ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପାଇଁ ତୃତୀୟ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ମୁନିନ୍ଦ୍ର ହନେଗା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ…

ଦଳ ସରକାରଙ୍କ ସହ ଖୁୂଂଟ ଭଳି ଠିଆ ହୋଇରହିବ :ମନମୋହନ ସାମଲ

ରାଜ୍ୟ ସଭାପତି ଭାବେ ଦାୟିତ୍ୱ ନେଲେ ମନମୋହନ ସାମଲ  "କାର୍ଯ୍ୟକର୍ତାଙ୍କ ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିପାରିଛି"  ମନମୋହନ ଚତୁର୍ଥ ଥର ସଭାପତି, ମୋହନ ମାଝୀ ଚତୁର୍ଥ ଥର ବିଧାୟକ,ଏହି ଯୋଡ଼ାକୁ ଘୋଡ଼ା ସରି ନୁହେଁ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ତା.୦୮/୦୭: ରାଜ୍ୟ ସଭାପତି…

ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ “ଏଗ୍ରିଟେକ୍ ଇନୋଭେସନ ହବ୍” ଲୋକାର୍ପିତ

ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ - ଧର୍ମେନ୍ଦ୍ର ପ୍ରଧାନ • ମିରଟର ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ପ୍ରକଳ୍ପ ଉଦଘାଟିତ• ସାରା ଦେଶରେ ପ୍ରଯୁକ୍ତିବିଦ୍ୟା ଆଧାରିତ କୃଷି ଉଦ୍ଭାବନକୁ ପ୍ରୋତ୍ସାହିତ କରାଯାଉଛି• ଏଆଇ,…

ବିଜେପୁର ଡ୍ରାଇଭର ମହା ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ବିଜେପୁର:- ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରି ପ୍ରତାରିତ ହେବା ପରେ ପୁଣି ଥରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ I ଆଜି ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ବିଜେପୁର ଡ୍ରାଇଭର ମହାସଂଘ…

ନକଲି ବିହନ ଯୋଗୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କେବେ

ଟିଟିଲାଗଡ:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ସବଡିଭିଜନ ଯାହାର ଅନ୍ୟ ନାମ ତତଲାଗଡ, ଏହି ଅଞ୍ଚଳ ରେ ଚାଷ କାର୍ଯ୍ୟ ପାଇଁ ଜଳସେଚନ ର ସୁବିଧା ନଥିବାରୁ ଏଠିକାର ଚାଷୀ ବର୍ଷା ଜଳ ଉପରେ ନିର୍ଭର କରି ଚାଷ କରିଥାନ୍ତି ଏବଂ ଚାଷ କାର୍ଯ୍ୟ ପରେ ଅନ୍ୟ ରାଜ୍ୟ କୁ ଦାଦନ…

ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି-ଶୃଙ୍ଖଳାର ସହ ସମ୍ପନ୍ନ

 https://youtu.be/UZLzqvXObek ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଲୀଳା ଖେଳ ସାରି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିର ରତ୍ନ…

ଚିଲିକା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ

ଚିଲିକା:(ସେକ କୌସ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାବି ପୂରଣ ନ ହେବା ଯାଏଁ ଷ୍ଟିଅରିଙ୍ଗ ଛାଡ଼ ଆନ୍ଦୋଳନ କରାଯାଉଛି l ଖୋର୍ଦ୍ଧା ଚିଲିକା ସହରକୁ କୌଣସି ବସ୍, ଟ୍ରକ, ଅଟୋ ଏଂବ ଯାତ୍ରୀବାହୀ ଯାନ ଚଳାଚଳ ଅନେକ ସମସ୍ୟା ଦେଖା ଦେଇଛି…

କଇଁଛ ପିଠିରେ ଚିତ୍ରଆଙ୍କି ବିଜେପୁର ର ଦୁଇ ଯୁବକ ଗିରଫ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ଠାରେ କଇଁଛ ପିଠିରେ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଦୁଇ ଯୁବକ ବନ୍ଧା ହେବା ଭଳି ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି । ବିଜେପୁର ଗାଁର ଜଣେ ଯୁବକ ଆଶିଷ ମେହେର (୨୯) ଏକ ବିଲରୁ କଇଁଛଟିଏ ପାଇଥିଲେ । ଏହାପରେ ସାଥୀ ଅବିନାଶ ବଗର୍ତ୍ତୀ(୨୫)ଙ୍କ ସହିତ ରଙ୍ଗ ତୁଳୀ…

ରତ୍ନ ସିଂହାସନରେ ବିଜେ କଲେ ବଡ଼ ଦିଅଁ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା I ଯାତ୍ରା ସମାପ୍ତ ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତୀଙ୍କର ନୀଳାଦ୍ରି ବିଜେ ନୀତି ସମାପନ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଗୋବରା ଦଧିବାମନ ଜୀଉ ଠାକୁର ମଧ୍ୟ ରଥରୁ ଓହ୍ଲାଇ ରତ୍ନ…

ଓଡ଼ିଶା ଡ୍ରାଇଭର ମହା ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବର୍ଷ ବର୍ଷ ଧରି ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରି ପ୍ରତାରିତ ହେବା ପରେ ପୁଣି ଥରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ I ଆଜି ସାରା ରାଜ୍ୟରେ ଡ୍ରାଇଭର ମାନଙ୍କ ତରଫରୁ ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି…