ବାସୁଦେବପୁର – ଆସନ୍ତା 20/09/2025 ତାରିଖ ରେ ସର୍ବଭାରତୀୟ ସ୍ତରରେ ଅଖିଳ ଭାରତୀୟ ସୀମାଜାଗରଣ ମଞ୍ଚ ତରଫରୁ ସ୍ୱଚ୍ଛସାଗର ଅଭିଯାନ ଆରମ୍ଭ ହେଉଛି।. ଏହି ଅବସର ରେ ଓଡ଼ିଶା ରେ ମଧ୍ୟ “ସାଗର ଭାରତୀ, ତରଫରୁ ଏହି ସ୍ୱଚ୍ଛସାଗର ଅଭିଯାନଏହି ସେପ୍ଟେମ୍ବର ମାସ 20ତାରିଖ, ଶନିବାର ରେ ହେବ। ଭଦ୍ରକ ଜିଲ୍ଲା ତରଫରୁ ଚାନ୍ଦବାଲି, ଧାମରା, କସିଆ, ଏବଂ ଚୂଡ଼ାମଣିରେ ହେବ।. ଏହି କାର୍ଯ୍ୟକ୍ରମ ନିମନ୍ତେ ସାଗର ଭାରତୀ ଓଡିଶା ପୂର୍ବପ୍ରାନ୍ତ ର ଭଦ୍ରକ ଜିଲ୍ଲା ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକ ରେ ପ୍ରାନ୍ତ ସଂଯୋଜକ ମାନନୀୟ ରଞ୍ଜନ କୁମାର ମହାରଣା, ପ୍ରାନ୍ତ ସମ୍ପାଦକ ମାନନୀୟ ଅନନ୍ତ କୁମାର ସେଠି ଉପସ୍ଥିତ ରହି ଥିଲେ. ବୈଠକରେ ଜିଲ୍ଲା ସଂଯୋଜକ ସୁବାଷ ଚନ୍ଦ୍ର ବେହେରା ଅଧକ୍ଷତା କରିଥିଲେ ବୋଲି ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.