Sign in
Sign in
Recover your password.
A password will be e-mailed to you.
ମାନବିକତା ଦେଖାଇ ରୋଗୀ ପରିଜନଙ୍କୁ ସାହାଯ୍ୟ କଲେ ଆୟୁଷ ଡାକ୍ତର
ଜମନକିରା ୧୫। ୭(ଲିପନ ନାଏକ): ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି କୁହା ଯାଉ ଥିବା ଏହି କଥାକୁ ସତ୍ୟ ସାବ୍ୟସ୍ତ କରିଛନ୍ତି ଜଣେ ଡାକ୍ତର। କେବଳ ରୋଗୀ ଚିକିତ୍ସା ନୁହେଁ ବରଂ ନିଜ ମାନବିକତାର ପରିଚୟ ଦେଇ ରୋଗୀଙ୍କ ହୃଦୟ ଜିତିପାରିଛନ୍ତି ଏହି ଡାକ୍ତର। ଆମେ କହୁଛୁଁ ଜମନକିରା…
ରାସ୍ତା ଉପରେ ଶୁଖିଲା ଥୁଣ୍ଟା ଗଛ ; ବିପଦକୁ କରୁଛି ନିମନ୍ତ୍ରଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଛିଡା ହୋଇଛି ଶୁଖିଲା ଥୁଣ୍ଟା ଗଛଟିଏ I କେତେବେଳେ ଯେ କାହା ଉପରେ ପଡ଼ି ଧନ ଜୀବନ ନଷ୍ଟ ହେବ ତାହା କହି ହେବ ନାହିଁ I ତଥାପି ଏଥିପ୍ରତି କାହାର ନଜର ନାହିଁ I ସୂଚନା ପ୍ରକାରେ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ୱରେ…
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର:ସୋଲାର ପ୍ରକଳ୍ପ ଅଚଳ, ଅନ୍ଧାରରେ ଚାଲିଛି ରୋଗୀ ଚିକିତ୍ସା
ଜମନକିରା(ଲିପନ ନାଏକ ): ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର। ହେଲେ ସ୍ବାସ୍ଥ୍ୟ ବିଭାଗର କଛପଗତି ଓ ଖାମଖିଆଲି ନୀତି ସଂପ୍ରତି ଓଡ଼ିଶା ଶାସନ କଳକୁ ବଦନାମ କରାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ବିଶେଷ କରି ରାଜଧାନୀ ଓ କିଛି ଜିଲ୍ଲା ସଦର ମହକୁମାରେ ସ୍ବାସ୍ଥ୍ୟ ବିଭାଗ ଚଳଚଞ୍ଚଳ…
ନବରଙ୍ଗପୁର ଠାରେ ବିଶ୍ବ ଯୁବ ଦକ୍ଷତା ଦିବସ ପାଳିତ
ନବରଙ୍ଗପୁର ତା ୧୫.୭.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ବି ଈଡି ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ ବିଭାଗ ତରଫରୁ ବିଶ୍ଵ ଯୁବ ଦକ୍ଷତା ଦିବସ ୨୦୨୫ ପାଳିତ ହୋଇଯାଇଛି।ବିଭିନ୍ନ ଜିଲ୍ଲାର ପ୍ରାୟ ୫୦୦ ଜଣ ମହାବିଦ୍ୟାଳୟ ଓ ହାଇସ୍କୁଲ ସ୍ତର ଏନ୍ ସି ସି…
ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ଜିଲ୍ଲା ଦଳର ବ୍ରହ୍ମପୁର ଗସ୍ତ
ନବରଙ୍ଗପୁର 15/07/2025-ଅଶୋକ ସାହୁ, ଶାସକ ପ୍ରଶାସକ ରାଜ୍ୟ ଫୁଟବଲ ସଂଘ ଆନୁକୁଲ୍ୟରେ ୧୬ ତାରିଖରୁ ମହାତ୍ମା ଗାନ୍ଧୀ ଷ୍ଟାଡିୟମ, ବ୍ରହ୍ମପୁର ଠାରେ ଆରମ୍ଭ ହେବାକୁ ଥିବା ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ…
ଗଜପତି ବିଜେଡି ପକ୍ଷରୁ ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ପ୍ରତିବାଦ ଓ ବିକ୍ଷୋଭ ପଦର୍ଶନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ହାଇସ୍କୁଲ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଗଜପତି ବିଜେଡି ପକ୍ଷରୁ ଏଫ୍ ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି…
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଜୁଲାଇରୁ ମଧ୍ୟସ୍ଥତା ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଓ ଗଜପତି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରାଜଜ୍ ଙ୍କ ନିର୍ଦ୍ଦେଶକ୍ରମେ ମାମଲାର ସମାଧାନ ନିମନ୍ତେ ଜୁଲାଇରୁ ସେପ୍ଟମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମଧ୍ୟସ୍ଥତା ମାଧ୍ୟମରେ…
ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ‘ଇ-ଶିକ୍ଷା ଏକ୍ସପ୍ରେସ’…
ଯାଜପୁର, ୧୪ ଜୁଲାଇ ୨୦୨୫: ସମ୍ପ୍ରଦାୟ-କେନ୍ଦ୍ରିକ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରି, ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା ) ର ସାମାଜିକ କଲ୍ୟାଣ ଶାଖା ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଆଜି ଯାଜପୁରର କଳିଙ୍ଗନଗରରେ ଏହାର ଦୁଇଟି…
ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
ଆଜି ସବୁ ସହରରେ କ୍ୟାଣ୍ଡେଲ ଜାଳି ମୃତା ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଡଗତି କାମନା କରାଯିବ। ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ମିଳିତ ବିରୋଧୀ ଦଳ ପକ୍ଷରୁ ସାମ୍ବାଦିକ ଙ୍କୁ ସୂଚନା କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି ଶେଷରେ ବିଜେପି ଦଳର…
ଓଡ଼ଗାଁ ଅଞ୍ଚଳ ବ୍ୟବସାୟୀ ସାଇବର ଠକେଇର ଶିକାର
୫୦ରୁ ଉର୍ଦ୍ଧ୍ବ ଜମାଖାତା ସାଇବର ବିଭାଗ ଦ୍ଵାରା ଅଚଳ,
୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅଚଳ ହୋଇ ବ୍ୟାଙ୍କରେ ପଡ଼ିରହିଛି
ଓଡ଼ଗାଁ,୧୪।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଞ୍ଚଳରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଜମାଖାତାଧାରୀଙ୍କ ଜମା ଖାତାରେ…