ଓଡ଼ଗାଁ ବ୍ଳକ ଅଞ୍ଚଳରେ ବଜ୍ରାଘାତରେ ୨ ମୃତ
ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିଖରପୁର ଅଞ୍ଚଳ ଏବଂ ଗିରିଡିପଲ୍ଲୀ ପଞ୍ଚାୟତରେ ବଜ୍ରାଘାତ କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଘନଘନ ବଜ୍ରପାତ ସମସ୍ତଙ୍କୁ ଚମକାଇ ପକାଉଛି । ହେଲେ…