ଡୁଙ୍ଗୁରିପାଲି ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି

ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ) ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଡୁଙ୍ଗୁରିପାଲି ମିଳିତ ପକ୍ଷରୁ ମାତୃ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲିଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି…

କେନ୍ଦୁଝରଠାରେ ଏଏମ୍/ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ସ୍କୁଲ ବସ୍ ସେବାର ଶୁଭାରମ୍ଭ

 କେନ୍ଦୁଝର, ଅଗଷ୍ଟ ୦୭, ୨୦୨୫: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ ଏସ୍ ଇଣ୍ଡିଆ) ଏହାର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ଵବୋଧ (ସିଏସ୍ଆର୍) ପଦକ୍ଷେପ 'ପଢେଗା ଭାରତ' ପ୍ରକଳ୍ପ ଅନ୍ତର୍ଗତ ଠାକୁରାଣୀ ଖଣି ଅଞ୍ଚଳ ନିକଟସ୍ଥ ଡାଲକି, ସେଡିଂ ଏବଂ ଠାକୁରାଣୀ ଗ୍ରାମର ୧୦୦ରୁ…

ବଳଙ୍ଗା ପୀଡିତାକୁ ନ୍ୟାୟ ଦାବିରେ ଅସ୍ତରଙ୍ଗ ବିଜେଡିର ପ୍ରତିବାଦ

ଅସ୍ତରଙ୍ଗ,୭/୮ :-ବଳଙ୍ଗା ପୀଡିତାକୁ ନ୍ୟାୟ ଦାବିରେ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରାର ଅସ୍ତରଙ୍ଗରେ ପ୍ରଭାବ ପଡିଛି | ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ମଧ୍ୟାହ୍ନ ୧୨ରେ ଶେଷ ହୋଇଥିଲା ବେଳେ ବଜାରକୁ ପ୍ରବେଶ ପୂର୍ବରୁ ଦୁଇଟି ସ୍ଥାନରେ ନୂଆଗଡ ଛକ ସମେତ…

ବେଲଗୁଣ୍ଠା ପ୍ରେସ କ୍ଲବ ଏବଂ ସାହିତ୍ୟ ଘର ତରଫରୁ ମିଳିତ ବୃକ୍ଷରୋପଣ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଅଧ୍ଯକ୍ଷତାରେ ସାହିତ୍ୟ ଘର ଏବଂ ବେଲଗୁଣ୍ଠା ପ୍ରେସକ୍ଲବର ମିଳିତ ଉଦ୍ୟମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ…

ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ

ରେଙ୍ଗାଲି :- ଆଦିତ୍ୟ ଆଲୁମିନିୟମ,ଲପାଙ୍ଗା, ସିଏଚସି ଲଇଡା ଓ ମହିଳା ଓ ଶିଶୁ ବିକାଶ, ରେଙ୍ଗାଲି ର ମିଳିତ ଆନୁକୁଲ୍ୟରେ ରେଙ୍ଗାଲି ବ୍ଲକ ର ପାଞ୍ଚ ଗୋଟି ପଞ୍ଚାୟତ ରେ ଯଥା ଲପଙ୍ଗା, ବୋମାଲେଇ, କତରବଗା, ଜଙ୍ଗଲା ଗିଚାମୁରାର ବିଭିନ୍ନ ଅଙ୍ଗନାୱାଡ଼ି କେନ୍ଦ୍ର ଠାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ…

ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଯିବା ପାଞ୍ଚଦିନ ପରେ ଛାତ ସିଲିଂ ଗଳି ପଡ଼ିଲା।

ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି। କେନ୍ଦୁଝର,ତା୭/୮- ମୁଖ୍ୟମନ୍ତ୍ରୀ କେନ୍ଦୁଝର ଗସ୍ତର ପାଞ୍ଚଦିନ ଯାଇନି ତାଙ୍କ ଦ୍ଵାରା ଉଦଘାଟିତ ଜନ ପ୍ରତୀକ୍ଷାଳୟ ଛାତ ସିଲିଂ ଗଳି ପଡ଼ିଥିବା ଖବର ଆସିଛି । ସୂଚନା ମିଳିଛି କି ମାତ୍ର ପାଞ୍ଚ ଦିନ ତଳେ ମୁଖ୍ୟମନ୍ତ୍ରୀ…

ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଜିଇଟିମାନଙ୍କ ଏକ ମାସ ବ୍ୟାପୀ ବାହ୍ୟ ତାଲିମ ଉଦ୍ ଯାପିତ

ଭୁବନେଶ୍ଵର:- ସିଏସଆଇଆର – ଆଇଏମଏମଟି ଦ୍ୱାରା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଦ୍ଵାରା ସ୍ନାତକ ଇଞ୍ଜିନିୟର ପ୍ରଶିକ୍ଷାର୍ଥୀ (ଜିଈଟିସ)ମାନଙ୍କ ପାଇଁ ଏକ ମାସର ବାହ୍ୟ ବୈଷୟିକ ତାଲିମ କାର୍ଯ୍ୟକ୍ରମ ସମାପ୍ତ ହୋଇଛି। ତାଲିମ କାର୍ଯ୍ୟକ୍ରମର ବିଷୟବସ୍ତୁ ଉପରେ କେନ୍ଦ୍ରିତ ବିଭିନ୍ନ ଦିଗ…

ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍‌ଡୁ ଲିଗ୍ ପ୍ରତିଯୋଗୀତାରେ ଗଜପତି ଜିଲ୍ଲା ର ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁଇ ଦିନ ଧରି ଭଦ୍ରକ ସ୍ଥିତ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମ ଠାରେ ରାଜ୍ଯ ସ୍ତରୀୟ ଅସ୍ମିତା ତାଇକୋନ୍‌ଡୁ ଲିଗ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଡାଇକୋନ୍ତୁ ପ୍ରତିଯୋଗିତା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା…

ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ଚେତାବନୀ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନ ମହାବିଦ୍ୟାଳୟ ମାନଙ୍କରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ନେଇ ସରକାରଙ୍କ ବୈମାତୃକ ମନୋଭାବର ପ୍ରକାଶ ପାଇଛି।…

ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ।

ସାପ୍ତାହିକ ‘ଗଣ ଇସ୍ତାହାର’ର ୪୫ତମ ଜୟନ୍ତୀ ସମାରୋହ। ଝାରବନ୍ଧ-ମନୋହର ଦାଶ: ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ଏହା ସାଙ୍ଗକୁ ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକକୁ ନିଜର ଉଭୟ ବେଗ ଓ ଦିଗ ଉପରେ ନିୟନ୍ତ୍ରଣ ରଖିବା ଦରକାର ବୋଲି ସାପ୍ତାହିକ ଖବର କାଗଜ…