ଆଜି ମେଲାଣି ନେବେ ବିଦ୍ୟାଦାତା

2

ରାଜଗାଙ୍ଗପୁର,୦୪-୦୯-୨୫ ରାଜଗାଙ୍ଗପୁର ସହରରେ ୮ଦିନ ଧରି ଅନୁଷ୍ଠିତ ହେଉଥ‌ିବା ଗଣେଶ ପୂଜାର ଆଜି ଅନ୍ତିମ ଦିନ। ଗୁରୁବାର ବିଦ୍ୟାଦାତାଙ୍କୁ ମେଲାଣି ଦେବେ ସହରବାସୀ। ଏଥ୍ ଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ମିଳିତ ଭସାଣି ଶୋଭଯାତ୍ରାରେ ୫୫ମେଢ଼ ସାମିଲ ହେବେ । ଅପରାହ୍ଣ ସୁଦ୍ଧା ମେଢ଼ଗୁଡ଼ିକ କ୍ରମାନ୍ୱୟରେ ଶୋଭାଯାତ୍ରାରେ ବାହାରିବେ । ।

ସହରର ବସଷ୍ଟାଣ୍ଡସ୍ଥିତ ଶୋଭାଯାତ୍ରାଟି ସହ ସ୍ଥାନୀୟ କମ୍ୟୁନିଟି ସେଣ୍ଟରରୁ ଆରମ୍ଭ ହୋଇ ସହିଦ ଛକ, ଇନ୍ଦିରା ଛକ, ସୁବାସ ଛକ, ମଜାର

ଶୋଭାଯାତ୍ରାରେ ସାମିଲ ହେବେ । ୫୫ ମେଢ଼ 98 ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

ଛକ, ବିଜୁ ପଟ୍ଟନାୟକ ଛକ ହୋଇ ଓସିଏଲ କଲୋନି ରାସ୍ତାରେ ପ୍ରବେଶ କରିବ। ଏହା ପରେ ଓସିଏଲ୍ କଲୋନି ହୋଇ ଲିପଲୋର ମୁଖ୍ୟ ରାସ୍ତା ଦେଇ ଇ ଲପଲୋଇ ନାଳ ନିକଟରେ ବିସର୍ଜନ ପାଇଁ ନିର୍ମିତ କୃତ୍ରିମ ଜଳାଶୟରେ ପହଞ୍ଚିବ। କମ୍ୟୁନିଟି

ସେଣ୍ଟର ମୁଖ୍ୟ ପୂଜା କମିଟି ପଛେ ପଛେ ବିଭିନ୍ନ ଛକରେ ତାଲିକି ପଡ଼ା, କୁମ୍ଭାର ପଡ଼ା , ଖାଡ଼ାଗଳି, ବଗିଚା ପଡ଼ା , କୁମାର କେଲା, ଷ୍ଟେସନ ପଡ଼ା, ସିନେମା ପଡ଼ା, ବାରୁପଡ଼ା, ଭଟ୍ଟାପଡ଼ା, ମଧୁସୂଦନ କଲୋନି କମିଟିର କମିଟିର ମେଢ଼ ଗୁଡିକ ପଛକୁ ପଛ ମୁଖ୍ୟ ଶୋଭାଯାତ୍ରାରେ ଯୋଗ ଦେବେ। ରାତି ୧୦ ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ନେଇ ନିଷ୍ପଲି

ନିଆଯାଇଛି। ରସାଣି ଶୋଭଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଛତିଶଗଡ଼, ମହାରାଷ୍ଟ୍ରର ବାଜା ଦଳର ବ୍ୟବସ୍ଥା କରାଯାଇଛି।

ଭସାଣି ଶୋଭାଯାତ୍ରା ଯେପରି ଶାଢି ଶୃଙ୍ଖଳା ଏବଂ ସୁରୁଖୁରୁରେ ପାଳନ ହେବ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ଜିଲ୍ଲା ପୁଲିସ ପକ୍ଷରୁ ଅଜି ଅପରାହ୍ନରେ ସ୍ଥାନୀୟ ଡାଲମିଆ ଅଡିଟୋରିୟମରେ

ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଲିମ ପ୍ରଦାନ ପରେ ପୁଲିସର ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଥିଲା । ଏହି ଫ୍ଲାଗମାର୍ଚ୍ଚରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ 2, ଅମ୍ରିତପାଲ କୌରଙ୍କ ସମେତ ଅତିରିକ୍ତ ଏସ୍ପି ଏବଂ ବହୁ ବରିଷ୍ଠ ପୁଲିସ ଅଧୁକାରୀ ଯୋଗ ଦେଇଥିଲେ । ଭସାଣିକୁ ନେଇ ସମଗ୍ର ସହରକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ଭସାଣି ବେଳେ ଶୋଭାଯାତ୍ରା ମାର୍ଗରେ ଭାରୀଯନ ଚଳାଚଳ ଉପରେ କଟକଣା ଲଗଯାଇଛି। ଶୋରାଯାତ୍ରା ମାର୍ଗରେ ପଢୁଥିବା ସମ୍ବେଦନଶ ନଶୀଳ ଛକ ଜାଗା ଗୁଡିକ ସିଲ କରାଯାଇଛି। aa | ଟିଭି ଜରିଆରେ ଭସାଣି ଶୋଭଯାତ୍ରା ଉପରେ ପୁଲିସର କଡ଼ା ଜଡ଼ା ନଜର ରଖାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ପଶ୍ଚିମାଞ୍ଚଳ 1ଞ୍ଚଳ ଡିଆଇଜି, ଏସ୍ପି ଏବଂ ୨ଜଣ ଅତିରିକ୍ତ ଏସ୍‌ପିଙ୍କ ଜିଲ୍ଲା ସମେତ ୬% ତ ୬ଜଣ ଡିଏସପି, ୧୩ଜଣ ଇନ୍ସପେକ୍ଟର, ୩୦ ଜଣ ଜଣ ସବ୍‌ ଇନ୍ସପେକ୍ଟର, ୬୩ଜଣ ସହକାରୀ ସବ ଇନ୍ସପେକ୍ଟର ଶୋଭାଯାତ୍ରକୁ ପରିଚାଳନା କରିବେ । ବୋଲି ଜଣାପଡ଼ିଛି। ଏହା ସହ ସମଗ୍ର ସହରରେ ଡିଭିଏଫ ସ ସମେତ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ବାଲି ସୂଚନା ରହିଛି ।

Leave A Reply

Your email address will not be published.