ନବରଙ୍ଗପୁର ଠାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟି ବୈଠକ

ନବରଙ୍ଗପୁର ତା ୨୪.୭.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଦକ୍ଷତା ବିକାଶ ମିଶନ ଓ ଜିଲ୍ଲା ଦକ୍ଷତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର…

ଜିନ୍ଦଲ ଫାଉଣ୍ଡେସନର ଦୁଇ ଜଣ ଉଶୁ ଚାମ୍ପିଅନମାନ ଓଡ଼ିଶା ରାଜ୍ୟପାଳଙ୍କ ଦ୍ବାରା ସମ୍ମାନିତ

ଭୁବନେଶ୍ୱର, ୨୪/୦୭/୨୦୨୫: ଗତକାଲି (୨୩ ଜୁଲାଇ ୨୦୨୫) ଭୁବନେଶ୍ୱରର ରାଜଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ ପାଟି ଜିନ୍ଦଲ ଫାଉଣ୍ଡେସନ ଉଶୁ ତାଲିମ କାର୍ଯ୍ୟକ୍ରମର ଦୁଇ ଯୁବ ଖେଳାଳି - ପ୍ରେମ ମୁଣ୍ଡା ଏବଂ ରାଜକୁମାର…

ସବୁଜ ପରିବେଶ ଓ ସୁସ୍ଥ ଜଳବାୟୁ ନିମନ୍ତେ ଏକମାତ୍ର ବିକଳ୍ପ ଚାରାରୋପଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସବୁଜ ପରିବେଶ ଓ ସୁସ୍ଥ ଜଳବାୟୁ କୁ ନିରବଚ୍ଛିନ୍ନ ରଖିବା ନିମନ୍ତେ ଏକମାତ୍ର ବିକଳ୍ପ ଚାରାଗଛ ରୋପଣ। ଯେପରି ଭାବରେ ଦିନକୁ ଦିନ ଆଧୁନିକ ମାନବ ସମାଜ ଉନ୍ନତି ସ୍ତରକୁ ଅଗ୍ରଗତି ହେଉଛି, ସେହିପରି ଭାବରେ ତାକୁ ଦୃଷ୍ଟିରେ ରଖି ଶିଳ୍ପ, କଳକାରଖାନା,…

ବିବାଦୀୟ ବିଦ୍ୟୁତ୍ ବିଲର ସମାଧାନ ପାଇଁ ଟିପିଡବ୍ଲୁଓଡିଏଲ ପକ୍ଷରୁ ଗ୍ରାହକ ଅଭିଯୋଗ ସମାଧାନ ଶିବିରର ଆୟୋଜନ

ବୁର୍ଲା, ୨୩ ଜୁଲାଇ, ୨୦୨୫: ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଓ ଗ୍ରାହକ ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ଆସନ୍ତା  (ତା. ୨୫.୦୭.୨୦୨୫ରିଖ) ଦିନ ସମ୍ବଲପୁର ପୂର୍ବ…

ବସୁନ୍ଧରା ଯୋଜନାରେ ୯୫ ଜଣଙ୍କୁ ଜମିପଟ୍ଟା ବଣ୍ଟନ

ବିଜେପୁର :-ବରଗଡ ଜ଼ିଲ୍ଲା ବରପାଲି ତହସିଲ କାର୍ଯ୍ୟାଳୟରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓଡ଼ିଶା ସରକାରଙ୍କ ଅନୁମୋଦନ କ୍ରମେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନକରାଯାଇଛି । ତହସିଲଦ।ର ରୁକ୍ମଣ ମେହେରଙ୍କ ତତ୍ତ୍ବାବଧାନରେ ଆୟୋଜିତ କ।ର୍ଯ୍ୟକ୍ରମ ରେ ବିଜେପୁର…

ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଲିମିଟେଡର ନାମ ବଦଳି ହେଲା ଜିନ୍ଦଲ ଷ୍ଟିଲ ଲିମିଟେଡ

ନୂଆଦିଲ୍ଲୀ, ୨୩ ଜୁଲାଇ ୨୦୨୫: ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର ଲିମିଟେଡର ନାମ ବଦଳି ୨୨ ଜୁଲାଇ ୨୦୨୫ରୁ ଜିନ୍ଦଲ ଷ୍ଟିଲ ଲିମିଟେଡ ହୋଇଛି। ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟର ରେଜିଷ୍ଟ୍ରାର ଅଫ୍ କମ୍ପାନିଜର ମଞ୍ଜୁରୀ ପରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି।ଜିନ୍ଦଲ…

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜ ତାଲିମ ପଦକ୍ଷେପ, କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବ ତୀରନ୍ଦାଜ

ଭୁବନେଶ୍ୱର, ୨୩/୦୭/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବ ତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି। ଏହି ଅଞ୍ଚଳର ଜଣେ ଯୁବ ତୀରନ୍ଦାଜ ଖିରୋଦ କୁମାର କୋଲକାତାରେ ଅନୁଷ୍ଠିତ CBSE…

ସ୍ବଚ୍ଛ ଓଡ଼ଗାଁ ସୁସ୍ଥ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ: ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ବିଦ୍ୟାଳୟ ସ୍ତରୀୟ ସ୍ବଚ୍ଛ ସୁସ୍ଥ ସୁନ୍ଦର ଓଡ଼ଗାଁ ପ୍ରତିଯୋଗିତା ସ୍ଥାନୀୟ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏନସିସିର ୧୮ ବିଦ୍ୟାଳୟରୁ ଚିତ୍ରାଙ୍କନ…

ଓଡ଼ଗାଁ ଗଣେଶ ବଜାର ନିକଟ ବସଷ୍ଟାଣ୍ଡରୁ ୫ କେଜି ବାରହା ମାଂସ ଜବତ, ଜଣେ ଗିରଫ

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଗଣେଶ ବଜାର ବସଷ୍ଟାଣ୍ଡରେ ବୁଧବାର ସକାଳେ ଜଙ୍ଗଲି ବାରହା ମାଂସ ପଲ୍ଲିଥିନ ପ୍ୟାକେଟରେ ବିକ୍ରି ହେଉଥିବା ଖବର ପାଇ ଓଡ଼ଗାଁ ବନ୍ୟାଳ ସରିତା ବରାଳ ଏବଂ ବନରଖି ସୈ।ମ୍ୟରଞ୍ଜନ ଦଳେଇଙ୍କ ସହିତ ରଘୁନାଥ ପ୍ରଧାନ,…

ଓଡ଼ଗାଁ ବ୍ଳକ ଅଞ୍ଚଳରେ ବଜ୍ରାଘାତରେ ୨ ମୃତ

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିଖରପୁର ଅଞ୍ଚଳ ଏବଂ ଗିରିଡିପଲ୍ଲୀ ପଞ୍ଚାୟତରେ ବଜ୍ରାଘାତ କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଘନଘନ ବଜ୍ରପାତ ସମସ୍ତଙ୍କୁ ଚମକାଇ ପକାଉଛି । ହେଲେ…