Sign in
Sign in
Recover your password.
A password will be e-mailed to you.
ଦିଗପହଣ୍ଡି ବ୍ଲକରେ ଡାଇରିଆ ନିରାକରଣ ଅଭିଯାନ ଅଧିକ ସଘନ କରାଗଲା
ରାଜ୍ୟ ସ୍ତରୀୟ ଟିମ୍ ପ୍ରେରଣ
ଭୁବନେଶ୍ଵର, ୭/୬: ସଂକ୍ରମଣ ରୋଗ ନିରୀକ୍ଷଣ ୟୁନିଟ ରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଯାଇଥିବା ଡାଇରିଆ ରୋଗର ସୂଚନା ମିଳିବା ମାତ୍ରେ ଜିଲ୍ଲା ସ୍ତରୀୟ ଟିମ୍ ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ୟୁନିଟ ଗ୍ରାମରେ ତୁରନ୍ତ…
ନକଲି ବିହନ କ୍ଷେତରେ ବୁଣି ଚାଷୀ ମର୍ମାହତ
ଟିଟିଲାଗଡ:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାନ୍ଦୁପଲା ଗ୍ରାମପଞ୍ଚାୟତର ଦେଶିଲ ଗ୍ରାମର ଅନେକ ଚାଷୀ ଏବେ ଅତ୍ୟନ୍ତ ଚିନ୍ତା ଓ ଦୁଃଖରେ ଅଛନ୍ତି । ଟିଟିଲାଗଡ ର ବିଭିନ୍ନ ଘରୋଇ ବ୍ୟବସାୟୀଙ୍କଠାରୁ କିଣି ଧାନ ବୁଣିଥିବା ଏହି ଚାଷୀମାନଙ୍କ…
ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଙ୍କ ଦୁର୍ଲଭ ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଗହଲି
ବେଲଗୁଣ୍ଠା-: (ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବିଭୂଷିତରଥରୂଢ଼ଚତୁର୍ଦ୍ଧାମୂର୍ତ୍ତି ବେଲଗୁଣ୍ଠାବଡ଼ଦାଣ୍ଡ ଓ ବାଲିଡ଼ି ଜଗନ୍ନାଥ ମହାପ୍ରଭୁଭକ୍ତଙ୍କୁ କଳ୍କୀ ରୂପରେ ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଇଛନ୍ତି। ହରିଶୟନ ଏକାଦଶୀ ସହିତ ପ୍ରଭୁଙ୍କ ସୁନା ବେଶର ଅପୂର୍ବ ଲୀଳା ସୁଯୋଗକୁ…
ଯୁବକକୁ ଛୁରା ମାଡ଼, ଦୁଇ କୋର୍ଟ ଚାଲାଣ
ଖପ୍ରାଖୋଲ ୭/୭(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବେଲପଡ଼ା ବ୍ଲକ୍ ଗମ୍ଭାରୀ ପଞ୍ଚାୟତ ପଞ୍ଚାୟତ କର୍ଲାବାହାଲି ଗାଁ ର ଜଣେ ଯୁବକ କୁ ଛୁରା ମାଡ ଅଭିଯୋଗ ରେ ବୈଜଲସାଗର ଗାଁ ର ସନ୍ତୋଷ ରଣା (୨୯) ଓ ସୁବାଷ ନାଏକ (୩୮) ଙ୍କୁ ଖପ୍ରାଖୋଲ ପୋଲିସ୍ ଗିରଫ କରି ସୋମବାର କୋର୍ଟ…
ପରିବେଶ ସୁରକ୍ଷା ଓ ଜୈବ ବିବିଧତା ର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ
ଖପ୍ରାଖୋଲ ୭/୭(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଓଡିଶା ଆଦର୍ଶ ବିଦ୍ୟାଳୟ (ଓ ଏ ଭି) ପରିସରରେ ପରିବେଶ ସଚେତନତା ସଭା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ର ଅଧକ୍ଷା ସରିତା ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି…
ବେଳାଭୂମି ହାଇ ସ୍କୁଲ ରେ 76ତମ ବନ ମହୋତ୍ସବ ପାଳିତ l
ଅସ୍ତରଙ୍ଗ: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ବେଳାଭୂମି ହାଇ ସ୍କୁଲ ପରିସରରେ ସୋମ ବାର ଦିନ 76 ତମ ବନ ମହୋତ୍ସବ ପାଳିତ ହୋଇ ଯାଇ ଅଛି l ଏହି କାର୍ଯ୍ୟକ୍ରମ କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିଶା ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୁଃସାଶନ ନାୟକ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ…
ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ୨୦ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଭୋଜନ ସେବା
ନବ ଯୌବନ ଦର୍ଶନରୁ ସୁନାବେଶ ପର୍ଯ୍ୟନ୍ତ ୧୧ ଦିନ ବ୍ୟାପୀ ଅନ୍ନ ସେବା
ଭୁବନେଶ୍ୱର, ୭ ଜୁଲାଇ ୨୦୨୫: ପୁରୀର ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନଙ୍କୁ ସେବା କରିବାର ଏହାର ଦୀର୍ଘ ପରମ୍ପରାକୁ ଜାରି ରଖି, ଜିନ୍ଦଲ ଷ୍ଟିଲର ସାମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ଏହି ବର୍ଷ ଭକ୍ତମାନଙ୍କ ମଧ୍ୟରେ ୨୦…
ବିଭିନ୍ନ ସ୍ଥାନରେ ୭୬ ତମ ବନମହୋତ୍ସବ ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ -, ଆଜି ବନ ମହୋତ୍ସବ ସପ୍ତାହର ଅନ୍ତିମ ଦିବସ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ପାଇଲିପଡ଼ା ସ୍ଥିତ ବସୁନ୍ଧରା ପବ୍ଳିକ୍ ସ୍କୁଲ୍ ପରିସରରେ ଅନୁଷ୍ଠାନର ସଭାପତି…
କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳରେ ବନ ମହୋତ୍ସବ ସପ୍ତାହ ର ସପ୍ତମ ଦିବସ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ): ଆଦ୍ୟ ତା.୦୭.୦୭.୨୦୨୫ ରିଖ ସୋମବାର ର ସକାଳ ୧୦.ଘଣ୍ଟା ରୁ ଅପରାହ୍ନ ୪.୦୦ ଘଣ୍ଟା ସମୟରେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା କେସିଙ୍ଗା ବନାଞ୍ଚଳ ଅନ୍ତର୍ଗତ କଶୃପଡ଼ା ସେକ୍ସନ ବନପାଳ ଙ୍କ ତତ୍ୱାବଧାନର ରେ ବନ ମହୋତ୍ସବ ସପ୍ତାହ ର ସପ୍ତମ…
ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): ତା. ୦୭.୦୭.୨୦୨୫ – କଳାହାଣ୍ଡି ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ…