ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ।

ସୁବର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତି  ସୂପାର ଠେଲାଙ୍କ ସଭାପତିତ୍ବରେ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା…

ଏକ ପେଡ ମା କେ ନାମ ୨.୦ ପାଇଁ ପ୍ରସ୍ତୁତି ସମାରୋହ ଅନୁଷ୍ଠିତ ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ମା ଓ ଗଛ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱଵହନ କରେ | ଏକ ପେଡ ମା କେ ନାମ ୨.O ଅଧୀନରେ ସାର ରାଜ୍ୟ ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବିଶାଳ ଚାରା଼ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଆଜି ଡେରାବିଶ ବ୍ଲକ ବାରିମୂଳ ସ୍ଥିତ…

ଦୁର୍ଘଟଣା ରେ ଆହତ ହେଲେ ବିଧାନ ସଭା ନେତା ବାଣୀ କଲ୍ୟାଣ।

    ବାସୁଦେବପୁର - ଗତ ମଙ୍ଗଳବାର ରାତି ରେ ବାସୁଦେବପୁର ରେ ବିଜେପି ର କର୍ମ କର୍ତ୍ତା ଙ୍କ ସହ ବିଭନ୍ନ ସାଂଗଠାନିକ କାର୍ଯ୍ୟ କ୍ରମ ବିଷୟ ରେ ଆଲୋଚନା ସାରି ଭୁବନେଶ୍ଵର ଅଭିମୁଖେ ଯାଉଥିବା ବେଳେ ଜାମୁଝାଡି ଭଦ୍ରକ ରାସ୍ତା ରେ ବିଜେପି ବିଧାନ ସଭା ନେତା ବାଣୀ କଲ୍ୟାଣ ମହାନ୍ତି ଙ୍କ ଗାଡି…

ଭଦ୍ରକ ରେ ହେବ ସ୍ୱଚ୍ଛ ସାଗର ଅଭିଯାନ କାର୍ଯ୍ୟ କ୍ରମ।

 ବାସୁଦେବପୁର - ଆସନ୍ତା 20/09/2025 ତାରିଖ ରେ ସର୍ବଭାରତୀୟ ସ୍ତରରେ ଅଖିଳ ଭାରତୀୟ ସୀମାଜାଗରଣ ମଞ୍ଚ ତରଫରୁ ସ୍ୱଚ୍ଛସାଗର ଅଭିଯାନ  ଆରମ୍ଭ ହେଉଛି।. ଏହି ଅବସର ରେ  ଓଡ଼ିଶା ରେ ମଧ୍ୟ "ସାଗର ଭାରତୀ, ତରଫରୁ ଏହି ସ୍ୱଚ୍ଛସାଗର ଅଭିଯାନଏହି ସେପ୍ଟେମ୍ବର ମାସ 20ତାରିଖ, ଶନିବାର ରେ ହେବ। ଭଦ୍ରକ…

ଏଏମ୍/ଏନ୍ଏସ୍ ଇଣ୍ଡିଆ ଇଣ୍ଡିଆ ପକ୍ଷରୁ ଓଡିଶାରେ ଏହାର କାର୍ଯ୍ୟକ୍ଷେତ୍ରରେ ଜାତୀୟ ପୁଷ୍ଟିସାଧନ ମାସ ପାଳନ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ଏହାର ପ୍ରମୁଖ ସିଏସ୍ଆର୍ ପ୍ରକଳ୍ପ 'ଆରୋଗ୍ୟ' ଅଧୀନରେ ସମଗ୍ର ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡିକରେ ଜାତୀୟ ପୁଷ୍ଟିସାଧନ ମାସ ପାଳନ କରିଛି। ଚଳିତ ବର୍ଷର ବିଷୟବସ୍ତୁ, 'ଏକ ଉନ୍ନତ ଜୀବନ…

କଳାହାଣ୍ଡିର ବେଦାନ୍ତ କ୍ରୀଡା କାର୍ଯ୍ୟକ୍ରମର ୨୧ ଜଣ ଯୁବ ତୀରନ୍ଦାଜ ଓଡ଼ିଶା ରାଜ୍ୟ ମୁକ୍ତ ତୀରନ୍ଦାଜ ପ୍ରତିଯୋଗିତା…

ଲାଞ୍ଜିଗଡ଼, ୧୧/୦୯/୨୫ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡି ଜିଲ୍ଲାର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରୁଛି। ସମ୍ପ୍ରତି, ଏହି କ୍ରୀଡାବିତମାନଙ୍କ ମଧ୍ୟରୁ ୨୧ ଜଣ ଯୁବ ତୀରନ୍ଦାଜ…

ଭାରତୀୟ ଜନତା ପାର୍ଟି ମହିଳାଙ୍କୁ ଅପମାନିତ ଓ ନିର୍ଯ୍ୟାତିତ କରିଛି : ଡ଼ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ମହିଳାଙ୍କ ପ୍ରତି ସର୍ବସାଧାରଣରେ ଦେଇଥିବା ଅଭଦ୍ର, ଅସଭ୍ୟ, କୁସ୍ଚିତ, ଅଶ୍ଳୀଳ ଓ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ଦଳ କିମ୍ବା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଏକ ଗୁରୁତର ବିଷୟ ବୋଲି ଆଜି ଅୟୋଜିତ ଏକ…

ଅପରେସନ ପ୍ରହାର: ବିପୁଳ ପରିମାଣରେ ଗୁଟକା, ସିଗାରେଟ ଜବତ

ରାଜଗାଙ୍ଗପୁର,(ବିଷ୍ଣୁ ଭୋମିକ): ରାଜ୍ୟ ପୁଲିସର ‘ଅପରେସନ ପ୍ରହାର’ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ପୁଲିସ ପକ୍ଷରୁ ଆଜି ସହରର ଗୁଟକା ବିକ୍ରି ଉପରେ ଚଢ଼ଉ କରାଯାଇଥିଲା। ରାଜଗାଙ୍ଗପୁର ସହର ସମେତ କାଂଶବାହାଲ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ସ୍ଥାନରେ ପାନ ଦୋକାନ ଓ ଚା…

ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁ ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଜଣେ ମିଠା ବ୍ୟବସାୟୀଙ୍କ ପୁଅ ସୁରଜ୍ ସାହୁ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହେବା ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼…

କଣ୍ଟାବାଞ୍ଜିରେ ଜଣେ ମୃତ ଓ ଦୁଇ ବଳଦ ଗୁରୁତର, ଡ୍ରାଇଭର ଅଟକ, କ୍ଷତିପୂରଣ ଦାବିରେ ଉତ୍ତେଜନା

ବଲାଙ୍ଗୀର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟରେ ଆଜି ସକାଳେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ବଜାରକୁ ଯାଉଥିବା ଗାଈ ବ୍ୟବସାୟୀ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ସହ ଥିବା ଦୁଇଟି ବଳଦ ଗୁରୁତର ଆହତ…