Sign in
Sign in
Recover your password.
A password will be e-mailed to you.
ବିଶ୍ଵ ଅଙ୍ଗଦାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶାର ସୌଜନ୍ୟରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଗଜପତି ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ୍ ହାଲ ଠାରେ ରାଜ୍ୟ ସ୍ତରୀୟ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳିତ…
ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ବାଇକ୍ ଶୋଭାଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ର ବାଇକ୍ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା…
ବିଭିନ୍ନ ଶିକ୍ଷାନୁଷ୍ଠାନରେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ହରଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମର…
ଅପରେସନ ସିନ୍ଦୁର: ଯୁଦ୍ଧ ପୀଡ଼ିତ ଓ ପରିବାର କଲ୍ୟାଣ ପାଇଁ ଜିନ୍ଦଲ ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ୨କୋଟି ଟଙ୍କାର…
ନୂଆଦିଲ୍ଲୀ, ୧୪ ଅଗଷ୍ଟ ୨୦୨୫: ସ୍ୱାଧୀନତାର ୭୯ତମ ବର୍ଷ ପୂର୍ତ୍ତିର ପୂର୍ବ ସନ୍ଧ୍ୟାରେ ଜିନ୍ଦଲ ଷ୍ଟିଲ କର୍ମଚାରୀ ମାନେ ଦେଶଭକ୍ତିର ନିଦର୍ଶନ ସୂରୁପ ଅପରେସନ ସିନ୍ଦୁରର ସଫଳତା ଉପଲକ୍ଷେ ପ୍ରଭାବିତ ସୈନିକ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ୨କୋଟି ଟଙ୍କାର ସହାୟତା ପ୍ରଦାନ…
ରେଙ୍ଗାଲି ପାଇଁ ଚାଷୀ ହତାଶ
ଯାଜପୁର : ଯାଜପୁର ଦାନଗଦି ବ୍ଲକ ଅର୍ନ୍ତଗତ ନଡ଼ିଆ ଭଙ୍ଗା ପଞ୍ଚାୟତର ଢମଣା ଗାଡ଼ିଆ ରଙ୍ଗାହୁଡି ରେ ଗଭୀର ରେଙ୍ଗାଲି କେନାଲ ଖୋଳା ଯୋଗୁଁ ଚାଷ ଜମି ପଡିଆ । ଯିଏ ବି କିଛି କିଛି ଚାଷ କରିଛନ୍ତି ବିଲ ଫାଟି ଆଁ କଲାଣି । ବ୍ଲାଷ୍ଟିଂ ଯୋଗୁଁ କୋଠା ଘର ସବୁ ଦୋହଲି ଯାଉଛି, ଅନେକ ଘର ଫାଟି…
ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ବନମହୋତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ବନ ମହୋତ୍ସବ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡେ଼ଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବନଖଣ୍ଡ…
ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ
ବାଣପୁର:(ସେକ କୌସର):ଗୁରୁବାର ପୂର୍ବାହ୍ଣରେ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଅଧ୍ଯକ୍ଷ ଡଃ.ଏସ୍.ପି.ଏନ୍.ଏସ୍ ବର୍ମା ମହୋଦୟଙ୍କର କରକମଳରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା ଉଦଘାଟିତ ହୋଇଯାଇଛି ।ଏହି ଯାତ୍ରାରେ ଏନ୍ ସିସି କ୍ୟାଡେଟ୍ ରୋଭର ଓ ରେଞ୍ଜର, ରେଡକ୍ରସ୍ .ଏନ୍.ଏସ୍.ଏସ୍. ଓ…
ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରାରେ ସାମିଲ୍ ହେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ବାଣପୁର:(ସେକ କୌସର ): ୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି ଚିଲିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପରିପ୍ରେକ୍ଷୀରେ ବାଲୁଗାଁ ସ୍ଥିତ ଉତ୍ତରାୟିଣି…
ବାଲୁଗାଁ ମହାବିଦ୍ୟାଳୟରେ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ
ବାଲୁଗାଁ:(ସେକ କୌସର): ଭାରତର ୭୯ ତମ ସ୍ବାଧିନତା ଦିବସକୁ ଉତ୍ସବମୁଖର କରିବା ପାଇଁ ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । +୨ ଓ +୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଏବଂ ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ ପ୍ରତିଯୋଗୀତା…
ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକ୍ସନ୍ ତରଫରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକ୍ସନ୍ ମେଗା ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଲକ୍ ଲୁଣିପଡ଼ା ସ୍ଥିତ କମ୍ପାନୀର ଷ୍ଟୋର୍ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି…