ବିପଦ ଆଣିବ ମୁକୁଳା ଟ୍ରାନ୍ସଫରମର

ଓଡ଼ଗାଁ,୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି କଦଳୀ ବନ୍ଧ ମୈ।ଜାର ରାଜ୍ୟ ରାଜପଥ ଆମ୍ବ ବଗିଚା ପାର୍ଶ୍ବରେ ଦୀର୍ଘଦିନ ଧରି ମୁକୂଳା ଭାବେ ରହିଥିବା ଟ୍ରାନ୍ସଫରମର ଯେପରି ବିପଦ ସୃଷ୍ଟି ପାଇଁ ଚାହିଁ ରହିଛି । ଟ୍ରାନ୍ସଫରମର ଚତୁଃପାର୍ଶ୍ଵରେ ସୁରକ୍ଷା ପ୍ରାଚିର…

ସୁବର୍ଣ୍ଣପୁର ରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇ ଯାଇଛି।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଆଜି ଅଗଷ୍ଟ ମାସ ୯ ତାରିଖ ପାଳିତ ହେଉଛି ବିଶ୍ଵ ଆଦିବାସୀ ଦିବସ । ଏହି ପରିପ୍ରେକ୍ଷୀରେ ରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ଶାଖା ତରଫ ରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇ ଯାଇଛି ବିଶ୍ଵ ଆଦିବାସୀ…

ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାହିତ୍ୟ ଓ ସଂସ୍କୃତି ସଂସଦ ଏବଂ ଭୁଲିଆସମାଜ ର ମିଳିତ ଆନୁକୁଲ୍ୟରେ ଡୁଙ୍ଗୁରିପାଲି ଆର ଏମ ସି ପରିସରରେ ସ୍ୱଭାବକବି ଗଙ୍ଗାଧର ମେହେର ଙ୍କ ୧୬୪ ତମ ଜୟନ୍ତୀ ପାଳିତ ହୋଇଯାଇଅଛି l ପ୍ରଥମେ ଅତିଥି…

ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, ଶାସକ ପ୍ରସାଶକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆରଏମସି ପରିସରରେ ଡୁଙ୍ଗୁରିପାଲି ଏସସି /ଏସଟି ସରକାରୀ କର୍ମଚାରୀ ସଂଘ ମିଳିତ ସହଯୋଗ ରେଏବଂ ଆଗଲପୁର ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିର୍ଜଲା ସାଗର ଙ୍କ ଅଧକ୍ଷତା ଏକ ଜରୁରୀ ପ୍ରସ୍ତୁତି ବୈଠକ…

ମହୁଲପାଲିଠାରେ ଶ୍ରାବଣ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର:- ମହୁଲପାଲି ଅଙ୍ଗ ନଦୀରେ ଶ୍ରାବଣ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଐତିହାସିକ ୧୨ଶ ଅଙ୍ଗ ଆଳତୀ କରାଯାଇଅଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି  । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର…

ସିକିଲ ସେଲ ପରୀକ୍ଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସିକିଲ ସେଲ ପରୀକ୍ଷଣ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ହାରାଧନ ବେରିଆ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ର…

ଏମ ଗଣ୍ଡପାଲି ରେ ଅଲେଖ ମହିମା ମନ୍ଦିରରେ ନବାନ୍ନ ଉତ୍ସବ

ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ଏନଏସି ଅନ୍ତର୍ଗତ ଏମ ଗଣ୍ଡପାଲି ଗ୍ରାମର ଅଲେଖ ମହିମା ଧ୍ବନି ମନ୍ଦିରରେ ଜଗତ ଲୋକ ଓ ଭଗତ ଲୋକ ଙ୍କ ସହଯୋଗରେ ବିଶ୍ୱଶାନ୍ତି ପାଇଁ ଅଲେଖ ମହିମା ଯଜ୍ଞ ରାତ୍ରରୁ ସକାଳ ପର୍ଯ୍ୟନ୍ତ ଅଲେଖ ମହିମା ଧ୍ବନିରେ ପରିବେଶ ଧର୍ମମୟ ହୋଇଥିଲା l ଆଖପାଖ ଗାଁ ଜାରିଂ,…

ସ୍ମାଇଲ ନୟାଗଡ଼ ପକ୍ଷରୁ ବୃକ୍ଷରୋପଣ

ନୟାଗଡ଼(ବିଶ୍ଵଜିତ ନାୟକ) :- ନୟାଗଡ଼ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ମାଇଲ ନୟାଗଡ଼ ପକ୍ଷରୁ ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଆଦର୍ଶ ସ୍ମଶାନଠାରେ ସ୍ମାଇଲ ନୟାଗଡ଼ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ…

ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ; ବୃକ୍ଷକୁ ରାକ୍ଷୀ ବାନ୍ଧିଲେ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- ,ଆଜି ପବିତ୍ର ଗହ୍ମା ପୂର୍ଣ୍ଣମୀ ଅବସରରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ସୁଶାନ୍ତ କୁମାର ବେହେରା ସଂଯୋଜନା କରିବ ସହିତ ଉପସ୍ଥିତ…

ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

ରାଉରକେଲା, (ବସନ୍ତ କୁମାର ଜେନା): ଆଜି ବିଶ୍ୱ ଆଦିବାସୀ ଦିବସ ଅବସରରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ଜିଲ୍ଲା କଂଗ୍ରେସ ର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତା ମାନେ ରାଉରକେଲା ବିର୍ସା ଛକ ସ୍ଥିତ ଆଦିବାସୀ ମାନଙ୍କ ମସିହା ତଥା…