Sign in
Sign in
Recover your password.
A password will be e-mailed to you.
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
ବିଜେପୁର :-ଆର. ବି. ଏସ. କେ କାର୍ଯ୍ୟକ୍ରମ ର କୋର କମିଟି ମୀଟିଙ୍ଗ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ( RBSK) ର ଏକ କୋର କମିଟି ମୀଟିଙ୍ଗ ଅନୁଷ୍ଠିତ ହୋଇଯାଇଛି lବିଜେପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ସରୋଜ ବିଶ୍ଵାଳ ଙ୍କ ତତ୍ୱାବଧାନରେ…
ହିଣ୍ଡାଲ୍କୋ ଓ ରାଜ୍ୟ ସରକାରଙ୍କ ମଧ୍ୟରେ 2’ଟି ଏମଓୟୁ ସ୍ଵାକ୍ଷର
କେନ୍ଦୁଝର ଓ ସମ୍ବଲପୁରରେ ହେବ ପୋଷାକ ତିଆରି କାରଖାନା
ଭୁବନେଶ୍ୱର ; ଆଦିତ୍ୟ ବିର୍ଲା ଗୃପ ଅଧୀନ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଓଡ଼ିଶାରେ 200 କୋଟି ଟଙ୍କା ନିବେଶ ପାଇଁ ଧାର୍ଯ୍ୟ ହୋଇଅଛି । ଫଳରେ ଓଡିଶାର କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରେ ପ୍ରତିଷ୍ଠା ହେବ ପୋଷାକ ତିଆରି କାରଖାନା ।…
ଲାୟନ୍ସ କ୍ଳବ୍ ରେ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ଅନୁଷ୍ଠିତ।
ପଦ୍ମପୁର :- ଲାୟନ୍ସ କ୍ଳବ୍ ର ୨୦୨୫-୨୬ ବର୍ଷ ର ପ୍ରଥମ ବୋର୍ଡ ଅଫ ଡାଇରେକ୍ଟରସ୍ ର ବୈଠକ ସଭାପତି ଲାୟନ୍ ପ୍ରିତମ ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକ ରେ ଆଗାମୀ ସମୟ ରେ ହେବାକୁ ଥିବା ସେବା ସମ୍ପର୍କ ରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ସମ୍ପାଦକ ଲାୟନ୍…
ଟିଆରପି ପଛରେ ନ ପଡି ସତ୍ୟତା ଉପରେ ଫୋକସ କରିବା ଜରୁରୀ: ଉପ-ମୁଖ୍ୟମନ୍ତ୍ରୀ
କଣ୍ଟାବାଞ୍ଜି ପ୍ରେସ କ୍ଲବର ପଞ୍ଚମ ବାର୍ଷିକ ଉତ୍ସବ ପାଳିତ !!!
କଣ୍ଟାବାଞ୍ଜି:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ସାମ୍ୱାଦିକ ଯଦି କୌଣସି ଅଭିଯୋଗକୁ ନେଇ ଖବର କଲେ ଅଭିଯୋଗକାରୀ ଏବଂ ଯାହା ନାଁ ରେ ଅଭିଯୋଗ ଆସିଛି ଉଭୟ ପକ୍ଷର ପ୍ରତିକ୍ରିୟା କୁ ନେଇ ଖବର କରିବା। କେବେ ହେଲେ ଏକ ତରଫା ଖବର…
ସମ୍ ହସ୍ପିଟାଲ୍ ପକ୍ଷରୁ ରାଜ୍ୟସ୍ତରୀୟ ନବଜାତ ଏନ୍ଆଇଭି କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ଜୁଲାଇ ୨୪: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ନିକଟରେ ରାଜ୍ୟସ୍ତରୀୟ ନବଜାତ ନନ୍ ଇନ୍ଭାସିଭ ଭେନ୍ଟିଲେସନ୍ (ଏନଆଇଭି) କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୪୬ ଜଣ ଡାକ୍ତର ଓ ନର୍ସ ଯୋଗ ଦେଇଥିଲେ…
ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ପାଳିତ; ରତ୍ନ ଚିତା ପିନ୍ଧିଲେ ତିନି ଠାକୁର
ପୁରୀ, (ଅନିମେଶ ପଟ୍ଟନାୟକ): ଗୁରୁବାର ଶ୍ରାବଣ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କର ଚିତାଲାଗି ନିତୀ ଅନୁଷ୍ଠିତ ହୋଇଯାଇଛି । ବାହୁଡ଼ାଯାତ୍ରାର ପୋଡ଼ପିଠା ଓ ନୀଳାଦ୍ରି ବିଜେର ରସଗୋଲା ପରି, ଚିତଉପିଠା ଏହି ନୀତିର ସ୍ବତନ୍ତ୍ର ଭୋଗ । ସ୍ନାନବେଦୀରେ ସ୍ନାନ…
ବିଜେପିରେ ଯୋଗ ଦେଲେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଲଖନପୁର ବ୍ଲକର ନିର୍ବାଚିତ…
ବିଜେଡି ସମର୍ଥିତ ୧୦ ଜଣ ସରପଂଚଙ୍କ ସମେତ ଅନେକ କର୍ମୀଙ୍କ ବିଜେପିରେ ଯୋଗଦାନ
ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ
ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ…
ନାନୋ ୟୁନିକର୍ଣ୍ଣ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ସ୍ଥାପନ ପାଇଁ ସ୍ଥାନୀୟ ଆଶାୟୀ ଯୁବକ ଯୁବତୀ ମାନଙ୍କୁ ୧ ଲକ୍ଷ ଟଙ୍କା ସୁଧ ମୁକ୍ତ ଋଣ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ…
ଯୌନ ଉତ୍ପୀଡନ ନିବାରଣ, ନିଷେଧ ଓ ପ୍ରତିକାର ଆଇନ କାର୍ଯକାରୀ ବୈଠକ
ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆଇନ ୨୦୧୩ କାର୍ଯକାରୀ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନା ପ୍ରକାର ଭେଦ, ଏହାର ପ୍ରଭାବ, ଅଭିଯୋଗ କରିବାର ପ୍ରକ୍ରିୟା, ଆଭ୍ୟନ୍ତରୀଣ ଅଭିଯୋଗକମିଟି…
ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ସଞ୍ଚୟ ଯୋଜନା ଆଲୋଚନା ଚକ୍ର ରେ Asst. Director saving & financial services ବିବେକାନନ୍ଦ ମହନନ୍ଦଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ…