ଜାରିଂ ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତ

ବିଜେପୁର :-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ପକ୍ଷ ପାଳନର ଅବସରରେ ବିଜେପୁର ବ୍ଲକ ଜାରିଂରେ ଆଜି ମଣ୍ଡଳସ୍ତରୀୟ ରକ୍ତଦାନ ଶିବିର ଆୟୋଜିତ ହୋଇ ସଫଳତାର ସହିତ ସମାପ୍ତ ହୋଇଯାଇଛି। ଏହି ଉଦ୍ୟମରେ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତା, ସମାଜସେବୀ, ସଚେତନ ଯୁବକମାନେ ଓ ଗ୍ରାମବାସୀଙ୍କ…

ଉତ୍କଳ ଆଲୁମିନା ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ

୩ଟି ଗାଁରେ ଗର୍ଭବତୀ ମହିଳାଙ୍କୁ ପୃଷ୍ଟି ଜାତୀୟ ଖାଦ୍ୟ କିଟ୍ ବିତରଣ କାଶୀପୁର ରୁ ବୈକୁଣ୍ଠ ଦୁରିଆ: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ଜାତୀୟ ପୃଷ୍ଟି ମାସ ପାଳିତ ହୋଇଯାଇଛି। ଏହି ପରିପ୍ରେକଷୀରେ କାଶୀପୁର ବ୍ଲକ ଅନ୍ତର୍ଗତ…

୩ ହଜାର ଚାଷୀଙ୍କୁ ୨୨୨ ବାସ୍ତା ୟୁରିଆ, ନିରାଶ ହୋଇ ଫେରିଲେ ଚାଷୀ

ବାଲିକୁଦା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସମବାୟ ସମିତି ଅଧୀନରେ ୩ ପଞ୍ଚାୟତ ଇଚ୍ଛାପୁର, ଅରିଲୋ, ଗରାମ ପଞ୍ଚାୟତର ୩ ହଜାରରୁ ଉର୍ଦ୍ଧ୍ବ ଚାଷୀ ରହିଛନ୍ତି । ଏହି ଚାଷୀଙ୍କ ପାଇଁ ରାଜ୍ୟ ସରକାର ଇଚ୍ଛାପୁର ସମିତିକୁ ମାତ୍ର…

ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧୁକାରୀଙ୍କ ବଦଳି

ରାଜଗାଙ୍ଗପୁର,19-09-25.(ବିଷ୍ଣୁ ଭୋମିକ)ରାଜଗାଙ୍ଗପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧୁକାରୀ ଭାବେ ମାତ୍ର ୪ମାସ ତଳେ ଦାୟିତ୍ବ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ଅଧୁକାରୀ କିରଣ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଛି । ଯାହା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ସେ ଗତ ଜୁନ୍ ୧୬ ତାରିଖରେ…

ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ଆଦିତ୍ୟ ଆଲୁମିନିୟମ ଏହାର ସିଏସ୍‌ଆର ପ୍ରୟାସ ‘ପ୍ରୋଜେକ୍ଟ ଆରୋଗ୍ୟ’ ଜରିଆରେ ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଲପଙ୍ଗାରେ ଗ୍ରାମୀଣ ସ୍ୱାସ୍ଥ୍ୟଯନôକୁ ସୁଦୃଢ କରୁଛି । ଏହି ପ୍ରକଳ୍ପ ଏହାର ଗୋଷ୍ଠୀ ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ର…

ଅବ୍ୟବସ୍ଥା ଘେରରେ ଓଲରା ସରକାରୀ ଆୟୁର୍ବେଦ ଡାକ୍ତରଖାନା

  ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଓଲରା ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦୀର୍ଘ ୩୩ ବର୍ଷ ତଳେ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଖୋଲା ଯାଇଥିଲା । ହେଲେ ଦୀର୍ଘ ବର୍ଷ ପରେ ତାହା ଯେମିତି ଥିଲା ସେମିତି ରହିଛି । ସରକାରୀ…

ଶିଆଳିରେ ସମୁଦ୍ର କୂଳ ଲଂଘିବା ପ୍ରସଙ୍ଗ ବିଧାନସଭାରେ ଉଠେଇଲେ ବିଧାୟକ ସାରଦା ଜେନା

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକ୍ ପଦ୍ମପୁର ପଞ୍ଚାୟତର ଶିଆଳି ବେଳାଭୂମି ଏବଂ ନିକଟସ୍ଥ ରାମତରା ଠାରେ ସମୁଦ୍ର କୂଳ ଲଂଘନ କରି ନୂଆ ମୁହାଣ ଖୋଲିଥିଲା । ଏ ସମ୍ପର୍କିତ ଖବର ସରକାରଙ୍କ ପାଖରେ ଅଛି କି ନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କରିଛନ୍ତି ବାଲିକୁଦା…

ଟାଟା ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ପାଇଁ ସବ ଷ୍ଟେସନ ଲତାଗୁଳ୍ମରେ ଆଚ୍ଛାଦିତ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଏରସମା ବ୍ଲକର ଜିରାଇଲୋ ପଞ୍ଚାୟତ ଏକଘରିଆ ବିଦ୍ୟୁତ ସବ୍ ଷ୍ଟେସନ୍ ଦୀର୍ଘଦିନ ଧରି ବିଭିନ୍ନ ଲତାଗୁଳ୍ମ ଓ ଅନାବନା ଗଛ ଦ୍ୱାରା ଆଚ୍ଛାଦିତ ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନିମନ୍ତେ ଟାଟା ବିଦ୍ୟୁତ୍ କମ୍ପାନୀର କୌଣସି କର୍ମଚାରୀ ଓ ବିଭାଗୀୟ…

ସଂରକ୍ଷିତ ଜଙ୍ଗଲରୁ ଜବତ ହେଲା ଢିମା ବୋଝେଇ ଟ୍ରାକ୍ଟର,ଜଣେ ଗିରଫ

ଓଡ଼ଗାଁ,୧୯।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ବାହାଡାଝୋଲା ସେକ୍ସସନ ମକରାପଲ୍ଲୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଓଡ଼ଗାଁ ବନ ବିଭାଗ ଓଆର ୦୨ କେ ୨୪୨୭ ନମ୍ବର ବିଶିଷ୍ଟ ଏକ ଗେଟେମା ପଥର ବୋଝେଇ ଟ୍ରାକ୍ଟର ଏବଂ ଓଆର ୦୨କେ ୨୪୦୮ ଡାଲାକୁ ମଧ୍ୟ ଜବତ୍…

ଚଟୁଆ ସମବାୟ ସମିତିରେ ଚାଷୀଙ୍କୁ ମିଳୁନି ୟୁରିଆ ସାର, ବଢୁଛି ଚାଷୀ ଅସନ୍ତୋଷ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : କ୍ଷେତରେ ବଢୁଛି ଧାନ ଫସଲ । ପିଲ ଦେବା ପୂର୍ବରୁ ମିଳୁନି ୟୁରିଆ ସାର । ଚାଷୀ ମୁଣ୍ଡରେ ପଡ଼ିଲାଣି ଚଡ଼କ । ହନ୍ତସନ୍ତ ହେଉଛନ୍ତି ଦୁଇ ପଞ୍ଚାୟତର ୩ହଜାର ଚାଷୀ । ଏପରି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ଏରସମା ବ୍ଲକ୍ ଅନ୍ତର୍ଗତ ଚଟୁଆ…