Sign in
Sign in
Recover your password.
A password will be e-mailed to you.
ସାଇକ୍ଲିଷ୍ଟ ସୁଶିଲ ଦାସ ଙ୍କ ବିୟୋଗ ।
ରାଉରକେଲା:( ୧୮-୯-୨୫) ପୂର୍ବତନ ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସୁଶୀଲ ଦାସ (୬୧)ଙ୍କ ବିୟୋଗ। ରାଉରକେଲା ସେକ୍ଟର -୧୩ ରେ ଅଞ୍ଚଳରେ ରହୁଥିବା ସୁଶିଲ ଦାସ ଙ୍କ ଆଜି କଟକ ବଡ ମେଡିକାଲ ରେ ଦେହାନ୍ତ ହୋଇଛି। ଦୀର୍ଘ ୨ ମାସ ହେଲା ରୋଗାକ୍ରାନ୍ତ ହୋଇ ଚିକିତ୍ସା ଧିନ ଥିଲେ । ମୃତ୍ୟୁ ବେଳକୁ ପାଖରେ…
ପୁଅର ଜିଦ ଆଗରେ ହାରମାନିଲେ ପିତାମାତା : ବିଦ୍ୟାଳୟରେ ଗଛ ଲଗାଇଲେ ଛାତ୍ର
ବାରିପଦା - ତା :- ୧୭/୦୯/୨୦୨୫ ରିଖ ୧୦ ବର୍ଷରୁ କମ ପିଲାମାନେ ସାଧାରଣତଃ ଖେଳନା, ଚକଲେଟ, ନୂଆ ସାର୍ଟ ପେଣ୍ଟ ଆଦି କିଣିଦେବା ପାଇଁ ବାପାମାଆଙ୍କ ପାଖରେ ଅଳି କରିଥାନ୍ତି I ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ…
୬୯ ତମ ବିଦ୍ୟାଳୟ ସ୍ତରୀୟ ସମୂହ ମୁଷ୍ଟି ଯୁଦ୍ଧ, ବ୍ୟାୟାମ ବିଦ୍ୟା ଓ ମାଲ୍ ଖମ୍ବ ଉଦ୍ଘାଟିତ
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ସ୍କୁଲ ପରିସରରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂଗଠନ ଦ୍ଵାରା ଓ ପୁରୀ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଆନୁକୁଲ୍ୟରେ ୬୯ତମ ଓଡ଼ିଶା ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ବାଳକ,ବାଳିକା ମାନଙ୍କ ପ୍ରତିଯୋଗିତା ଅତିରିକ୍ତ ଜିଲ୍ଲା…
ହିନ୍ଦୀ ପକ୍ଷ ଦିବସ ଉଦଯାପିତ
ବାରିପଦା - ତା:- ୧୭/୦୯/୨୦୨୫ ରିଖ ଓଡିଶା ରାଷ୍ଟ୍ରଭାଷା ପ୍ରଚାର ସମିତି, ମୟୁରଭଞ୍ଜ ଶାଖା ଆନୁକୂଲ୍ୟରେ ଆୟୋଜନ ହିନ୍ଦୀ ପକ୍ଷ ଦିବସର ଉଦଜାପନୀ ଉତ୍ସବ ଶ୍ରୀମା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ଶ୍ରୀମା ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷା କଳ୍ପନା ଷଡଙ୍ଗୀଙ୍କ…
ଦି ୱେଲଥ କମ୍ପାନୀ ପକ୍ଷରୁ ଓଡ଼ିଶାକୁ ଅଣାଯାଇଛି ‘ଏମଏଫ ଦିଦି’
ଆଲ୍ ଓଡ଼ିଶା ମ୍ୟୁଚୁଆଲ ଫଣ୍ଡ ଡିଷ୍ଟ୍ରିବ୍ୟୁଟର୍ ଆସୋସିଏସନ ସମର୍ଥନରେ ଓଡ଼ିଶାରେ ଏହି ଅଭିଯାନକୁ ଜବରଦସ୍ତ ସମର୍ଥନ
ଭୁବନେଶ୍ୱର: ଅହମଦାବାଦ, ପାଟନା, ମୁମ୍ବାଇ, ଗୁଆହାଟି ଏବଂ ପୁଣେ ଆଦି ସହରଗୁଡ଼ିକୁ ନେଇ ଗଠିତ ଜାତୀୟ ସ୍ତରର ରୋଡ଼ସୋ କାର୍ଯ୍ୟକ୍ରମର ଅଂଶ ଭାବରେ ଦି ୱେଲଥ କମ୍ପାନି…
ସୁରକ୍ଷିତ ପାର୍ବଣ ଉତ୍ସବ ପାଳନ ନିମନ୍ତେ ସୁରକ୍ଷା ପରାମର୍ଶ ଜାରି କଲା ଟିପିଏସ୍ଓଡିଏଲ୍
* ପାର୍ବଣ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ* ପୂଜା ମଣ୍ଡପକୁ ଅସ୍ଥାୟୀ ସଂଯୋଗ* ବେଆଇନ ଓ ଅସୁରକ୍ଷିତ ବିଜୁଳି ସଂଯୋଗଠାରୁ ଦୂରେଇ ରହିବାକୁ ପରାମର୍ଶ* ଉପଯୁକ୍ତ ଆର୍ଥିଂ ଓ ଓ୍ୱାୟରିଂ ସୁନିଶ୍ଚିତ କରିବାକୁ ନିବେଦନ
ବ୍ରହ୍ମପୁର, ସେପ୍ଟେମ୍ୱର: ଦୁର୍ଗାପୂଜା ତଥା ପାର୍ବଣ ଋତୁ ପାଖେଇ…
ବାସୁଦେବପୁର ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ପାଳନ।
ବାସୁଦେବପୁର - ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ୍ ଦିନ ଅବସର ରେ ବାସୁଦେବପୁର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ସମସ୍ତ ମଣ୍ଡଳ ରେ ପୂଜାପାଠ ସହ ଦୀପ ଦାନ, ବୃକ୍ଷ ରୋପଣ ଭଳି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସକାଳେ ନଗର ମଣ୍ଡଳ ବିଜେପି ପକ୍ଷରୁ…
ଠାବ ହେଲା ଅପହୃତା ନାବାଳିକାର ମୃତ ଦେହ
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ୱାର୍ଡ ନମ୍ୱର୍ ଏକ ରେ ଗତ ଶନିବାର ରାତିରେ ଏକ ନାବାଳିକା କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇ ଥିଲା। ଘଟଣା ଘଟିବାର ଛଅ ଦିନ ରେ କୋଷ୍ଟ କେନାଲ ରେ ମୃତ ଦେହ ଠାବ ହୋଇଛି।ଠାବ କରିଛନ୍ତି ଓଡରାଫ ଓ ଦମକଳ ବାହୀନି ର ମିଳିତ ରେ ପୋଲିସ ର…
ଗୁଣପୁର ଭାଜପା ତରଫରୁ ଯଶୋସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୭୫ ଜନ୍ମଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ବିଶ୍ଵର ଲୋକପ୍ରିୟ ନେତା ଭାରତର ଯଶୋସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜିଙ୍କ ଜନ୍ମ ଦିନ ଅବସରରେ ଗୁଣପୁର ନଗର ଭାଜପା କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଉମା ରାମ ଲିଙ୍ଗେଶ୍ୱର ମନ୍ଦିର ଠାରେ ଶ୍ରୀ ମୋଦୀଜିଙ୍କ ଦୀର୍ଘାୟୁ ଓ ଉତ୍ତମ…
କୀଟନାଶକ ଖାଇ ଆତ୍ମହତ୍ୟା ସନ୍ଦେହ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅର୍ନ୍ତଗତ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଏକ ଲଜ୍ ରେ ମୁର୍ମୁଷୁ ଅବସ୍ଥାରେ ଜଣେ ଲୋକ କୁ ଉଦ୍ଧାର କରି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।…