Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଓ ସି.ଆର.ସି.ସି ସମ୍ମିଳନୀ
ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷ୍ୟାଳୟରେ ବ୍ଲକସ୍ତରୀୟ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି ସମ୍ମିଳନୀ ବି ଇ ଓ ଅଦନ ସୁନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବ୍ଲକ ର ୪୮ ଜଣ ପ୍ରଧାନ ଶିକ୍ଷକ ଏବଂ ସି ଆର ସି ସି ଯୋଗଦାନ କରିଥିଲେ। ମୁଖ୍ୟଅତିଥି ଭାବେ…
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ପଦ୍ମପୁର :-ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ…
ବୀରମହାରାଜପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ…
କଂକ୍ରିଟ ରାସ୍ତା ନିର୍ମାଣରେ ଦୁର୍ନୀତି ଓ ରାଜ୍ୟ ରାଜସ୍ବ ଚୋରୀ ,ଠିକାଦାରଙ୍କ ଗାନ୍ଧୀଲଡ଼ୁ ପ୍ରେମରେ ଯନ୍ତ୍ରୀ…
ଚାଲିଛି ମନମୁଖୀ ନିର୍ମାଣ କାର୍ଯ୍ୟ, ନାଅଛି ବାଲି, ନା 4 ଇଞ୍ଚି ମେଟାଲିଂ ନା 3 ଇଞ୍ଚିଚିପ୍ସ, ଡାଇରେକ୍ଟ ମାଟିଖୋଲି, କ୍ଷେତରୁ ଉଠାଇଥିବା ବାଲିଆ ମାଟିକୁ ରାସ୍ତାରେ ପକାଇ ଠିକାଦାର ମହାଶୟ ନିଜକୁ ଅଞ୍ଚଳରେ ଆତଙ୍କର ସୌଦାଗର ସାଜିଥିବା ଗ୍ରାମବାସୀଙ୍କ ଅଭିଯୋଗ!!!ରାଜ୍ୟ ସରକାରଙ୍କ ଏକ ବର୍ଷ…
ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୂତି ଘଟଣା: ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ରାମମନ୍ଦିର ସମ୍ମୁଖରେ ବିଜେଡିର ସମୂହ…
ଭୁବନେଶ୍ୱର, ୧୪/୦୭/୨୦୨୫: ଆଜି ସନ୍ଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହିତ ସଂଘର୍ଷ କରୁଥିବା ବାଲେଶ୍ୱର ଏଫଏମ କଲେଜର ଛାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଭୁବନେଶ୍ୱର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସମୂହ ଦୀପଦାନ କରାଯିବା ସହ ହନୁମାନ ଚାଳିଶା…
ରାଷ୍ଟ୍ରପତିଙ୍କୁ ଭେଟିଲେ ବିଜୁ ମହିଳା ଜନତା ଦଳ
ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି
ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନିକଟରୁ ନ୍ୟାୟ ନପାଇବାରୁ ଆତ୍ମାହୂତି ଉଦ୍ୟମ କରିଛନ୍ତି ଛାତ୍ରୀ
ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓଡିଶାର…
ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମଦାହ ମାମଲାରେ ଦିଲ୍ଲୀ ମହିଳା କଂଗ୍ରେସର ପ୍ରେସମିଟ ନେଇ ବିଜେପିର ଜବାବ୍
ସବୁବେଳେ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା କଂଗ୍ରେସ ପାର୍ଟିର ମିଛ ସମବେଦନା ଶୋଭା ପାଉନାହିଁ : ମମତା ମହାନ୍ତ
ଏହା ଏକ ସମ୍ବେଦନଶୀଳ ବିଷୟ, ନିଜେ ସଂଯମତା ରଖି ଏହା ଉପରେ ଅଭିବ୍ୟକ୍ତି ରଖିବା ଦରକାର ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାର ତ୍ୱରିତ ଏବଂ କଠୋର…
ମିକ୍ସଚର ପ୍ୟାକେଟରୁ ବ୍ରାଉନ ସୁଗାର ଜବତ ଘଟଣାରେ ବ୍ୟବସାୟୀଙ୍କୁ ଗିରଫ ପ୍ରତିବାଦରେ ଏସ.ପି ଙ୍କ ଦ୍ବାରସ୍ଥ ହେଲେ ୫୦୦ରୁ…
ଖୋର୍ଦ୍ଧାରୁ (ଶେକ ଜାଫର ): ମିକ୍ସଚର ପ୍ୟାକେଟ ଭିତରୁ ବାହାରି ଥିବା ୧୫୦ଗ୍ରାମ ବ୍ରାଉନ ସୁଗାର୍ ଜବତ ଘଟଣାରେ ପ୍ରତିଷ୍ଠିତ ବେଗୁନିଆ ଅଞ୍ଚଳର ପ୍ରତିଷ୍ଠିତ ମିକ୍ସଚର ବ୍ୟବସାୟୀ ପଦ୍ମନାଭ ସାହୁ ଗତ ୧୦ ତାରିଖ ଦିନ ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଦ୍ଵାରା ଗିରଫ ହୋଇ କୋର୍ଟଚାଲାଣ…
ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ ବିଦାୟ ଓ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନିକଟ ଶାଳୁଆ ପଲ୍ଲୀ ଉଦ୍ୟାନ ଠାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡଃ ଦୀପକ କୁମାର ମିଶ୍ରଙ୍କୁ ସ୍ବାଗତ ସମ୍ବଦ୍ଧନା ଓ ପୂର୍ବତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକଙ୍କୁ ବିଦାୟ କାଳୀନ ସମ୍ବଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ…
ଶ୍ରାବଣ ସୋମବାର ରେ କେଲିଆ ପ୍ରସିଦ୍ଧ ଶୈବ ପୀଠରେ କାଉଡିଆ ଙ୍କ ଭିଡ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୧୪/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡେଶ୍ୱର ଶୈବ ପୀଠରେ ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ରେ କାଉଡିଆ ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପୋଡଶି ଛତିଶ ଗଡ଼ ସହ ନବରଙ୍ଗପୁର ଜିଲ୍ଲା ଓ ଜିଲ୍ଲା…