ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁପୁତ୍ର ମୃତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଯାମଛାପର ଗ୍ରାମରେ ଆଜି ଦୁଃଖତ ଘଟଣା ଦେଖିବାକୁ ମେଳିଛି l ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାୟ ୫ବର୍ଷର ଶିଶୁର ମୃତ୍ୟୁ ଘଟିଛି l ମୃତ ଶିଶୁ ହେଲେ ହିମାଂଶୁ ସନ୍ୟାସୀଙ୍କ ପୁଅ ଶ୍ରେୟାଂଶା…

ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ଡୁଙ୍ଗୁରିପାଲି ପକ୍ଷରୁ ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମର୍ଦ୍ଧନା।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ , ଡୁଙ୍ଗୁରିପାଲି ପକ୍ଷରୁ ଡୁଙ୍ଗୁରିପାଲି ଥାନାର ନୂତନ ଥାନାଧିକାରୀ ରୋଜାଲିନ ପଟେଲ ଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ସାମ୍ବାଦିକ ସଂଘ ସଭାପତି ପଦ୍ମବାଗ୍ ଯାଦବଙ୍କ ନେତୃତ୍ୱରେ ଉପ…

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ

ରାଉରକେଲା, (ବସନ୍ତ କୁମାର ଜେନା):   ରାଉରକେଲା ଇସ୍ପାତ କାରଖାନା ସଂପ୍ରସାରଣ, ନିଯୁକ୍ତି , ବିସ୍ଥାପିତଙ୍କ ଥଇଥାନ, ବିମାନ ବନ୍ଦରର ଉନ୍ନତିକରଣକୁ ନେଇ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଭିଜିତ ନରେନ୍ଦ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ  ଆଜି ଅତିରିକ୍ତ…

କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ କମ୍ଭମପତି

କିସ୍‍ ପିଲାଙ୍କ ସହ ମଧ୍ୟାହ୍ନଭୋଜନ କରିବାରେ କମ୍ଭମପତି ପ୍ରଥମ ରାଜ୍ୟପାଳ ଭୁବନେଶ୍ୱର, ୨୪ ।୭: ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପତି ଆଜି କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଆସି କିସ୍‍ର ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ…

ଆରଏମସି ତରଫରୁ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

ରାଉରକେଲା,(ବସନ୍ତ କୁମାର ଜେନା): ସ୍ଵଚ୍ଛ ସର୍ବେକ୍ଷଣ ୨୦୨୪ ରେ ରାଉରକେଲା ମହାନଗର ନିଗମର ଉଲ୍ଲେଖନୀୟ ପ୍ରଦର୍ଶନ ପରେ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ବଡ଼ାଖାନାର ଆୟୋଜନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ସମ୍ମାନ…

ଏକ୍ ସାମ୍ ରଫି ସାହେବ କେ ନାମ୍ ଆସନ୍ତା ୨୮ ରେ

ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅନ୍ୟତମ ସାମାଜିକ ତଥା ସଂଗୀତ ଅନୁଷ୍ଠାନ ସାଇ ସଂଗମ ମ୍ୟୁଜିକାଲ ଏଣ୍ଡ ସୋସିଆଲ ଟ୍ରଷ୍ଟ ତରଫରୁ ମହାନ୍ ଚଳଚ୍ଚିତ୍ର ଜଗତର ଗାୟକ ମହମ୍ମଦ ରଫି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଏକ୍ ସାମ୍ ରଫି ସାହେବ କି ନାମ୍ ଆସନ୍ତା ୨୮…

ନିଜ ଠାରୁ ଅଧିକ ବୟସର ସ୍ୱାମୀକୁ ନେଇ ଅସନ୍ତୁଷ୍ଟ ସ୍ତ୍ରୀ:ସ୍ୱାମୀକୁ ହତ୍ୟା ଉଦ୍ୟମ କରି ଗିରଫ ।

ବେଲଗୁଣ୍ଠା--(ଶିବରାମ ଚୌଧୁରୀ )-କଥାରେ ଅଛି ସ୍ୱାମୀ ଇହ କାଳ ପର କାଳର ଦେବତା ! ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ସ୍ୱୟଂ ଯମରାଜାଙ୍କ ସହିତ ଲଢି ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । କିନ୍ତୁ ଆଜି କାଲି କା ସମୟରେ କେବେ ପରକୀୟା ପ୍ରୀତି ହେଉ କି ପାରିବାରିକ ଅଶାନ୍ତିରୁ ସେହି ସ୍ତ୍ରୀ ନିଜ…

ଖଣି ପ୍ରଭାବିତ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉତ୍କଳ ଆଲୁମିନାର ପ୍ରୟାସ: ୩ଟି ମୁକ୍ତ ବ୍ୟୟାମଶାଳା ଓ ୨ଟି ଗୋଷ୍ଠୀ…

ଟିକିରି ରୁ ବୈକୁଣ୍ଠ ଦୁରିଆ; ରାୟଗଡା ଜିଲ୍ଲା ଟିକିରି ଅଧୀନ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ବାଫ୍ଲିମାଳି ଖଣି ସିଏସଆର ତରଫରୁ ଗ୍ରାମାଞ୍ଚଳ ଭିତ୍ତିଭୂମି ଉନ୍ନତି ସକାଶେ ବିଭିନ୍ନ ପ୍ରକଳ୍ପ କାର୍ୟ୍ଯକାରୀ କରାଯାଇଅଛି । ଏହି କ୍ରମରେ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର, ତା୨୪.୦୭.୨୫ରିଖ ସୁମନ୍ତ କୁମାର ଦାସ : ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ…

ଶ୍ମଶାନରୁ କାଟି ନେଲେ ଚନ୍ଦନ ଗଛ

  ଜଗତସଂହପୁର ତା -24.07.2025 ସୁମନ୍ତ କୁମାର ଦାସ:: ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତର ପୁଟିଙ୍ଗ ସ୍ଥିତ ଶ୍ମଶାନରେ ଥୂବା ବଡ଼ ଚନ୍ଦନ ଗଛଟି ଚୋରି ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ସେଠାରେ ଶ୍ମଶାନ ଘର ହେବ ବୋଲି ସଫା ହେଉଥିବା କହିଥିଲେ। ପରେ ବିଦ୍ୟୁତ ଖୁଣ୍ଟ ହୋଇଥିବା…