Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ସମବାୟ ସମିତିକୁ ଆସୁନି ସାର,ତହସିଲଦାରଙ୍କୁ ଅଭିଯୋଗ କଲେ ଚାଷୀ
ଓଡ଼ଗାଁ,୧୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ କୃଷି ସେବା ସମବାୟ ସମିତିକୁ ସାର ଆସୁନଥିବା ନେଇ କେତେକ ଚାଷୀ ମିଳିତ ହୋଇ ଗୁରୁବାର ଦିନ ସ୍ଥାନୀୟ ତହସିଲଦାର ଡ. ମାନସ ରଞ୍ଜନ ଭୋଇଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ସମବାୟ ସମିତି ସମ୍ପାଦକଙ୍କୁ…
ଏରସମାରେ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ…
ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ଆନୁକୁଲ୍ୟରେ ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ମାନବତାର ସର୍ବୋତ୍କୃଷ୍ଟ ସେବା ମଧ୍ୟରୁ ଗୋଟିଏ ସେବା ହେଉଛି ରକ୍ତଦାନ। ଆପଣଙ୍କ ଅଳ୍ପ ପ୍ରୟାସ ଅନ୍ୟ ମାନଙ୍କୁ ପୁନର୍ଜୀବନ ଦେଇପାରେ ଏହି ବାଣୀକୁ ଆଗରେ ରଖି ଏଗ୍ରି ଇଣ୍ଡିଆ ଫୁଡ୍ ପ୍ରଡକ୍ଟସ୍ ପକ୍ଷରୁ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି…
ସୁବର୍ଣ୍ଣପୁର ଜିଲ୍ଲାରେ ଉତ୍ସବ ” ମହକ ” ଅନୁଷ୍ଠିତ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଶିଶୁ ଗୃହର ଅନ୍ତେବାସୀ ଛାତ୍ର ଛାତ୍ରୀମାନଙ୍କ ବାର୍ଷିକ ଉତ୍ସବ "ମହକ" ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ସଂସ୍କୃତି ଭବନ ଠାରେ ଉଦଯାପିତ ହୋଇଥିଲା। ଏହି ଉତ୍ସବ "ମହକ" ପାଳନର ଉଦଯାପନୀ ଅବସରରେ ସୁବର୍ଣ୍ଣପୁର…
ସଫେଇ ନାଳ ଓ ନଦୀରୁ ବେଆଇନ ଅବରୋଧ ଉଚ୍ଛେଦ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଡ୍ରେନେଜ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବିପ୍ଲବ କେଶରୀ ସାହୁଙ୍କ ପରାମର୍ଶ କ୍ରମେ, ଏରସମା ତହସିଲଦାର ସ୍ନିଗ୍ଧା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନିର୍ଦ୍ଦେଶରେ ଏରସମା ତହସିଲ ଅଧିନରେ ଥିବା ସମସ୍ତ ନଦୀ ଓ ସଫେଇ ନାଳରୁ ବେଆଇନ…
ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳଙ୍କ ଢ଼ିଙ୍କିଆ ଚାରିଦେଶ ପରିଦର୍ଶନ
ପ୍ରସ୍ତାବିତ ପ୍ରକଳ୍ପ ନେଇ ଉପୁଜିଥିବା ସମସ୍ୟାର ଅନୁଧ୍ୟାନ
ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ଏରସମା ବ୍ଲକର ଢ଼ିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ଉପୁଜିଥିବା ଏ ଅଞ୍ଚଳର ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ…
ଭଞ୍ଜନଗର ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ବସ୍ତା ଓ ଗାଡ଼ି ଜବତ ଅନେକ ନାବାଳକ ଗିରଫ୍…
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: କନ୍ଧମାଳ ଜିଲ୍ଲାରୁ ଏକ କାର୍ ଯୋଗେ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ଗୁରୁବାର ସେପ୍ଟେମ୍ବର ମାସ ୧୮ ତାରିଖ ୨୦୨୫ ଦିନ ମାଡି ବସିଛି ଭଞ୍ଜନଗର ଅବକାରୀ ବିଭାଗ। ଅବକାରୀ ଟିମ୍ ଫୁଲବାଣୀ-ଭଞ୍ଜନଗର-ବ୍ରହ୍ମପୁର ରାସ୍ତା ବାଉଁଶଲୁଣ୍ଡି…
ସୁସ୍ଥ ନାରୀ ସସକ୍ତ ପରିବାର
ଜଗତସିଂହପୁର,ତା-୧୮.୦୯.୨୦୨୫/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅଧିନସ୍ଥ ଖଇରଙ୍ଗ ଗ୍ରାମ ପଂଚାୟତରେ ଆଜି ଓଡିଶାଗଡା ଆୟୁଷ୍ମାନ ମନ୍ଦିର ରେ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଲିପକ କୁମାର ସହୂ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସରୋଜ କାନ୍ତ ବାରିକ,…
ମହିଳା ସ୍ନାତକ ମହାବିଦ୍ୟାଳୟରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ବିଶ୍ଵ ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ରାଣୀ ନାଥ ତାଙ୍କର ସଭାପତିତ୍ଵ ଅଭିଭାଷଣରେ ପ୍ରାଥମିକ ସହାୟତାର ଆବଶ୍ୟକତା ଓ ଉପକାରିତା ବିଷୟରେ…
ଦରମାରୁ କଟୁଛି ଏନପିଏସ ଟଙ୍କା ଆକାଉଣ୍ଟରେ ଜମା ପୁଞ୍ଜି ଶୂନ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଡେରାବିଶ ମଣ୍ଡଳ ଶିକ୍ଷାବିଭାଗ ଅଧୀନରେ ୨୦୧୭ ମସିହାରୁ ୫ମ ଶ୍ରେଣୀ ଏକ୍ସ୍-କ୍ୟାଡ଼ର ଭିତ୍ତିରେ କାର୍ଯ୍ୟରତ ପ୍ରାୟ ୬୦ରୁ ଅଧିକ ଶିକ୍ଷକଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ମିଳିଛି, ୨୦୨୩ ମସିହାରୁ ସେମାନଙ୍କର ଦରମାର ୧୦% ରାଶି…