ବାସୁଦେବପୁର ରେ ସ୍ଵାଧୀନତା ଦିବସ ପାଳନ।

ବାସୁଦେବ ପୁର -ବାସୁଦେବପୁର ରେ ୭୯ ତମ ସ୍ବାଧିନତା ଦିବସ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ସ୍କୁଲ୍ କଲେଜ ପିଲା ମାନେ ଶୋଭାଯାତ୍ରା କରିଥିଲେ। ବିଭିନ୍ନ ସରକାରି ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, ବ୍ଲକ୍, ତହସିଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଥାନା, ପ୍ରେସ କ୍ଲବ, ବଣିକ ସଂଘ,…

ବିଲ ମଝିରେ ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳନ କଲେ ଚାଷୀ

କେନ୍ଦୁଝର,ତା୧୫/୮- କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଗ୍ରାମରେ ଚାଷୀ ମାନେ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଳିଛି। ପ୍ରାୟ ଆଜକୁ ୯ ବର୍ଷ ହେଲା ଚାଷ ଜମି ଭିତରେ ପତାକା ଉତ୍ତୋଳନ କରିବା ଏକ ବିରଳ ଚିନ୍ତାଧାରା, ଗ୍ରାମବାସୀ ସ୍ୱାଧୀନତା ଦିବସରେ ଏକ ଖୁସି…

ଶାଳିଆ ପ୍ରେସ କ୍ଳବରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ

ବାଲୁଗାଁ:(ସେକ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ସଭାପତି ଅଜିତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ପଣ୍ଡା ପରିଚାଳନା କରିଥିଲେ।ଉକ୍ତ ସମାରୋହରେ…

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୯ ତମ ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ।

ପଦ୍ମପୁର :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୯ ତମ ସ୍ବାଧିନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଶିଶୁ ମନ୍ଦିର ପରିସରରେ ସମ୍ପାଦକ ଜନକଲାଲ ମେହେର ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ୍ ରେ ଅଭିଭାଦନ ଗ୍ରହଣ କରି ମାର୍ଗ ଦର୍ଶନ…

ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ,ବସନ୍ତପୁର ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଗରଦପୁର ୧୫/୦୮/୨୦୨୫- ଦେଶ ଆଜି ଆନନ୍ଦ ଉଲ୍ଲାସର ସହିତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଆଜି ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ ପରିସରରେ ଟ୍ରଷ୍ଟ…

ଜିଲ୍ଲାପାଳ ଙ୍କ ଦ୍ଵାରା ଦିବ୍ୟାଂ ବିଦ୍ୟାଳୟ ରେ ପତାକା ଉତୋଳନ

ନବରଙ୍ଗପୁର,ଅଶୋକ ସାହୁ, ଶାସକ ପ୍ରଶାସକ.: ଅଗଷ୍ଟ ପନ୍ଦର, ଭାରତ ଇତିହାସ ରେ ଏକ ସ୍ମରଣୀୟ ଦିବସ। ସମଗ୍ର ଭାରତ ରେ ମହା ଆଡମ୍ବର ରେ ଜାତୀୟ ପତାକା ଉତୋଳନ କରାଯାଇଛି।ଏହି ଉତ୍ସବ ଅବସର ରେ ନବରଙ୍ଗପୁର ସ୍ଥିତ ଦିବ୍ୟାଂ ପିଲାଙ୍କ ନିମନ୍ତେ ଶିକ୍ଷା ଓ ବୈଷୟିକ ତାଲିମ କେନ୍ଦ୍ର, ଆଶା କିରଣ ରେ…

ଗୁଣପୁରରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

ଗୁଣପୁର ତା: ୧୫-୦୮-୨୦୨୫ରିଖ ଉପଖଣ୍ଡ ସଦର ମହକୁମା ଠାରେ ୭୯ ତମ ସ୍ବାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ଦୁଧାଳ ଅଭିଷେକ ଦିଲୀପ ମୁଖ୍ୟ ଅତିଥ୍‌ ରୂପେ ଯୋଗଦେଇ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବାଧିନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୯ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ରୀନା ସାହୁ ପତାକା ଉତ୍ତୋଳନ କରି ଛାତ୍ରୀ ମାନଙ୍କୁ ଦେଶପ୍ରେମୀ ମାନଙ୍କ ତ୍ୟାଗପୂତ ଜୀବନ , ସେମାନଙ୍କ ବଳିଦାନ ଓ ସ୍ବାଧିନତା…

ମାନଗୋବିନ୍ଦପୁର ଶ୍ରମିକ ୟୁନିଅନ କାର୍ଯ୍ୟାଳୟ ସମ୍ମୁଖ ରେ ୭୯ ତମ ସ୍ୱାଧୀନତା ଦିବସ ସମାବେଶ,

ଦାନଗଦି:  ଆଜି ତା ୧୫, ୮. ୨୦୨୫ରିଖ  ମାନଗୋବିନ୍ଦପୁର ସ୍ଥିତ ସୁକିନ୍ଦା ରୋଡ ଲୋଡିଙ୍ଗ ଓ ଉନଲୋଡିଂ ଶ୍ରମିକ ୟୁନିଅନ କାର୍ଯ୍ୟାଳୟ ସମୁଖରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଏକ ଶ୍ରମିକ ସମାବେଶ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷରେ ଆୟୋଜନ ହୋଇଥିଲା। ପ୍ରଥମେ ଶ୍ରୀ…

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ନିଶା ମୁକ୍ତ ଭାରତ ଅଭିଯାନ ଅଧୀନରେ ପ୍ରତିଜ୍ଞା ଗ୍ରହଣ ସମାରୋହ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ , ଭାରତ ସରକାର ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ , ଓଡ଼ିଶା ସରକାର ଙ୍କ ଦ୍ବାରା ନିର୍ଦ୍ଧାରିତ କାର୍ଯକ୍ରମ ମୁତାବକ ନିଶାମୁକ୍ତ ଭାରତ ଅଭିଯାନର ପଞ୍ଚ ବାର୍ଷିକ ପୂର୍ତି ଅବସରରେ…