ଶ୍ରୀମନ୍ଦିରରେ ରାକ୍ଷୀ ଏକ ଅନନ୍ୟ ପରମ୍ପରା

ପୁରୀ, (ଅନିମେଶ ପଟ୍ଟନାୟକ): ରାକ୍ଷୀ ଖାଲି ଏକ ଡୋର ନୁହେଁ । ରାକ୍ଷୀ, ଭାଇ ଭଉଣୀ ମଧ୍ଯରେ ଥିବା ପବିତ୍ର ସମ୍ପର୍କର ଖିଅ । ରାକ୍ଷୀ ଭଉଣୀ ପାଇଁ ସଦା ସର୍ବଦା ସୁରକ୍ଷାର ପ୍ରତିସୃତିର ସ୍ୱରୁପ । ହିନ୍ଦୁ ପରମ୍ପରାରେ ରାକ୍ଷୀ ଉତ୍ସବ ବା ରକ୍ଷା ବନ୍ଧନ ଦିନଟି ଏକ ପ୍ରମୁଖ ଦିନ ଟିଏ । ଏହି ଦିନ…

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତ୍ରୀ କରଣ ବିଭାଗ ଓ ଗୁଣପୁର ପୌର ପରିଷଦ ମିଳିତ ଆନୁକୁଲ୍ୟରେ ମଙ୍ଗଳବାର ଗୁଣପୁର ଟାଉନ ହଲ ରେ ଭୀମ ଭୋଇ ଭିନ୍ନକ୍ଷମ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଗୁଣପୁର ପୌର ପରିଷଦ ର…

ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଏସ୍ ଡି ପି ଓ ଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ସ୍ମାରକପତ୍ର ପ୍ରଦାନ।

ପଦ୍ମପୁର :- ଓଡ଼ିଶାରେ କ୍ରମାଗତ ଭାବେ ବଢି ଚାଲିଥିବା ମହିଳା ଏବଂ ଛାତ୍ରୀ ନିର୍ଯାତନା ପ୍ରତିବାଦରେ ପଦ୍ମପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟରେ ପଦ୍ମପୁର ଏସ୍ ଡି ପି ଓ ପାଣ୍ଡବ ଶବର ଓ ଥାନା ଅଧିକାରୀ ମମତା ନାଏକ ଙ୍କୁ…

ଧର୍ମପ୍ରାଣା ମହିଳାଙ୍କ ପରଲୋକ।

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ମଙ୍ଗଳବାର ଅପରାହ୍ନ ୫ ଘଣ୍ଟ ସମୟରେ ଗୋବରା ପଞ୍ଚାୟତ ଅନ୍ତର୍ଗତ ଡ଼େଙ୍ଗାପଦର ଗ୍ରାମର ମାୟାଦେବୀ ମହାନ୍ତିଙ୍କର ପରଲୋକ ହୋଇଛି। ସେ ଜଣେ ଧର୍ମପ୍ରାଣା, ଦରଦୀ ଓ ପରୋପକାରୀ ମହିଳାଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପାଞ୍ଚଝିଅ, ଗୋଟିଏ ପୁଅ ଓ ନାତିନାତୁଣୀ…

ପାଇକମାଳ ହାଇସ୍କୁଲ ରେ ରେଡକ୍ରସ ପ୍ରଶିକ୍ଷଣ

ପାଇକମାଳ ତା ୬.୮ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ପ୍ରେକ୍ଷ୍ୟାଳୟ ରେ ରେଡକ୍ରସ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଜିଲ୍ଲା ରେଡକ୍ରସ ତରଫ ରୁ ଆୟୋଜିତ ଏହି ପ୍ରଶିକ୍ଷଣ ରେ ଡିଲେଶ୍ୱର ସାହୁ ପ୍ରାଥମିକ ଚିକିତ୍ସା ରେ ଦୁର୍ଘଟଣା…

ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୩୦ ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୩୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସୀମାଞ୍ଚଳ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ…

ଏସ୍‌ଭିଏମ୍ କଲେଜ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାL ପୁଲିସର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି

ଜଗତସିଂହପୁର,ତା-୦୬.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଏସ୍‌ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ ବିଜ୍ଞାନ ଛାତ୍ର ଅମନ ମହାପାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣା ଟଣାକୁ ନିନ୍ଦା କରିଛି ବିଜେଡି । ଶାସକ ଦଳର ସମର୍ଥକ ବୋଲାଉଥିବା କିଛି…

ଓଡ଼ିଶାର ଗ୍ରାମୀଣ ସ୍କୁଲଗୁଡ଼ିକରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟ ପାଇଁ ବେଦାନ୍ତ ଆଲୁମିନିୟମର ଅବଦାନ

ଭୁବନେଶ୍ୱର, ୦୬/୦୮/୨୫ – ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଗ୍ରାମାଞ୍ଚଳ ସମ୍ପ୍ରଦାୟରେ ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଉପରେ ଏକ ସପ୍ତାହ ବ୍ୟାପୀ ପ୍ରୟାସର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ଜାମକାନି, କୁରାଲୋଇ ଏବଂ…

ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ବ୍ଲକ୍ ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ସମନ୍ବୟ ବୈଠକ ଓ…

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ସଭାଗୃହ ଠାରେ ଜାତୀୟ କୃମିନାଶକ ଦିବସ ଉପଲକ୍ଷେ ବ୍ଲକ୍ ସ୍ତରୀୟ ସମନ୍ବୟ ବୈଠକ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ…

ବର୍ଣ୍ଣାଳୀ ଜୋନାଲ ସଂଯୋଜିକା ସ୍ୱାହା ଦାଶ ଙ୍କ ପରିଦର୍ଶନ ଓ ସମୀକ୍ଷା

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବଲାଙ୍ଗୀର ଜୋନ ର ବର୍ଣ୍ଣାଳୀ ପାଠ୍ୟକ୍ରମ ମୁଖ୍ୟ ସ୍ୱାହା ଦାଶ। କିଶୋରୀ ବାଳକ ବାଳିକା ମାନଙ୍କ ମନୋଭାବ ର ବିକାଶ, ଶାରୀରିକ ଓ…