସ୍କମ୍ ମଧ୍ୟରେ ଟିପିସିଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଡବ୍ଲୁଓଡିଏଲ୍କୁ ଏ+ ସହିତ…

ଏଣିକି ଟିପିଏସ୍ଓଡିଏଲର ୪ଟି ନିଶୁଳ୍କ ହେଲ୍ପଲାଇନ ନମ୍ୱର

 ନୂଆ ନମ୍ବର ୧୮୦୦୨୦୨୬ ଏବଂ ୭୦୭୭୦୦୦୦୦୫  ସମୁଦାୟ ଚାରୋଟି ନମ୍ବର: ୧୮୦୦୨୦୨୬, ୭୦୭୭୦୦୦୦୦୫, ୧୯୧୨, ୧୮୦୦୩୪୫୬୭୯୭ ବ୍ରହ୍ମପୁର, ଫେବୃଆରୀ: ଗ୍ରାହକ ସେବାକୁ ସୁଦୃଢ଼ କରିବା ସହ ଅଭିଯୋଗ ପ୍ରତିକାର ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ…

ମାତୃଭାଷାକୁ ବଂଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ପ୍ରଫେସର ଗାୟତ୍ରୀବାଳା ପଣ୍ଡା

ସୋଆରେ ବିଶ୍ୱ ମାତୃଭାଷା ଦିବସ ପାଳିତ ଭୁବନେଶ୍ୱର, ଫେବୃଆରୀ ୨୧: ବିଶ୍ୱରେ ୭୦୦୦ ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ତନ୍ମଧ୍ୟରୁ ଅନେକ ଲୋପ ପାଇବାକୁ ବସିଲାଣି । ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଂଚାଇ ରଖିବା ପାଇଁ…