Sign in
Sign in
Recover your password.
A password will be e-mailed to you.
ଆୟୁଷ୍ମାନ୍ ଆରୋଗ୍ୟ କାର୍ଯ୍ୟକ୍ରମରେ ମେଡିକାଲ୍ ପରିସରରେ ଚାରା ବଣ୍ଟନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବିଭିନ୍ନ ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ କେବଳ ଔଷଧ ନୁହେଁ, ସୁସ୍ଥ ଏବଂ ସବୁଜ ପରିବେଶର ମଧ୍ୟ ଆବଶ୍ୟକତା ରହିଛି I ବିଭିନ୍ନ ବୃକ୍ଷଲତାରେ ଭରି ରହିଛି ପ୍ରଚୁର ଔଷଧିୟ ଗୁଣ I ତେଣୁ ଲୋକେ ସୁସ୍ଥ ରହିବା ପାଇଁ ପରିବେଶରେ ପ୍ରଚୁର ଚାରା ରୋପଣ କରିବା…
ଦଳିତ ବିକାଶ ସଭାପତି ଶଙ୍କର ଦାସଙ୍କ ପ୍ରୟାସରେ ଦଳିତ ଅଧିବାସୀଙ୍କୁ ମିଳିଲା ବାସସ୍ଥାନ
ଜଗତସିଂହପୁର,ତା-୨୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଗ୍ରାମରେ ଦୀର୍ଘ ପଚାଶ ବର୍ଷରୁ ଉଦ୍ଧ ହେବ ଷୋହଳ ଦଳିତ ପରିବାର ଅନାବାଦୀ ଜାଗାରେ ସ୍ଥାୟୀ ବସତି ସ୍ଥାପନ କରି ରହିଆସୁଥିଲେ | ସେହି ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି…
ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ
ଜଗତସିଂହପୁର,ତା-୨୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ…
ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର,ତା-୨୪.୦୬.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ତଥା ଖେରସ ଛକ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ…
କଲାମାଟି ରକ୍ତଦାନ ଶିବିର ରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ
ସମ୍ବଲପୁର, ୨୪/୬: ବୁର୍ଲା ର ଗୋଶାଳା ସ୍ଥିତ କଲାମାଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାରୱାଡି ଯୁବା ମଞ୍ଚ, ଗୋଶାଳା ଶାଖା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଷମା ସାହୁ, ଗୋଶାଳା ହାଇସ୍କୁଲ ଆଲୁମନୀ କମିଟି ସଭାପତି ବାଳକୃଷ୍ଣ ସାହୁ,…
ତୁର୍ଲା ଗାଁ ନିକଟରେ ବନ ବିଭାଗ ର ଚଢାଉ : କେନ୍ଦୁ କାଠ ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ
ଖପ୍ରାଖୋଲ ୨୪/୬(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ବନ ବିଭାଗ ରେଞ୍ଜ ଅଧୀନ ତୂର୍ଲା ଗାଁ ନିକଟରେ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଚଢାଉ କରି କେନ୍ଦୁ କାଠ ବୋଝେଇ ଏକ ଟ୍ରାକ୍ଟର ଜବତ କରିବା ସହିତ ଜଣକୁ ଗିରଫ କରିଥିବା ଜଣାଯାଇଛି। ସୁଚନା ଅନୁସାରେ ବନ…
ବାସୁଦେବପୁର ବନ ବିଭାଗ ପକ୍ଷ ରୁ ବିଭିନ୍ନ ସ୍ଥାନ ରେ ଚାରା ବଣ୍ଟନ ଓ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ
ବାସୁଦେବପୁର - ବନ ବିଭାଗ ବାସୁଦେବପୁର ପକ୍ଷ ରୁ ବିଭିନ୍ନ ପଞ୍ଚାୟତ ରେ ମା ପାଇଁ ଗଛ ଟିଏ କାର୍ଯ୍ୟ କ୍ରମ ରେ ଚାରା ବଣ୍ଟନ କାର୍ଯ୍ୟ କ୍ରମ କରାଯିବା ସହ ବୃକ୍ଷ ହିଁ ଜୀବନ, ଆମର ପ୍ରତିଦିନ ଜୀବନ ରେ ବୃକ୍ଷ ହିଁ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ବାସୁଦେବପୁର ବନ ବିଭାଗ…
ଭଦ୍ରକ ଅବକାରୀ ବିଭାଗ ପକ୍ଷ ରୁ ଆମ ସଂକଳ୍ପ ନିଶା ନୁହେଁ ,ଜୀବନ କାର୍ଯ୍ୟକ୍ରମ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ଅବକାରୀ ବିଭାଗ ପକ୍ଷ ରୁ ସ୍ଥାନୀୟ ପଞ୍ଚାୟତ ସମିତି ମିଶନ ଶକ୍ତି ସଭା ଗୃହ ରେ ଆମ ସଂକଳ୍ପ ନିଶା ନୁହେଁ, ଜୀବନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟ କ୍ରମ ରେ ଅମିୟ ପାଣିଗ୍ରାହୀ ଙ୍କ ସଂଯୋଜନା…
ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ଼ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ…
ରଥଯାତ୍ରା 2025 ପାଇଁ ପୂର୍ବତଟ ରେଳପଥ ଦ୍ୱାରା ‘ECoR Yatra _ ଇକୋର ଯାତ୍ରା’ ଆପ୍ ପ୍ରାରମ୍ଭ :
ଏକ ସୁଗମ ତୀର୍ଥଯାତ୍ରା ଅଭିଜ୍ଞତା ପାଇଁ ଡିଜିଟାଲ୍ ରେଳ ସେବା
ଭୁବନେଶ୍ୱର, ଜୁନ୍ 24, 2025 – ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା 2025 ରେ ଯୋଗଦାନ କରୁଥିବା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ପ୍ରକୃତ-ସମୟ, ନିର୍ଭରଯୋଗ୍ୟ ଏବଂ ସୁଲଭ ରେଳ ସେବା ପ୍ରଦାନ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ…