ଅଭିଯୋଗ ସମାଧାନରେ ପୂର୍ବତଟ ରେଳପଥ ର ଉଲ୍ଲେଖନୀୟ ଉପଲବ୍ଧି

  ଭୁବନେଶ୍ୱର, ୮ ଅଗଷ୍ଟ, ୨୦୨୫: ପୂର୍ବତଟ ରେଳପଥର ରେଳ ମଦଦ୍ ପୋର୍ଟାଲ୍ ଯାତ୍ରୀଙ୍କ ଅଭିଯୋଗର ସମାଧାନରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି ଏବଂ ଚଳିତ 2025-26 ଆର୍ଥିକ ବର୍ଷରେ 31.07.2025 ସୁଦ୍ଧା ପ୍ରଥମ ଚାରି ମାସର କାର୍ଯ୍ୟଦକ୍ଷତା ରିପୋର୍ଟରେ 70.06 ସ୍କୋର କରି 17ଟି ରେଳ ଜୋନ୍…

ସରସ ସୁନ୍ଦର ଆମ କେନ୍ଦୁଝର

ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀର କେନ୍ଦୁଝରଗଡ଼ ମୁନିସିପାଲିଟି ରାସ୍ତା ଅବସ୍ଥା ଶୋଚନୀୟ କେନ୍ଦୁଝର,ତା୮/୮- କେନ୍ଦୁଝର ଟାଉନ ମୁନିସିପାଲିଟି ରାସ୍ତା ଅବସ୍ଥା ଆଜି ଖୁବ୍‌ ଶୋଚନୀୟ, ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ସଦର, ଟାଉନ ଏରିଆ। ଏଠାରେ ଅଳ୍ପ…

ଜବରଦସ୍ତି ପ୍ଲାଣ୍ଟ ବସେଇବାକୁ ନେଇ ମୋହନ ସରକାର କରୁଛନ୍ତି ଦାଦାଗିରି: ଆପ୍ କେନ୍ଦୁଝର

  କେନ୍ଦୁଝର,ତା୮/୮- କେନ୍ଦୁଝରର ନୀରିହ ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ଓ ବିଜେପି ସରକାରଙ୍କ ପ୍ରତାରଣା ପ୍ରତିବାଦରେ ମହଦେଇଯୋଡା ଗ୍ରା.ପ.ର ଟିକରପଡ଼ା, ଧାତିକା, ଭାଲୁପାହାଡି ସାହି, କାଦଗଡ଼ର ଜନସାଧାରଣ ନିଜର ଦୁଃଖ ଜଣାଇବାକୁ ଯିବା ବାଟରେ ହସନପୁର ଟୋଲ୍‌ ଗେଟ ନିକଟରେ ଅଟକେଇ ଭୟଭୀତ…

ଗୁଣପୁର ପୋୖର ପାଳିକା ପକ୍ଷରୁ ମିନିଷ୍ଟାଡିୟମରେ ସଫେଇ କାର୍ୟ୍ଯ ଆରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଗଣ ମାଧ୍ୟମ ଗୁଡ଼ିକରେ ଖବର ପ୍ରକାଶ ପାଇବା ପରେ ପୋୖର ପାଳିକା ପକ୍ଷରୁ ମିନି ଷ୍ଟାଡିୟମରେ ଜଙ୍ଗଲ ସଫେଇ କାର୍ଯ୍ୟ ଦୁଇ ଦିନ ହେଲା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ହେବ ଗୁଣପୁର ମିନି ଷ୍ଟାଡିୟମ ଅଧପନ୍ତରିଆ ହୋଇ ପଡ଼ିରହିଛି। ରକ୍ଷଣା ବେକ୍ଷଣ…

ଗାନ୍ଧୀ ବିଶ୍ୱବିଦ୍ୟାଳୟ ରେ ଦୁଇ ଦିନିଆ ଆଇଇଇଇ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର କମ୍ପ୍ୟୁଟର ସାଇନ୍ସ ବିଭାଗ ଆନୁକୂଲ୍ୟରେ ସବୁଜ ସୂଚନା ଓ ଉଦୀୟମାନ ପ୍ରଯୁକ୍ତି ବିଦ୍ୟାର ପରବର୍ତ୍ତୀ ପୀଢ଼ି ସମ୍ପର୍କିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଏହି ସମ୍ମିଳନୀକୁ…

ଗଣ ଇସ୍ତାହାର ଖବର କାଗଜ ର ୪୫ ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ।

ପଦ୍ମପୁର :- ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ଗଣ ଇସ୍ତାହାର ଖବର କାଗଜ ର ୪୫ ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଣଇସ୍ତାହାର ସମ୍ପାଦକ ପ୍ରସନ୍ନ ମିଶ୍ର ଯୋଗଦେଇ ଗଣ ଇସ୍ତାହାର ଖବର କାଗଜ ର ବିଗତ ୪୫ ପଦ୍ମପୁର ଅଞ୍ଚଳ ସହିତ ସମ୍ପର୍କ ବିଷୟରେ ଆଲୋକପାତ…

ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ବିଜେଡିର ରଣହୁଙ୍କାର

୧୮ ଅଗଷ୍ଟରେ ବରଗଡ଼ ଠାରେ ବିଜେଡିର ବିରାଟ
ଚାଷୀ ସମାବେଶ କୃଷି କ୍ଷେତ୍ରରେ ଚରମ ଅବହେଳା ଓ କେନ୍ଦ୍ରୀୟ ଅନୁଦାନରେ ହ୍ରାସ ତ୍ରୁଟିପୂର୍ଣ୍ଣ ପଞ୍ଜିକରଣ ପ୍ରକ୍ରିୟା ଚାଷୀଙ୍କୁ ଧାନ ବିକ୍ରିରୁ ବଞ୍ଚିତ କରିବ ସ୍ୱାମୀନାଥନ କମିସନଙ୍କ ରିପୋର୍ଟ ଅନୁଯାୟୀ ଧାନର ସର୍ବନିମ୍ନ…

ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ…

ବିଜେପୁର ପେକ୍ସ ଓ ଏମ ଶ୍ରୀଗୀଡା ପେକ୍ସ କୁ ତାଲା ଦେଲେ ଚାଷୀ

ବିଜେପୁର :-ଚଳିତ ବର୍ଷ ସରକାର ଧାନ ବିକ୍ରି କରିବା ପାଇଁ ଯେଉଁ ନୂଆ ବ୍ୟବସ୍ଥା କରାଯାଉଛି ସେଥିରେ ସେ ଧାନ ବିକିବା ପାଇଁ କାର୍ଡ କରିବାକୁ ହେଲେ ବଂଶାବଳୀ ଦେବାକୁ ବାଧ୍ୟତାମୂଳକ କରିଥିବାରୁ ଚାଷୀ ମାନେ ନିଶ୍ଚିତ ହଇରାଣ ହେବେ। ଦ୍ବିତୀୟତଃ ଧାନ କାର୍ଡ କରିବାର ସମୟ ସୀମାକମ ଥିବାରୁ ଚାଷୀ…

ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ବ ଗ୍ରହଣ, ସମସ୍ତ ଙ୍କ ସହିଯୋଗ ରେ ବିକାଶ ପାଇଁ ଆହ୍ଵାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡ଼ା ଜିଲ୍ଲା ଗୁଣପୁର ଉପ ଜିଲ୍ଲାପାଳ ଭାବେ ଯୁବ ଆଇଏଏସ ଅଭିଷେକ ଦିଲ୍ଲୀପ ଦୁଧାଲ ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ କାର୍ଯ୍ୟରେ ଯୋଗଦେବା ପରେ ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହଯୋଗ ରେ ଅଞ୍ଚଳର ବିକାଶ…