Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକ ପରିଚୟ ରେ ଗଞେଇ ବ୍ୟବସାୟ
,( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର ):ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଜିତେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କୁ ଅଟକାଇ ଯେରା କରି ତାଠାରୁ ୧୬ କିଲୋ ୭୦୦ ଗ୍ରାମ ସହ ପ୍ରେସ୍ ଲେଖା ଯାଇଥିବା ଏକ ମୋଟରସାଇକେଲ କୁ…
ପଦ୍ମପୁର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।
ପଦ୍ମପୁର - ସ୍ଥାନୀୟ ରକ୍ତ ଭଣ୍ଡାର ରେ ରାଜ ବୋଡାସମ୍ବର ମେଡିକାଲ ହଲ ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ପୱନ ଅଗ୍ରୱାଲ ଉଦଘାଟନ କରିଥିଲେ l ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲl l ହିମାଂଶୁ ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ,…
ବିଶ୍ବ ହାତ ଧୁଆ ଦିବସ ପାଳିତ
ପଦ୍ମପୁର :- ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ଜିଲ୍ଲା ଜଳ ଓ ପରିମଳ ମିଶନ ବରଗଡ଼ ସୌଜନ୍ୟ ରୁ ରାଜବୋଡ଼ାସମ୍ବର ବ୍ଲକ ଆନୁକୁଲ୍ୟରେ ବିଶ୍ବ ହାତ ଧୁଆ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଡଲି ବେହେରା…
ଦୁଇ ବର୍ଷ ହେଲେ ମଧ୍ୟ ଉଦଘାଟିତ ହୋଇନି ବିଜେପୁର ନୂତନ ଥାନା
ଠିକାଦାର ଓ ବିଭାଗୀୟ ଅବ୍ୟବସ୍ଥା ଉପରେ ଲୋକମାନଙ୍କ ଅସନ୍ତୋଷ
ବିଜେପୁର :- ବିଜେପୁର ଥାନା ପାଇଁ ସରକାରୀ ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ ନୂତନ ଭବନ ଦୁଇ ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଦଘାଟିତ ହୋଇପାରିନାହିଁ। ଠିକାଦାର ଓ ବିଭାଗ ମଧ୍ୟରେ ଅବ୍ୟବସ୍ଥା ଯୋଗୁଁ…
ରାଜଗାଙ୍ଗପୁର ପରିମଳ ବିପର୍ଯ୍ୟସ୍ତ
ରାଜଗାଙ୍ଗପୁର,୧୫/୧୦/୨୫. ରାଜଗାଙ୍ଗପୁର ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହାଇପଡ଼ିଛି । ଗତ ବର୍ଷ ଯେଉଁ ସଂସ୍ଥାକୁ ଟେଣ୍ଡର ମାଧ୍ଯମରେ ବାୟିତ୍ବ ଦିଆ ଯାଇଥିଲା ସେ ପୂରାପୂରି ବିଫଳ ହୋଇଛି। ତେଣୁ ସେହି ସଂସ୍ଥାକୁ କଳା ତାଲିକାଭୁକ୍ତ କରି ନୂଆ ସଂସ୍ଥାକୁ ଟେଣ୍ଡର ଦେବାକୁ
ବାର୍ଷିକ…
ଜିଲ୍ଲାସ୍ତରୀୟ ବିଶ୍ଵ ଧଳା-ବାଡ଼ି ଦିବସ-୨୦୨୫
ଧଳା-ବାଡ଼ି ହେଉଛି ସ୍ଵାଧୀନତା , ସୁରକ୍ଷା ଏବଂ ଆତ୍ମନିର୍ଭର ଶିଳତାର ଏକ ପ୍ରତୀକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ "ସାଇଟ୍…
ଜିଲ୍ଲା – ସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା – ୨୦୨୫
https://youtu.be/_GlzDDy5oww
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା - ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା - ୨୦୨୫ ଉଦଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୨ଟି ଲୋକନୃତ୍ୟ…
ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବ୍ରହ୍ମପୁର ସାଂସଦ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧକ୍ଷାତରେ ସାଂସଦ ଖେଳ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସହରାଞ୍ଚଳ…
ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ : ଆଚରଣରୁ ଧର୍ମର ପ୍ରତିଷ୍ଠା
ରାଉରକେଲା,(ବସନ୍ତ କୁମାର ଜେନା): ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୁଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକୀ ଜୟନ୍ତୀ ଓ ରାମକଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଫର୍ଟିଲାଇଜର ଆଇଡିଏଲ ଲିଙ୍କ୍ ରୋଡରେ ଥିବା…
ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ
ରାଉରକେଲା :(ବସନ୍ତ କୁମାର ଜେନା): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ର ନୀରିକ୍ଷଣ କର୍ତ୍ତୁପକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ ଆସିଛନ୍ତି l ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି…