Sign in
Sign in
Recover your password.
A password will be e-mailed to you.
ଇଣ୍ଡିଆ ମୋବାଇଲ କଂଗ୍ରେସରେ ସୋଆ ୫ଜି ପର୍ଯ୍ୟବେସିତ ଉଦ୍ଭାବନ ସାଜିଲା ଆକର୍ଷଣ
ନୂଆଦିଲ୍ଲୀ, ୧୪/୧୦: ନିକଟରେ ନୂଆ ଦିଲ୍ଲୀରେ ଆୟୋଜିତ ହୋଇଯାଇଥିବା ୪-ଦିନିଆ ଇଣ୍ଡିଆ ମୋବାଇଲ କଂଗ୍ରେସ -୨୦୨୫ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଅଟଳ ଇନ୍କୁ୍ୟବେସନ୍ ସେଂଟର (ଏଆଇସି)ରେ ପ୍ରସ୍ତୁତ ୩ଟି ଅଭିନବ ୫ଜି ପର୍ଯ୍ୟବେସିତ ଷ୍ଟାର୍ଟଅପ୍ ଉତ୍ପାଦ ଆକର୍ଷଣ ପାଲଟିଥିଲା । ନୂଆ…
ଓଡ଼ିଶାରେ ଇଲେକ୍ଟ୍ରୋ ହୋମିଓପାଥି ରୂପାୟନ ସମ୍ପର୍କରେ ଆୟୁଷ ନିର୍ଦ୍ଦେଶକଙ୍କ ସହିତ ବୈଠକ
ଭୁବନେଶ୍ୱର : ପରମ୍ପରାଗତ ଓ ବିକଳ୍ପ ଚିକିତ୍ସା ପଦ୍ଧତିକୁ ଉନ୍ନତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଆୟୁଷ ନିର୍ଦ୍ଦେଶକ ଶ୍ରୀମତୀ ଅଞ୍ଜନା ପଣ୍ଡାଙ୍କ ସହ ଇଲେକ୍ଟ୍ରୋ ହୋମିଓପାଥିକୁ ରାଜ୍ୟର ଆରୋଗ୍ୟ ବ୍ୟବସ୍ଥାରେ କିପରି ରୂପାୟନ କରାଯାଇପାରେ ସେଥିପାଇଁ ଏକ ବୈଠକ ଆୟୋଜିତ…
୨୨ ଲକ୍ଷ ଟଙ୍କାର ଟାୟାର ଚୋରି ଘଟଣା : ଟାୟାର ଜବତ, ୪ ଗିରଫ
ଝାରସୁଗୁଡା: ବଡ଼ମାଲ ଥାନା ଠାରୁ ମାତ୍ର ଶହେ ମିଟର ଦୂର ବଡ଼ମାଲ ବିଜୁ ପଟ୍ଟନାୟକ ଛକରେ ଥିବା ଏକ ଟାୟାର ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୨୨ ଲକ୍ଷ ଟଙ୍କାର ଟାୟାର ଚୋରି କରି ନେଇଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ମୁଦ୍ରା ଟାୟାର୍ସ ଦୋକାନର ସଟର ତାଲା ଭାଙ୍ଗି ୧୦୪ ଟି ଟାୟାର ଚୋରି…
କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ଦ୍ଵିତୀୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର
ଜଙ୍ଗଲ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ମୁଖ୍ୟମନ୍ତ୍ରୀ କଲେ ଆଲୋଚନା
ପ୍ରାୟ ୧୩୪ ଏକର ପରିମିତ ଅଞ୍ଚଳରେ ହେବ ପ୍ରତିଷ୍ଠା, ଦେଖିବାକୁ ମିଳିବ ଓଡ଼ିଶାରେ ଥିବା ବିଭିନ୍ନ ପ୍ରଜାତିର ଅର୍କିଡ଼
୨୦୨୭ ସୁଦ୍ଧା ସଂପୂର୍ଣ୍ଣ ହେବ ପ୍ରକଳ୍ପ
କେନ୍ଦୁଝର,ତା୧୪/୧୦(ଦିଲ୍ଲୀପ ସାହୁ )-…
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମ କୁ ନୂତନ ବ୍ଲକ ଘୋଷଣା ଦାବୀ ରେ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ
ଭବାନୀପାଟଣା:ରୋହିତ କୁମାର ନାଏକ( ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ପଲମକୁ ନୂତନ ବ୍ଲକର ମାନ୍ୟତା ପାଇଁ ୧୩ଗୋଟି ପଞ୍ଚାୟତ ବାସିନ୍ଦା ଦାବୀ କରିଛନ୍ତି ।ଆଜି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ତାଙ୍କ ବାସ ଭବନରେ ଦାବୀପତ୍ର ପ୍ରଦାନ କରିଛନ୍ତି । …
ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ
ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର/ରାୟଗଡ଼, ତା.୧୪/୧୦/୨୦୨୫:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍.ଏସ୍. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ…
ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି -2025” କାର୍ଯ୍ୟକ୍ରମ…
ଝରିଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା 14/10/025-ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧୀନସ୍ଥ ରାମସା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ତଥା "ସୁରଭୀ…
ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶା କର୍ମୀ ଙ୍କ ଅନଶନ
ନବରଙ୍ଗପୁର,: ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ଧାରଣା ଦିଆଯାଇଛି l ଆଠ ଦଫା ଦାବି ନେଇ ଏହି ଧାରଣା ଦିଆଯାଇଛି ଜଣେ ଆଶା କର୍ମୀ କିଛି ଭୁଲ କଲେ ସାଙ୍ଗେ ସାଙ୍ଗେ…
ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ସମ୍ବନ୍ଧିତ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ
କେନ୍ଦୁଝର,ତା୧୪/୧୦(ଦିଲ୍ଲୀପ ସାହୁ)- ଆଜି କେନ୍ଦୁଝର ଅଡିଟୋରିୟମ ଠାରେ ପାଞ୍ଚ ଗୋଟି ଜିଲ୍ଲା ଯଥା- କେନ୍ଦୁଝର , ମୟୂରଭଞ୍ଜ , ବାଲେଶ୍ଵର , ଯାଜପୁର ଓ ଭଦ୍ରକକୁ ନେଇ ଓଡ଼ିଶା ରାଜ୍ୟ ସମବାୟ ନୀତି ୨୦୨୫ ଉପରେ ଏକ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମାନ୍ୟବର ସମବାୟ ,…
ଜିଲ୍ଲା ସ୍ତରୀୟ ୮ ମ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୫ ପାଳନ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ।ଳୟ ସ୍ଥିତ ସଦଭାବନା ସଭା ଗୃହରେ ଚଳିତ ବର୍ଷ ର ତଥା ପୋଷଣ ଅଭିଯାନର ୮ ମ ଜିଲ୍ଲା ସ୍ତରୀୟ ଜାତୀୟ ପୋଷଣ ମାସ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆଜି ପାଳିତ ହୋଇଯାଇଛି । ଏହି ଦିବସରର ମୁଖ୍ୟ ଅତିଥି…