ବିଧାୟକ ଭାଦବ ହାଁସଦାଙ୍କ ଜନ୍ମଦିନ ପାଳନ. ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ

 ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ : ଶାସକ ପ୍ରଶାସକ: ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ମାନ୍ୟବର ଲୋକ ପ୍ରିୟ ବିଧାୟକ ଭାଦବ ହାଁସଦା ଙ୍କ ଜନ୍ମଦିନ ଉତ୍ସବ ପାଳନ କଲେ ବିଜେପି ଝାରପୋଖରିଆ ବିଜେପି କର୍ମକର୍ତ୍ତା । ଏହି ଦିନରେ ବିଧାୟକ ଶ୍ରୀ ହାଁସଦାଙ୍କ…

କଳାହାଣ୍ଡି ଫୋରାମ ଫର ସୋସିଆଲ ଟ୍ରାନ୍ସଫରମେସନ ପକ୍ଷରୁ ଦଶମ ଓ ଦ୍ଵାଦଶ ଟପରଙ୍କୁ ସମର୍ଦ୍ଧିନା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଭବାନୀପାଟଣା ସ୍ଥିତ ଜିଲ୍ଲା ପରିସଂଖ୍ୟାନ ସଭା ଗୃହରେ କଳାହାଣ୍ଡି ଫୋରାମ ଫର ସୋସିଆଲ ଟ୍ରାନ୍ସଫରମେସନ(କେଏଫଏସଟି) ପକ୍ଷରୁ ଚଳିତ ବର୍ଷର ଦଶମ ଓ ଦ୍ଵାଦଶ ଟପର ଙ୍କୁ ସମ୍ବର୍ଦ୍ଧନା କରା ଯାଇଛି ।କଳାହାଣ୍ଡି ଫୋରାମ ଫର ସୋସିଆଲ ଟ୍ରାନ୍ସଫରମେସନର…

ଜୁନାଗଡ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିରରେ…

ଶିକ୍ଷୟତ୍ରୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଜାଜପୁର ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ଚପଳା ପାଣିଗ୍ରାହୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ…

· ପ୍ରଧାନମନ୍ତ୍ରୀ ନୀରବତା ଭାଙ୍ଗିବା ଉଚିତ: ସୋଫିଆ ଫିରଦୌସ୍

 ବିଜେପି-ଆରଏସଏସ ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି: ଅଳକା ଲାମ୍ବା ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ · ମହିଳା କଂଗ୍ରେସ ରାଷ୍ଟ୍ରପତିଙ୍କୁ ଓଡ଼ିଶା ଗସ୍ତରେ…

ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶିକ୍ଷକଙ୍କ ବଦଳି ପ୍ରତିବାଦ ଏବଂ ନୂତନ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ I ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରତିଶୃ୍ତି ପରେ ବିଦ୍ୟାଳୟ କାର୍ଯ୍ୟକ୍ରମ ସ୍ଵାଭାବିକ ହୋଇଛି I ଏହିଭଳି ଘଟଣା…

ଶତାୟୁ ମହିଳା ଙ୍କ ପରଲୋକ

ସୁବର୍ଣ୍ଣପୁର, ଶାସକ ପ୍ରଶସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ପଂଚାୟତ ଅନ୍ତର୍ଗତ ହଳଦୀ ଗ୍ରାମର ଧର୍ମପ୍ରାଣା ଶତାୟୁ ମହିଳା ପଦ୍ମାବତୀ ଠାକୁର ଙ୍କ ପରଲୋକ ହୋଇଯାଇଛି। ସେ ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ…

ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ରୋଗୀ କଲ୍ୟାଣ ସମିତି ବୈଠକ,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମେଡିକାଲ ରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଆଲୋଚନା କରିଥିଲେ l ନିଷ୍ଠା,ପ୍ରତିବଦ୍ଧତା ଏବଂ ସମର୍ପଣ ମନୋଭାବ ରଖି…

ଚନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର…

ନବରଙ୍ଗପୁର ୧୪.୦୭.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ:  ଆଜି ନବରଙ୍ଗପୁର ଚନ୍ଦାହାଣ୍ଡି ପଂଚାୟତ ସମିତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ଆରକ୍ଷୀ ଅଧିକ୍ଷକ ମଡକର୍ ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର ପୁଖାମୁଣ୍ଡା ଗଣ୍ଡପାଲି ଶୈବ ପୀଠରେ ବୋଲବମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ବିଜେପୁର :-ବରଗଡ଼ ଜିଲା ବିଜେପୁର ବ୍ଲକ ଟି ଗଣ୍ଡପାଲି ରହିଛି ବାବା ସଣ୍ଡେଶ୍ୱର ଙ୍କ ଶୈବ ପୀଠ l ଏଠି ବର୍ଷର ବିଭିନ୍ନ ସମୟରେ ନାନା ପର୍ବ ପାଳନ କରାଯାଏ । ୧୨ ମାସରେ ୧୩ ପର୍ବ ମଧ୍ୟରୁ ଶ୍ରାବଣ ସ୍ନାନ (ଜଳାଭିଷେକ) ଅନ୍ୟତମ l ଶ୍ରାବଣ ମାସର ପ୍ରଥମ ସୋମବାର ଆଜି (୧୪ ଜୁଲାଇ )ଅବସରରେ ବୋଲବମ…