ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଗୌରବମୟ ବିରାସତକୁ ପାଳନ କରିଛି ନୃତ୍ୟଧାମ

‘ଶ୍ରୀ ଅଟଳ ବିହାରୀ ବାଜପେୟୀ: ଦ ଟାଇଟାନ ଅଫ୍ ଗ୍ରେଟ ପଲିଟିସିଆନ’ ଉପରେ ସ୍ମାରକୀ ଉନ୍ମୋଚିତ ଅଟଳ ବିହାରୀ ବାଜପେୟୀ: ଲାଇଫ ଆଣ୍ଡ ଲିଗାସି ନାମକ କ୍ଷୁଦ୍ର ଚଳଚିତ୍ରର ଶୁଭାରମ୍ଭ   ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଐତିହାସିକ ରବିନ୍ଦ୍ର ମଣ୍ଡପ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ…

ମହିଳା ସ୍ନାତକ ମହାବିଦ୍ୟାଳୟର ପୋଷଣ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ଯକ୍ଷା ଡ଼. ଭାରତୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ପୋଷଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

ଝାରସୁଗୁଡାରେ ଓଡ଼ିଶା ଖଣି କନକ୍ଲେଭ ୨୦୨୫ ଆରମ୍ଭ

ଝାରସୁଗୁଡା: ଆଜି ଠାରୁ ଝାରସୁଗୁଡାରେ ଅନୁଷ୍ଠିତ କୋନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ବା ଭାରତୀୟ ଶିଳ୍ପ ମହାସଂଘ ତରଫରୁ ଦୁଇ ଦିନିଆ ଓଡ଼ିଶା ଖଣି କନକ୍ଲେଭ ୨୦୨୫ ଆରମ୍ଭ ହୋଇଛି । ଶିଳ୍ପ, ସରକାର, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରର ୨୫୦ ରୁ ଅଧିକ ପ୍ରତିନିଧିଙ୍କୁ ଏଥିରେ ଭାଗ ନେଉଛନ୍ତି…

କର୍ଲାପଡା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ପାଳନ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମାଣିଙ୍ଗ ଠାରେ ଆଜି ବିଦ୍ୟାଳୟରେ କର୍ଲାପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା "ସୁରଭି-୨୦୨୫"ଆଡମ୍ବର ସହକାରେ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୌଭାଗ୍ୟ ସାହୁଙ୍କ…

ଓଡ଼ଗାଁ ଏନ୍ଏସିରେ ଶିକ୍ଷା ବିଭାଗର ବିଚିତ୍ର ନୀତି

୩୨ ପିଲାରେ ୪ ଶିକ୍ଷକ ଏବଂ ଶହେ ପିଲାରେ ୨ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଳୟ କାର୍ଯ୍ୟ ଓଡ଼ଗାଁ,୧୬।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ଳକ କଲୋନୀ ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲରେ ଶହେ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୬ ଗୋଟି ଶ୍ରେଣୀ…

ମନ୍ଦିର ରୁ ଚୋରି ଅଭିଯୋଗ ରେ ଗିରଫ ହେଲେ ମା ଆଉ ୩ ପୁଅ

ଜଗତସିଂହପୁର,ତା-୧୬.୧୦.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ର ବିଭିନ୍ନ ମଠ ମନ୍ଦିର ମୂର୍ତ୍ତି, ସୁନା ରୁପା ଅଳଂକାର, ଟଙ୍କା, ପଇସା ପୀତଲ ସାମଗ୍ରୀ ଲୁଟ ର ପରଦା ଫାଶ ହୋଇ ଡକାୟତ ଧରାପଡିଛନ୍ତ.I ଡକାୟତ ଦଳ ଜଗତସିଂହପୁର ଥାନା ଅନ୍ତଃଗତ ଚଢେଇଗାଁ ର ଗୋଟିଏ ପରିବାର ର ଲୋକ…

କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଭାବେ ବରିଷ୍ଠ ଅଧ୍ୟାପିକା ରୁନିବାଳା ତ୍ରିପାଠି ଦାୟିତ୍ୱ ଗ୍ରହଣ କରିଛନ୍ତି I ଗତ ମାସରେ ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ…

ଆକର୍ଷଣୀୟ ଫଟୋ ଓ ଭିଡ଼ିଓ ଉତ୍ତୋଳନ କଳା ନିମନ୍ତେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବର୍ତ୍ତମାନ ସମୟରେ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ଜ୍ଞାନ କୌଶଳ ଅବଲମ୍ବନ କରି ଉନ୍ନତ ମାନର ଫଟୋ ଓ ଭିଡ଼ିଓ ଉତ୍ତୋଳନ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ଆଜିର ଯୁବଗୋଷ୍ଠୀ। ତେଣୁ ଗ୍ରାହକଙ୍କ ଚାହିଦା ମୁତାବକ ବିଭିନ୍ନ କମ୍ପାନୀ ମାନେ ମଧ୍ୟ…

କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-୧୬/୧୦, ସୋରଡ଼ା ବ୍ଳକ୍ ଅନ୍ତର୍ଗତ କୁଲାଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆରସିସି ବରୁଣ ସେଠୀ ଏବଂ ପ୍ରଧାନ ଶିକ୍ଷକ ବାବୁଲି ବେହେରାଙ୍କ ତତ୍ତ୍ୱାବଧାନରେ ଲାଠିପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଡକ୍ଟର ଭୋଳାନାଥ ରାଉତ

ଜଗତସିଂହପୁର ତା.16.10 . 2025 ସୁମନ୍ତ କୁମାର ଦାସ: ସବୁ ମଣିଷର ଜନ୍ମ ଏକ ପ୍ରକାର କିନ୍ତୁ ଅସାଧାରଣ କର୍ମହିଁ ମଣିଷକୁ କାଳଯୟୀ କରିଥାଏ I ସେହିପରି ଜଣେ କାଳଜୟୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଅନନ୍ୟ ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତ ବୋଲି ଆଜି ତାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ…