Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଳିତ; ରତ୍ନ ଚିତା ପିନ୍ଧିଲେ ତିନି ଠାକୁର
ପୁରୀ, (ଅନିମେଶ ପଟ୍ଟନାୟକ): ଗୁରୁବାର ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହୋଇଯାଇଛି । ବାହୁଡ଼ାଯାତ୍ରାର ପୋଡ଼ପିଠା ଓ ନୀଳାଦ୍ରି ବିଜେର ରସଗୋଲା ପରି, ଚିତଉପିଠା ଏହି ନୀତିର ସ୍ବତନ୍ତ୍ର ଭୋଗ । ସ୍ନାନବେଦୀରେ ସ୍ନାନ…
ବିଜେପିରେ ଯୋଗ ଦେଲେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକର ନିର୍ବାଚିତ…
ବିଜେଡି ସମର୍ଥିତ ୧୦ ଜଣ ସରପଂଚଙ୍କ ସମେତ ଅନେକ କର୍ମୀଙ୍କ ବିଜେପିରେ ଯୋଗଦାନ
ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ
ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ…
ନାନୋ ୟୁନିକର୍ଣ୍ଣ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ୧ ଲକ୍ଷ ଟଙ୍କା ସୁଧ ମୁକ୍ତ ଋଣ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ…
ଯୌନ ଉତ୍ପୀଡନ ନିବାରଣ, ନିଷେଧ ଓ ପ୍ରତିକାର ଆଇନ କାର୍ଯକାରୀ ବୈଠକ
ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଇନ ୨୦୧୩ କାର୍ଯକାରୀ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ପ୍ରକାର ଭେଦ, ଏହାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗକମିଟି…
ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ସଞ୍ଚୟ ଯୋଜନା ଆଲୋଚନା ଚକ୍ର ରେ Asst. Director saving & financial services ବିବେକାନନ୍ଦ ମହନନ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ…
ହରାଲି ଉଆଁସରେ ଉତ୍ସବମୁଖର ଗ୍ରାମ୍ୟ ପରିବେଶ: କ୍ଷେତରେ କେନ୍ଦୁ ଶାଖା ସ୍ଥାପନ କଲେ ଯଦୁବଂଶୀ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ଚିତାଉ ଅମାବାସ୍ୟା ଓଡିଶାର କୃଷି ଭିତ୍ତିକ ଅନ୍ୟତମ ମହାନ ପର୍ବ ହୋଇଥିବାବେଳେ କଳାହାଣ୍ଡିରେ ଏହା ଭିନ୍ନ ରୂପରେ ପାଳିତ ହୋଇଥାଏ। ଚିତାଲାଗି ଅମାବାସ୍ୟାକୁ ପଶ୍ଚିମ ଓଡ଼ିଶାରେ ହରାଲି ଉଆଁସ ବୋଲି କୁହାଯାଏ। ଆଜି ହରାଲି ଉଆଁସକୁ ନେଇ ନର୍ଲା…
ପ୍ରଦେଶ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳିତ
ଭୁବନେଶ୍ୱର ତା ୨୪/୭/୨୫ :- ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି।
ଏହି ଅବସରରେ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି…
ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ
ଓଡ଼ଗାଁ,୨୪।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ଏକ ନାବାଳିକା ଅପହରଣ ମାମଲାରେ ଓଡ଼ଗାଁ ପୋଲିସ ରାବରା ପଞ୍ଚାୟତ ରାବରା ସ୍କୁଲ ସାହିର ନବ କୁମାର ସାମଲ (୨୫)କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିଲେ । ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ…
ପ୍ରଶାସକ ଠାରୁ ନ୍ୟାୟ ନପାଇ ଗଣମାଧ୍ୟମର ସାହାରା ନେଲେ ପିଡିତ ମହିଳା ।
କେଉଁ ନେତା ଙ୍କ ଛତ୍ର ଛାୟା ତଳେ ବାଲି ମାଫିଆ !
ଏତଲା ଦେବାର ୩୦ଦିନ ପରେ ବି ମହିଳାଙ୍କୁ ମିଳିଲାନି ନ୍ୟାୟ ।
ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଜଣାଇବା ୧୫ ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୁନ ।
ଧାରଣା ଦେବାର ଧମକ ପରେ କାର୍ଯ୍ୟାନୁଷ୍ଠାନ ହେବାର ପ୍ରତିଶ୍ରୁତି…
ପାଇକ ବିଦ୍ରୋହକୁ ସ୍ଥାନ ନଦେବା ରାଜ୍ୟବାସୀଙ୍କ ସହିତ ପ୍ରତାରଣା: ବିଜେଡି
ଏନସିଇଆର୍ଟି ପୁସ୍ତକରେ ପାଇକ ବିଦ୍ରୋହ ସ୍ଥାନ ନପାଇବା ପ୍ରସଙ୍ଗ,ମନ୍ତ୍ରୀପଦ ଚାଲିଯିବା ଭୟରେ ଧର୍ମେନ୍ଦ୍ର ଚୁପ
କେବଳ ଭୋଟ ହାତେଇବା ପାଇଁ ବିଜେପି ଓଡ଼ିଆ ଅସ୍ମିତା ନାରା ଦେଇଥିଲା
ଭୁବନେଶ୍ୱର, ୨୪/୦୭/୨୦୨୫: ନିକଟରେ ପ୍ରକାଶିତ ହୋଇଥିବା ଏନସିଇଆର୍ଟି ପାଠ୍ୟକ୍ରମରେ ପାଇକ…