ଝିଅର ହତ୍ୟା ଅଭିଯୋଗ ଆଣିଲେ ମାଆ ; ସ୍ୱାମୀ ଏବଂ ଦୁଇ ସଉତୁଣୀ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)-, ନିଜ ଝିଅକୁ ଝିଅର ସ୍ୱାମୀ ଏବଂ ରକ୍ଷିତା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଅଭିଯୋଗ ଆଣିଛନ୍ତି ଝିଅର ମାଆ I ଅଭିଯୋଗ କାରିଣୀ ହେଉଛନ୍ତି ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗଦ ନାଇକଙ୍କ ସ୍ତ୍ରୀ ଶାନ୍ତି ନାଇକ (୬୦) I ଶାନ୍ତିଙ୍କ ଅଭିଯୋଗ…