Sign in
Sign in
Recover your password.
A password will be e-mailed to you.
ଗଛ ଲଗାଅ ଗୋଟିଏ, ଜୀବନ ବଞ୍ଚାଅ କୋଟିଏ
ବିଜେପୁର:-ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବନହୋତ୍ସବ ଓ ସହରାଞ୍ଚଳ ବନୀକରଣ ଅଭିଯାନ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ ଠାରେ ଆୟୋଜିତ ହୋଇଥିଲା।ବର୍ତ୍ତମାନର ପରିବେଶ ଅସନ୍ତୁଳନ ଆଗକୁ ବିସ୍ଫୋଟକ ରୂପ ନେବାକୁ ଯାଉଥିବା ବେଳେ…
ମନ୍ଦିର ସମୂହ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭଜନ ସମାରୋହ।
-(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ) ଆଷାଢ଼ ଶୁକ୍ଳ ପକ୍ଷ ହରିଶୟନ ବଡ ଏକାଦଶୀ ତଥା ଶ୍ରୀ ଜୀଉମାନଙ୍କର ସୁନା ବେଶ ଅବସରରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ସମୂହ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭଜନ ସମାରୋହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଆଜିର ଏ ପବିତ୍ର ଘୋଷଯାତ୍ରା ଉପଲକ୍ଷେ…
କୁଚିଣ୍ଡା ଅଞ୍ଚଳରେ ବର୍ଷାର ପ୍ରକୋପରେ ଉପୁଜିଲା ବନ୍ୟା ପରିସ୍ଥିତି;
ସ୍ଥିତି ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ଜିଲ୍ଲାପାଳ ଶୀଧେଶ୍ୱର ବଳିରାମ ବନ୍ଦୋର
କୁଚିଣ୍ଡା,୦୬/୦୭(): ବର୍ଷା ଯୋଗୁଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ବାମରା, ଜମନକିରା ବ୍ଳକ ର ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକ ପ୍ରଭାବିତ ହୋଇଥିଲା। ଶନିବାର ଦିନସାରା…
ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୬/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଏକ ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ଜିଲ୍ଲା ସଭାପତି ଶିବାନନ୍ଦ ରାଉତ ଙ୍କ…
ରାଜା ରାଜେଶ୍ୱର ବେଶରେ ଝଟକିଲେ ଶ୍ରୀଜୀଉ
ବର୍ଷାରେ ଭିଜିଲେ, ସ୍ୱର୍ଣ୍ଣ ଶ୍ରୀମୁଖକୁ ଦର୍ଶନ କଲେ, ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ
ପୁରୀ, ୬/୭ (ଅନିମେଶ ପଟ୍ଟନାୟକ): ସିଂହଦ୍ୱାରରେ ଲିଳାମୟଙ୍କ ଅପୂର୍ବ ଲିଳା ଜାରି ରହିଛି । ସ୍ୱର୍ଣ୍ଣ ଶ୍ରୀମୁଖର ଦର୍ଶନ କରି ଆତ୍ମ ବିଭୋର ହୋଇଛନ୍ତି ଲକ୍ଷ ଲକ୍ଷ ଭକ୍ତମାନେ । ବର୍ଷାରେ ଭିଜି ଭାବର…
ପନ୍ତିଖାରୀ ଶାସନରେ ଅନ୍ନପୂର୍ଣ୍ଣା ଯଜ୍ଞ ଅନୁଷ୍ଠିତ
ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମ ପଞ୍ଚାୟତ ପନ୍ତିଖାରୀ ଶାସନ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନ୍ନପୂର୍ଣ୍ଣା ଯଜ୍ଞ ପ୍ରଥମ ଦିବସରେ ମା' ଭଗବତୀ ଅନ୍ନପୂର୍ଣ୍ଣାଙ୍କ ସିଂହାସନ ଆରୋହଣ, ଯଜ୍ଞ ବେଦୀ ସଂସ୍କାର,…
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜକ ମାନଙ୍କୁ ସମ୍ମାନୀତ
ଓଡ଼ଗାଁ,୬।୭(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲଡ଼ବ୍ୟାଙ୍କର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ନୟାଗଡ଼ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରିଥିବା ସମସ୍ତ ଆୟୋଜକଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଓଡ଼ଗାଁ ବ୍ଲକର ଜୀବନ ଧାରା ସେବା…
ବହୁଭାଷୀୟ ସାହିତ୍ଯ ଆସରରେ ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ରଙ୍କ ଯୋଗଦାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଝାଡଖଣ୍ଡ ର ଘାଟଶିଲା ଠାରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଜୟନ୍ତୀ ଉଦଯାପନ କମିଟି ଦ୍ବାରା ପରିଚାଳିତ , ସ୍ଥାନୀୟ ବିଭୁତି ସ୍ମୃତି ସଂସଦ ହଲଠାରେ ଏକ ବହୁଭାଷୀୟ କବି ସମ୍ମିଳନୀ , ସାହିତ୍ଯ ଚର୍ଚ୍ଚା , ସମ୍ବର୍ଦ୍ଧନ ପର୍ବ ଏବଂ ବହି ପ୍ରକାଶନ ସମାରୋହ…
ଗଜପତି ବ୍ରାହ୍ମଣ ମହାସଂଘର ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ବ୍ରାହ୍ମଣ ମହାସଂଘର ଏକ ସ୍ୱତନ୍ତ୍ର ବୈଠକ ପ୍ରାକ୍ତନ ରାଜ୍ୟ ସଭାପତି ତଥା ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩.୭.୨୫ ରବିବାର…
ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/9IIPWdEQC8I
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ…