ରାଜଗାଙ୍ଗପୁର 04/9/25(ବିଷ୍ଣୁ ଭୋମିକ)ଆଜି ପ୍ରଭାତରେ ଟ୍ରେନ ଧକ୍କା ରେ ସୁନାଖାନ ଏବଂ ସାଗରା ରେଳ ଷ୍ଟେସନ ମଧରେ ଟ୍ରେନ ଧକ୍କା ରେ ହାତୀଟି ଗୁରୁତ୍ୱ ର ଆହତ ହୋଇ ରେଳ ଟ୍ରାକ ମଧ୍ୟରେ ପଡିଯାଇଥିବା ଦେଖିବାକୁ ମିଳିଛି l ଘଟଣା ରୁ ପ୍ରକାଶ ଯେ ଆଜି ଭୋର 5ଟା ରେ ଗରୀବ ରଥ ଟ୍ରେନ ଯିବା ସମୟରେ ସୁନାଖାନ ଷ୍ଟେସନ ଅତିକ୍ରମ କରିବା ପରେ ସାଗର ରେଳ ଷ୍ଟେସନ ମଧ୍ୟ ଭାଗ ରେ ହାତୀ ଟି ରେଳ ଲାଇନ ପାର କରିଥିବା ବେଳେ ଟ୍ରେନ ହାତୀ କୁ ଧକ୍କା ଦେବା ପରେ ଅନ୍ୟ ପକ୍ଷରୁ ଟ୍ରେନ ଲାଇନ ଉପରେ ଗୁରୁତ୍ୱ ଆହତ ହୋଇ ପଡି ଯାଇଥିଲା l ଯାହା ଫଳରେ ଟ୍ରେନ ଯାତାୟାତ ରେ ବାଧା ପ୍ରାପ୍ତ ହୋଇ ଥିଲା ହାତୀ ଗୁରୁତ୍ୱ ର ଆହତ ହୋଇ ପଡିବା ଖବର ପାଇବା ପରେରାଜଗାଙ୍ଗପୁର
ଜି ଆର ପି ଆର ପି ଏଫ ଘଟଣା ସ୍ଥଳରେ ପହଞ୍ଚି ଯାଇ ଥିଲେ ଘଟଣା ର ସମସ୍ତ ତ ସତ୍ୟ ବନ ବିଭାଗ ଏବଂ ରେଳ ଉଚ୍ଚ କୃତ ପକ୍ଷରୁ କୁ ଜଣାଇବା ପରେ ରେଳ ଉଚ୍ଚ କୃତପକ୍ଷ ପହଞ୍ଚି ହାତୀକୁ ଚିକିତ୍ସା ର ବ୍ୟବସ୍ଥା କରିବା ପାଇଁ ଡାକ୍ତର ଦଳ ସହ ପଶୁ ଡାକ୍ତର ଆସି ହାତୀର ଆଂଶୁ ଚିକିତ୍ସା ର ବ୍ୟସ୍ଥା କରି ଥିଲେ l ରାଜଗାଙ୍ଗପୁର ରେଞ୍ଜର ଗୁରୁଚରଣ ମଣ୍ଡଳ ଏବଂବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ଆହତ ହାତୀ କୁ ଟ୍ରେନ ବଗିରେ ଲିଫ୍ଟଙ୍ଗ କରି ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ନେବା ଜଣା ଯାଇଛି l
Sign in
Sign in
Recover your password.
A password will be e-mailed to you.
Prev Post