କାର୍ଯ୍ୟରତ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ

0

ରାଜଗାଙ୍ଗପୁର(ବିଷ୍ଣୁ ଭୌମିକ ).: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁନମୁରୁ ପଞ୍ଚାୟତ ଲମଲୋଇ ଗ୍ରାମସ୍ତ ଓସିଏଲ୍ ଆଇରନ ଆଣ୍ଡ ଷ୍ଟିଲ ଲିମିଟେଡର ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜଗାଙ୍ଗପୁର ଥାନା ଗ୍ରାମର କୁନମୁରୁ ପଞ୍ଚା ପଞ୍ଚାୟତ ତେତେରକେଳ କଲା ଗ୍ରାମ ପ୍ରଦୀପ ଲାକ୍ରା (୩୬)। ପ୍ରଦୀପ ସବୁଦିନ ବୁଦିନ ଭଳି ଆଜି ମଧ ମଧ୍ୟ କାରଖାନାର ଡିଆର୍‌ଆଇ ‘ବି’ ସିଫ୍ଟ ରେ କାମ କରୁଥିବା ସମୟ କରିଥିଲେ । ଅପରାହ୍ନରେ ଅସୁସ୍ଥ ଅନୁଭବ ତାଙ୍କୁ ତୁରନ୍ତ କାରଖାନା ଆମ୍ବୁଲାନ୍ସରେ ଯୋଗେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ ସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ଯାଞ୍ଚ ପାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଆଶଙ୍କା କରାଯାଉଛି | ଘଟଣା ଜଣାପଡ଼ିବା ପରେ ମୃତକଙ୍କ ପରିଜନ ଓ କାରଖାନା କର୍ତ୍ତୃପକ୍ଷ ସିଏନ୍‌ସିରେ ପହଞ୍ଚିଥିଲେ | ସିଏଚ୍‌ସିର ଶବଗୃହରେ ମୃତଦେହ ରଖାଯାଇଛି। ଆସନ୍ତାକାଲି ବ୍ୟବଚ୍ଛେଦ କରାଯିବ

Leave A Reply

Your email address will not be published.