ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆରଡବ୍ଲ୍ୟୁଏସଏସ ଡିଭିଜନର ବରିଷ୍ଠ କିରାଣୀ ଟି ରାଓ ଗୁରୁବାର ଦିନ ତାଙ୍କ ସରକାରୀ ଘରେ ପେନସନ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟଲୟରେ ଜଣେ ଅବସରପ୍ରାପ୍ତ କର୍ମଚାରି ଙ୍କ ଠାରୁ କୋଡିଏ ହଜାର (୨୦,୦୦୦) ଟଙ୍କା ଲାଞ୍ଜ ନେଉଥିବାବେଲେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ବିଭାଗର ଜଣେ ଅବସର ପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନସନ ଓ ଗ୍ରାଚୁଇଟି କାଗଜ ପତ୍ର କରାଇଦେବା ପାଇଁ ୨୦,୦୦୦ ଟଙ୍କା ଲାଞ୍ଚ ନେଇଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ ବରିଷ୍ଠ କିରାଣୀ ଜଣକ ନିଜ ସରକାରୀ ବାସଭବନରେ ଲାଞ୍ଜ ନେଉଥିଲେ ଅଭିଯୋଗ କାରୀ ରାଓଙ୍କ ଦ୍ୱାରା ତାଙ୍କୁ ହଇରାଣ କରାଯାଇଥିବା ବିଷୟରେ ଭିଜିଲାନ୍ସ କର୍ତ୍ୟୁପକ୍ଷ ଙ୍କୁ ଅଭିଯୋଗ କରିଥିଲେ ଏହା ପରେ ଓଡିଶା ଭିଜିଲାନ୍ସ ର ଏକ ଟିମ ଆଜି ରାଓ ଭିଜିଲାନ୍ସ ଦଳ କୁ ଦେଖି ତାଙ୍କ ସରକାରୀ ଘର ଝରକା ଦେଇ ଅଭିଯୋଗରୁ ଗ୍ରହଣ କରୁଥିବା ୨୦, ୦୦୦ ଲାଞ୍ଚ ଟଙ୍କା ଫିଙ୍ଗିଦେବା ସମୟରେ ଗିରଫ କରିଥିଲେ ଭିଜିଲାନ୍ସ ଦଳ ଦ୍ୱାରା ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି ଲାଞ୍ଚୁଆ କିରାଣୀ ଙ୍କୁ ଉଠାଇ ନେଇ ତଦନ୍ତ ଆରମ୍ଭ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.