ଜଗତସିଂହପୁରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ଜଗତସିଂହପୁର,ତା-୧୦.୦୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଚଳିତ…

ଯୁବ ବ୍ୟବସାୟକ ଙ୍କ ଅକାଳ ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।

(ଶାସକ - ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଝାରପୋଖାରିଆ ଥାନା ଅନ୍ତର୍ଗତ ଜାମଶୋଳା ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି । ଦୁର୍ଘଟଣା ରେ ଯୁବ ବ୍ୟବସାୟ ଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଘଟଣାରେ ଅଞ୍ଚଳରେ ଶୋକରା ଛାୟା ଖେଳିଯାଇଛି । ତେବେ ସୂଚନା ମୁତାବକ ସମୀର କୁମାର…

ରଥ ଖଳାରୁ ତୁମ୍ବରେ ପନ୍ଦାରି ଗାଡ ଖୋଦେଇ କାର୍ଯ୍ଯ ଜାରି*

ପୁରୀ (ଅନିମେଶ ପଟ୍ଟନାୟକ): ଚଳଚଞ୍ଚଳ ରଥ ଖଳା । ତପ୍ତର ରଥ ବିଶ୍ବକର୍ମା । ଜୁନ ୨୭ ତାରିଖ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଧାର୍ଯ୍ଯ ସମୟରେ ଶ୍ରୀଜିଉମାନଙ୍କ ତିନି ରଥ ନିର୍ମାଣ ଶେଷ କରିବାର ଲକ୍ଷ ନେଇ ରଥ ଖଳା ଚଳଚଞ୍ଚଳ ରହିଛି । ତିନି ରଥର ୪୨ ତୁମ୍ବ ତିଆରି ସରିଥିବା ବେଳେ ସେଥିରେ ପନ୍ଦାରି…

ତୃତୀୟ ଥର ରାଜ୍ୟପାଳ ରାଜ୍ୟପାଳ ପୁରସ୍କାର ପାଇଲା ଗଜପତି ଜିଲ୍ଲା ସ୍କାଉଟସ୍ ଓ ଗାଇଡସ୍

 ବାଳକୃଷ୍ଣ ପାଣିଗ୍ରାହୀ : ଭୁବନେଶ୍ଵର ସ୍ଥିତ ରାଜଭବନ ଅଭିଷେକ ହଲରେ ୨୦୨୪ ଶିକ୍ଷା ବର୍ଷର ରାଜ୍ୟପାଳ ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ୦୯.୦୫.୨୦୨୫ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ରାଜ୍ୟପାଳ ହରି ବାବୁ କମ୍ଭମ୍ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପୁରସ୍କାର ପ୍ରଦାନ କରିଥିଲେ।…

କୃଷକ କ୍ଷେତ୍ର ଦିବସ ପାଳନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୦୯/୦୫/୨୫ ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବ୍ଲକ ଛେଳିବେଡ଼ା ଗ୍ରାମରେ ଧାନ ପରବର୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଯୋଜନା ରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର କୃଷି କ୍ଷେତ୍ର ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ…

ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦଯାପିତ

ପଦ୍ମପୁର:ତା:୧୦/୦୫/୨୫ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ୧୦ ଦିନ ଧରି ଚାଳିଥିବା ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ୨୦୨୫ ଆଜି ଉଦଯାପିତ ହୋଇଯାଇଛି । ସମାରୋହ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡଃ କେଶ ରଞ୍ଜନ ପ୍ରଧାନ ଯୋଗଦେଇ ଶିକ୍ଷା ହିଁ ଜୀବନର…

ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

ଜୈବ ବିବିଧତା ରେ ପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡ ର ଜୀବନ ରକ୍ଷା କାରୀ ଗୁଲ୍ମ ଲତା ରୁ ଔଷଧ ପ୍ରସ୍ତୁତ କରାଯାଇ ପାରିବ -ଉପ ମୁଖ୍ୟମନ୍ତ୍ରୀ ଖପ୍ରାଖୋଲ ୯/୫(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ଚାଲିଥିବା…

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମହିଳା ଫାଷ୍ଟଟ୍ରାକ୍ କୋର୍ଟ : ଆଇନ ମନ୍ତ୍ରୀ

ଭୁବନେଶ୍ୱର, ୧୦/୦୫: ମହିଳାଙ୍କ ଉପରେ ନିର୍ଯାତନା, ଅପରାଧ ଏବଂ ଘରୋଇ ହିଂସା ଜନିତ ମାମଲାଗୁଡ଼ିକର ତଦନ୍ତ କରି ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ରାଜ୍ୟରେ ଖୁବ୍ ଶୀଘ୍ର ୫ଟି ମହିଳା ଫାଷ୍ଟଟ୍ରାକ୍ କୋର୍ଟ ଆରମ୍ଭ କରାଯିବ ବୋଲି ରାଜ୍ୟ ଆଇନ୍‌, ପୂର୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମେଧାବୀ ଅଭିନନ୍ଦନ

ପଦ୍ମପୁର:-ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମସ୍ତ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ଶୁକ୍ରବାର ଶିଶୁ ମନ୍ଦିର ପରିସରରେ ସଂପୃକ୍ତ ବିଦ୍ୟାଳୟର ମେଧାବୀ ଛାତ୍ରୀଛାତ୍ର ଅଭିନନ୍ଦନ ଉତ୍ସବ ଅନୁଷ୍ଠିତ ହୋଇଛି । ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ…

ବଡ଼ ଆଳୁ ମଞ୍ଜି ଚୋରି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ ; ଜଣେ କୋର୍ଟଚାଲାଣ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମରେ ସାମାନ୍ୟ ବଡ଼ ଆଳୁ ମଞ୍ଜିକୁ ନେଇ ଜଣେ ବୃଦ୍ଧଙ୍କୁ ଆକ୍ରମଣ ହୋଇଥିବା ନେଇ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି ଆକ୍ରମଣର ଶିକାର ହୋଇଥିବା ଝାଡ଼ବନ୍ଧ ଗ୍ରାମର ଦେବରାଜ ବେହେରା (61) I ଦେବରାଜଙ୍କ ଅଭିଯୋଗ…