ସୋରଡା ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଏବଂ କର୍ମୀଙ୍କ କଂଗ୍ରେସ୍ ରେ ଯୋଗଦାନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ଚାରି ତାରିଖ ଶୁକ୍ରବାର ଦିନ ଭୁବନେଶ୍ବର ସ୍ଥିତ କଂଗ୍ରେସ୍ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଗଂଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ସମିତିସଭ୍ୟ,ୱାର୍ଡ଼ ସଭ୍ୟ ଏବଂ ବିଜେଡ଼ି କର୍ମୀ କଂଗ୍ରେସ୍…

ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବିଦ୍ୟୁତ୍ ର ଉଚିତ୍ ବ୍ୟବହାର ଏବଂ ବିଦ୍ୟୁତ୍ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ରାଜ୍ୟ ସ୍ତରୀୟ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ…

ବାହୁଡା଼ ଯାତ୍ରା ରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର

ବିଜେପୁର :-ବାହୁଡ଼ାଯାତ୍ରା ଅବସରରେ ପୁର୍ବବର୍ଷ ପରି ପୁଣି ପଦ୍ମଶ୍ରୀ ହଳଧର ନାଗ ରାଗଚଣା (ଘୁଗୁନି) ବିକିଛନ୍ତି। ନିଜ ଗାଁ ଘେଁସ ସ୍ଥିତ ହଳଧର ସଂଗ୍ରହାଳୟ ସମ୍ମୁଖରେ ସେ ଘୁଗୁନି ବିକ୍ରି କରିଛନ୍ତି। ପୂର୍ବରୁ ନିଜ ଜୀବନ ଜୀବିକା ନିମନ୍ତେ ପ୍ରତ୍ୟହ ରାଷ୍ଟ୍ର ରାଗଚଣା ବିକ୍ରି କରୁଥିବା ହଳଧର…

ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ସ୍ଵନକ୍ଷତ୍ର ଦିବସରେ ଶିଶୁଙ୍କ ବିଦ୍ୟା ସଂସ୍କାର ଏବଂ ବୃକ୍ଷରୋପଣ…

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଆଜି ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ୨୩ ବର୍ଷରେ ପଦାର୍ପଣ କରିଛି I ଏହି ଅବସରରେ ଅନୁଷ୍ଠାନ ତରଫରୁ ଶିଶୁଙ୍କ ବିଦ୍ୟା ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ…

ସିଂହଦ୍ଵାରରେ ତିନି ଠାକୁରଙ୍କ ରଥ ଉଭା ।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ସ୍ଥାନୀୟ ଖଲ୍ଲିକୋଟ ରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କର ଯାତ୍ରା ଶେଷ ହୋଇଗଲା ବୋଲି ଜଣାପଡିଛି। ଦୀର୍ଘ ୯ଦିନ ବ୍ୟାପି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଦେଵୀ ଙ୍କର ଆବିର୍ଭାବ ହୋଇଥିଲା। କିନ୍ତୁ ଆଜି ମାଉସୀ ମା…

ବାହୁଡା଼ ଯାତ୍ରା ହେଲା କାଳ କନେଷ୍ଟବଳ ଡ୍ୟୁଟି ରେ ମୃତ୍ୟୁ

ରାୟଗଡା ରୁ ବୈକୁଣ୍ଠ ଦୁରିଆ - ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) । ଶନିବାର ସକାଳୁ ରାୟଗଡା ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ…

ଜେଡ୍‌ଟପ୍ ଆଇଓଟି ସଲ୍ୟୁଶନ୍ସ ପକ୍ଷରୁ ‘ଜଗା କଥା’ ଉନ୍ମୋଚିତ

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡ୍‌ଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ…

ବାହୁଡ଼ିଲେ ମହାବାହୁ: ଗୀତ ଗୋବିନ୍ଦରେ ପ୍ରକମ୍ପିତ ହେଲା ସିଂହଦ୍ୱାର

  ପୁରୀ, ୫/୬ (ଅନିମେଶ ପଟ୍ଟନାୟକ): ଆଡ଼ପ ମଣ୍ଡପରେ ଲିଳାଖେଳା ସାରି ଶ୍ରୀମନ୍ଦିର ବାହୁଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ବିଳମ୍ବିତ ସଂଧ୍ୟାରେ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଛି ୩ରଥ । ରବିବାର ସୁନାବେଶରେ ଦର୍ଶନ ଦେବେ ତିନି ଭାଇ ଭଉଣୀ । ସରିଛି ୯ଦିନର ଆଡ଼ପ ମଣ୍ଡପ ଲିଳାଖେଳା । ଶୁକ୍ରବାର…

ଓଡ଼ଗାଁ ଅଞ୍ଚଳରରେ ଅନୁଷ୍ଠିତ ବାହୁଡ଼ା ଯାତ୍ରା

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବାହୁଡ଼ାଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । କୁରାଳ ଦଧିବାମନ ଜିଉଙ୍କ ରଥକୁ ପଣ୍ଡିତ ନିରଞ୍ଜନ ତ୍ରିପାଠୀ ଛେରାପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସେହିପରି…

ଓଡ଼ଗାଁରେ ଖୋଲିଲା ଜନ ଔଷଧି କେନ୍ଦ୍ର

ଓଡ଼ଗାଁ,୫।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିନେମା ହଲ ଛକ ଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିବା ଫଳରେ ସ୍ଥାନୀୟ ଅଧିବାସୀ ସ୍ୱଳ୍ପ ମୂଲ୍ୟରେ ଔଷଧ ପାଇପାରିବେ । ବିଶେଷ କରି ବର୍ତ୍ତମାନ ସମୟରେ ଉଚ୍ଚ ରକ୍ତଚାପ, ମଧୁମେହ, ଭୂତାଣୁ ଜନିତ ରୋଗ…