Sign in
Sign in
Recover your password.
A password will be e-mailed to you.
ଗଜପତି ବ୍ରାହ୍ମଣ ମହାସଂଘର ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ବ୍ରାହ୍ମଣ ମହାସଂଘର ଏକ ସ୍ୱତନ୍ତ୍ର ବୈଠକ ପ୍ରାକ୍ତନ ରାଜ୍ୟ ସଭାପତି ତଥା ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩.୭.୨୫ ରବିବାର…
ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/9IIPWdEQC8I
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ…
ଶ୍ରୀବାଣୀକ୍ଷେତ୍ରରେ ସୁନାବେଶ ସଂପନ୍ନ
ଭୁବନେଶ୍ୱର, ୬। ୭: ପ୍ରତିବର୍ଷ ପରି ଚଳିତବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି। ଏଠାରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡ଼ମ୍ବରରେ ସଂପନ୍ନ ହୋଇଥିଲା। ବାହୁଡ଼ାରେ…
ରାୟଗଡ଼ା ନଗର ଭାଜପା ପକ୍ଷରୁ ଜିଲ୍ଲାର କ୍ରୀଡ଼ା ବ୍ୟବସ୍ଥା ଆଉ ଭିତ୍ତିଭୂମି କୁ ନେଇ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା : ରାୟଗଡ଼ା ନଗର ଭାଜପା ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ନଗର ଭାଜପା ଦଳ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, (ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ) ଓଡ଼ିଶାଙ୍କୁ…
ତାଲୁକ୍ ଆଇନ ସେବା କମିଟି, ଭଞ୍ଜନଗର ତରଫରୁ ଵନ ମହୋତ୍ସବ ସହିତ ଆଇନ ସଚତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା}: ଆଜି ଜୁଲାଇ ମାସ ୬ ତାରିଖ ରବିବାର ଦିନ ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ମା ବୈଷ୍ଣବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜିଲୁଣ୍ଡୀ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସହିତ ବନୋମହୋତ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବନମହୋତ୍ସବ ମା…
କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ l
କାଶୀପୁର ରୁ ବୈକୁଣ୍ଠ ଦୁରିଆ :-ତ. ୬/୦୭/୨୫- ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପିବା ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ…
ନମସ୍ୟ ପୁରୁଷ ପୁରୋଷୋତ୍ତମ ଉନ୍ମୋଚିତ
ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତର ବରିଷ୍ଠ ଶିକ୍ଷାବିତ୍, ସୁସଂଗଠକ ତଥା ଅନୁଷ୍ଠାନପ୍ରେମୀ ସମାଜସେବୀ ପୁରୋଷୋତ୍ତମ ନାୟକଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ସେବାନିବୃତ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ସ୍ମୃତିସଭାର…
ବାହୁଡ଼ିଲେ କଳା ସାଆନ୍ତ ; ପରମ୍ପରା ଓ ସଂସ୍କୃତିର ଅନନ୍ୟ ନିଦର୍ଶନ
ବେଲଗୁଣ୍ଠା ବାହୁଡ଼ା ଯାତ୍ରାରେ ଠାକୁରଙ୍କ ବିରଳ ଟାହିଆ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଡ଼ପ ମଣ୍ଡପରେ ନବଦିନାତ୍ମକ ଲୀଳା ସାରି ରତ୍ନ ସିଂହାସନ ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ I ମନ୍ଦିରମାଳିନୀ ସହର ବେଲଗୁଣ୍ଠା ସହରର ବଡ଼ଦାଣ୍ଡସାହି ଓ ବାଲିଡ଼ି ସାହିରେ ମହାପ୍ରଭୁ ଜଗନ୍ନାଥ…
ବିଶାକ୍ତ ଛତୁ ଖାଇ ୧୦ ଗୁରୁତର ମେଡିକାଲ ରେ ଭର୍ତି ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଟିକରପଡା ଗ୍ରାମର ୪ପରିବାର ସର୍ବମୋଟ ୧୦ଜଣ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଗତକାଲି ସନ୍ଧ୍ୟା ସମୟରେ କୈଣଷି ଏକ ଜଙ୍ଗଲୀ ଛତୁ ଖାଇ ଥିଲେ।ମଧ୍ୟ ରାତି ଶୋଇଥିବା ସମୟରେ ଝାଡାବାନ୍ତି ହେବା…
ସୋରଡା ନିର୍ବାଚନ ମଣ୍ଡଳୀର ବହୁ ବିଜେଡ଼ି ନେତା ଏବଂ କର୍ମୀଙ୍କ କଂଗ୍ରେସ୍ ରେ ଯୋଗଦାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗତ ଚାରି ତାରିଖ ଶୁକ୍ରବାର ଦିନ ଭୁବନେଶ୍ବର ସ୍ଥିତ କଂଗ୍ରେସ୍ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଗଂଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ସରପଞ୍ଚ, ପୂର୍ବତନ ସମିତିସଭ୍ୟ,ୱାର୍ଡ଼ ସଭ୍ୟ ଏବଂ ବିଜେଡ଼ି କର୍ମୀ କଂଗ୍ରେସ୍…