Sign in
Sign in
Recover your password.
A password will be e-mailed to you.
ଭାରତୀୟ ମଜଦୁର ସଂଘ ର 30 ତମ ପ୍ରତିଷ୍ଠା ଦିବସ ପାଳିତ
ନବରଙ୍ଗପୁର : 23/07/025,ଅଶୋକ ସାହୁ, ଶାସକ ପ୍ରଶାସକ ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଶାଖା ତରଫରୁ 30ତମ ପ୍ରତିଷ୍ଠା ଦିବସ ଚୈତନ ମନ୍ଦିର ସଭାଗୃହ ଠାରେ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ ଙ୍କ ସଭାପତିତ୍ବ ରେ ମହା ଆଡମ୍ବର ରେ ପାଳିତ ହୋଇ ଯାଇଛି l ନବରଙ୍ଗପୁର ବସ ଷ୍ଟାଣ୍ଡ…
ନୂତନ ଏଟିଏମ୍ ର ଶୁଭ ଉଦ୍ ଘାଟନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ମନ୍ଦାରୀ କଲେଜ ଆଗ ରେ ବକ୍ରାଙ୍ଗି ଏଟିଏମ୍ ର ଶୁଭ ଉଦ୍ ଘାଟନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଜେପି ନେତା ମାଧବାନନ୍ଦ ମଲ୍ଲିକ, ଦେବ କାନ୍ତ ସାମଲ ଓଡ଼ିଶା ଷ୍ଟେଟ ହେଡ ବକ୍ରାଙ୍ଗି, ସମ୍ମାନିତ ଅତିଥି ଭାବେ…
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର
ନବରଙ୍ଗପୁର, ୨୩/୦୭/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ମହିଳା ମହାବିଦ୍ୟାଳୟ, ନବରଙ୍ଗପୁରଠାରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ,…
ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଓ ଆକାଂକ୍ଷା ହାଟ ପ୍ରସ୍ତୁତି ବୈଠକ
ନବରଙ୍ଗପୁର ତା ୨୩/୭/୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଅଗଷ୍ଟ ୨ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ପୋଲିସ ପଡିଆ ନବରଙ୍ଗପୁର ଠାରେ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ସହ ଆକାଂକ୍ଷା ହାଟ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ…
କଣମଣ ଛକରୁ “ନ” ପେଟି ଦେଶୀ ଓ ବିଦେଶୀ ମଦ ଜବତ l
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ଛୁରୀଅନା ଗ୍ରାମ ପଞ୍ଚୟତ ର କଣମଣ ନଦୀ କୁଳ ପୋଲ ନିକଟରେ ଥିବା କୁଖ୍ୟାତ ମଦ ମାଫିଆ ବିଜୟ ନାୟକ ଙ୍କ ଘରୁ ଅସ୍ତରଙ୍ଗ ଥାନା ଅଧିକାରୀ ବୁଧବାର ଦିନ ଏଗାର ଘଟିକା ସମୟ ରେ ଚଢ଼ାଉ କରି ନ ପେଟି ଦେଶୀ ଓ ବିଦେଶୀ ମଦ ଜବତ କରି ଛନ୍ତି l ସେହି ମଦ…
ବେଲଗୁଣ୍ଠା ପଂଚାୟତ ସମିତି ସାଧାରଣ ବୈଠକ, ମଧ୍ୟାହ୍ନ ଭୋଜନ ନିମ୍ନ ମାନର ନେଇ ଇଙ୍ଗିନାଠୀ ସରପଞ୍ଚ ଙ୍କ କ୍ଷୋଭ
ବେଲଗୁଣ୍ଠା,-(ଶିବାରମଚୌଧୁରୀ)- , ବେଲଗୁଣ୍ଠା ପଂଚାୟତ ସମିତିର ସପ୍ତମ ସାଧାରଣ ବୈଠକ ପଂଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ରୂପେ…
ବଜ୍ରାଘାତରେ ଛେଳି ଚରାଳି ଗୁରୁତର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ଗୋଲା ସାହିର ଜି ସନ୍ତୋଷ ଙ୍କ ପୁଅ ଜି. କାହ୍ନା ନାମକ ଜଣେ ଯୁବକ ପ୍ରତିଦିନ ଭଳି ଆଜି ଛେଳି ଚରାଇବା ପାଇଁ ନିକଟସ୍ଥ ଜିରୋଳି ନିକଟକୁ ଯାଇଥିଲେ I ସେଠାରେ ଅପରାହ୍ଣ ୪:୪୫ ରୁ ୫:୦୦ ମଧ୍ୟରେ ବର୍ଷା ହେବା ସହ ବିଜୁଳି ଏବଂ ବଜ୍ରପାତ ହୋଇଥିଲା I…
ଭାରତୀୟ ମଜଦୁର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳିତ
ପୁରୀ ,୨୩/୭ - ରାଷ୍ଟ୍ର ,ଶ୍ରମିକ ଓ ଉଦ୍ଯୋଗ ହିତ ପାଇଁ ଭାରତୀୟ ମଜଦୁର ସଙ୍ଘ ୧୯୫୫ ମସିହାରେ ଗଠିତ ହୋଇଥିଲା । ମହାନ ରାଷ୍ଟ୍ର ନାୟକ ପରମପୂଜ୍ୟ ଦତ୍ତପନ୍ତ ଥେଙ୍ଗେଡି ମଧ୍ୟପ୍ରଦେଶ ଭୋପାଳ ଠାରେ ୩୦ ଜଣ ଶ୍ରମିକଙ୍କୁ ନେଇ ଆରମ୍ଭ କରିଥିଲେ । ଏହି ସଂଘର ୭୦ତମ ପ୍ରତିଷ୍ଠା ଦିବସ ବୁଧବାର ପୁରୀ…
ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦେଲେ ଡୁଙ୍ଗୁରିପାଲିର ବିଭିନ୍ନ ସଂଗଠନ
ସୁବର୍ଣ୍ଣପୁର ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାରେ ନୂତନ ଭାବେ ମହିଳା ଥାନା ଅଧିକାରୀ ରୋଜାଲିନି ପଟେଲଙ୍କୁ ଡୁଙ୍ଗୁରିପାଲି ମିନିଟ୍ରକ ସଂଘ, ଶିବାନନ୍ଦ କ୍ଳ୍ଲବ, ବଜାରଙ୍ଗ ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଜଣେ ମହିଳା…
କପଶିରା ଗୁରହାଣ୍ଡି ନାଳର ଭାଙ୍ଗିଲା ବ୍ରିଜ, ଯାତାୟତ ଠପ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରହାଣ୍ଡି ନାଳରେ ଥିବା ବହୁ ପୁରୁଣା ପୋଲର ଦୁଇଟି ଛାତ ଭାଙ୍ଗି ଯିବାରୁ ଯାତାୟତ ବାଧାପ୍ରାପ୍ତ l ଏହି ରାସ୍ତା ଦେଇ ଆଖ ପାଖ ଅଞ୍ଚଳର ପାଖାପାଖି 50 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି…