ବ୍ରହ୍ମଗିରି କୁ ଏନ ଏ ସି ଘୋଷଣା ଦାବୀ

  ପୁରୀ, (ଅନିମେଶପଟ୍ଟନାୟକ): ପୁରୀକୁ ମହାନଗରନୀଗମ ଘୋଷଣା ପରେ ବ୍ରହ୍ମଗିରିକୁ ଏନଏସି ମାନ୍ୟତା ଦେବା ପାଇଁ ଦାବୀ ହୋଇଛି । ବ୍ରହ୍ମଗିରିରେ ଏବେ ଜନସଂଖ୍ୟା ବୃଦ୍ଧି ପାଉଛି । ବ୍ୟବସାୟିକ କ୍ଷେତ୍ରର କଳେବର ଘଟିଛି । ବଜାରର ସୀମା ବୃଦ୍ଧି ହୋଇଛି । ତେଣୁ ବ୍ରହ୍ମଗିରିକୁ ଏନଏସି ଘୋଷଣା…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପୁରୀ : ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ସୋମବାର ଜିଲ୍ଲା ସଦର ମହକୁମା ଭୂ ଅର୍ଜନ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ଅଭିଯୋଗକାରୀ ଙ୍କ ଅଭିଯୋଗ ଗୁଡିକର ଶୁଣାଣୀ କରିଛନ୍ତି। ବିଭିନ୍ନ ଅଧିକାରୀ ମାନଙ୍କ ପାଖକୁ…

ଉତ୍କଳ ମେଲ ପକ୍ଷରୁ ରି-ଲଞ୍ଚିଙ୍ଗ କାର୍ଯ୍ୟକ୍ରମ : ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରେ ଗଣମାଧ୍ୟମ

ଉତ୍କଳ ମେଲ ଟିଭି ଲୋଗୋ ଉନ୍ମୋଚିତ ଭୁବନେଶ୍ୱର:  ଉତ୍କଳ ମେଲ ପକ୍ଷରୁ ରି-ଲଞ୍ଚିଙ୍ଗ କାର୍ଯ୍ୟକ୍ରମ ଆଜି ଜୟଦେବ ଭବନ ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଗଣ ମାଧ୍ୟମର ଭୂମିକା, ଦାୟିତ୍ୱ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ବିକାଶ…

ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ସିଏସଆର ଟାଇମ୍ସ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ବର, ଜୁଲାଇ ୧୬, ୨୦୨୫ : ତୃଣମୂଳ ସ୍ତରରେ କ୍ରୀଡାର ବିକାଶ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନକୁ ସିଏସଆର ଟାଇମ୍ସ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି । ଭାରତରେ ରୱାଣ୍ଡା ଗଣରାଜ୍ୟର ମାନ୍ୟବର ହାଇକମିଶନର ଶ୍ରୀମତୀ ଜ୍ୟାକଲିନ୍ ମୁକାଙ୍ଗିରା…

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା : ବିଜେଡ଼ି ର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ନବୀନ…

ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ ଭୁବନେଶ୍ୱର :ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା.ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ…

କଳାହାଣ୍ଡି ଏବଂ ରାୟଗଡ଼ାର ୨୧ଟି ଗ୍ରାମକୁ ଆଲୋକିତ କରିଛି ବେଦାନ୍ତ ଆଲୁମିନିୟମ

ଏହି ପଦକ୍ଷେପ ଅଞ୍ଚଳର ୫,୦୦୦ରୁ ଅଧିକ ବାସିନ୍ଦାଙ୍କ ପାଇଁ ଲାଭଦାୟକ ହୋଇଛି ଭୁବନେଶ୍ୱର, ୧୬/୦୭/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ୨୧ଟି ଗ୍ରାମରେ ୯୬ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ କରିଛି। ଏହି…

ସି ଏସ ସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ ବିଭିନ୍ନ ସେବା ର ଉଦଘାଟନ

ଜମନକିରା (ଲିପନ ନାଏକ ) ଆଜି ଜନସେବା କେନ୍ଦ୍ର (ସି ଏସ ସି) ର ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କୁ ନିର୍ଭୁଲ ରେ ସେବା ଯୋଗେଇ ଆସୁଥିବା ଏହି ସି ଏସ ସି ୧୬ ବର୍ଷ କୁ ଅବତରଣ କରିଛି l ସିଏସସି ୧୬ ବର୍ଷ ପୂର୍ତ୍ତି ନିମନ୍ତେ ସମଗ୍ର ରାଜ୍ୟରେ ଭି ଏଲ ଇ ଭାଇ ମାନେ ସି ଏସ ସି ର ଜନ୍ମଦିନ ଭାବରେ କେକ…

ସୌମ୍ୟାଶ୍ରୀ ମୃତ୍ୟୁ ନେଇ କେନ୍ଦୁଝରରେ ମୋହନ ସରକାରକୁ ଘୋର ନିନ୍ଦା।

ନିଜ ଦଳ କର୍ମୀଙ୍କ କ୍ଷୋଭ, ସରକାରକୁ ନିନ୍ଦା କଲେ।          କେନ୍ଦୁଝର, ତା୧୫/୭- ବାଲେଶ୍ଵର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ନେଇ ସମଗ୍ର କେନ୍ଦୁଝର ଜିଲ୍ଲାରେ ଶୋକର ବାତାବରଣ ଖେଳି ଯାଇଛି। ସବୁଠାରୁ ବଡ଼ କଥା ହେଲାକି ଶାସକ ବିଜେପି ଦଳର ସମର୍ଥକ ଛାତ୍ର ସଂଗଠନ ଅଖିଳ…

ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ଏକ ସେଣ୍ଟର ଅଫ୍ ଏକ୍ସସେଲେନ୍ସ୍ ସ୍ଥାପନ ପାଇଁ କିଟ୍ ସହ…

ଭୁବନେଶ୍ୱର July-15: ଡାଟା ସେଣ୍ଟର ପାଇଁ ଭାରତର ସର୍ବବୃହତ୍ ଏମଇପି ଜିସି ସେବା ପ୍ରଦାନକାରୀ ଲିସିନଲାଇଟ୍ସ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକ୍ସନ୍ ପକ୍ଷରୁ ମେକାନିକାଲ୍, ଇଲେକ୍ଟ୍ରିକାଲ୍ ଏବଂ ସିଭିଲ୍ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ବାସ୍ତବିକ ଅନୁଭୂତି ଏବଂ ଇଣ୍ଡଷ୍ଟ୍ରି ପାଇଁ…

କୋମଣ୍ଡ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

 ଓଡ଼ଗାଁ,୧୫।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ  କୋମଣ୍ଡ ଆନନ୍ଦ ସାହୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ…