Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଜିଲ୍ଲା ସଦର ମହକୁମା ରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ଜଗତସିଂହପୁର,ତା-୧୫.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଜେ.…
“ନିୟତି” ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ପାଳିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମାନସିକ ଅନାଗ୍ରସ "ନିୟତି" ସ୍କୁଲ୍ ରେ ୭୯ ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି। ନିୟତି ସ୍କୁଲ୍ ଅଧ୍ୟକ୍ଷା ସ୍ୱେହଲତା ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଡାଇଟ୍ ର ଅଧ୍ୟକ୍ଷ ଡ଼ାକ୍ତର ମୁର୍ମୁ ଯୋଗ ଦେଇ ଜାତୀୟ ପତାକା…
ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସିମୀତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା…
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ ): ଅଦ୍ୟ ତା ୧୫/୦୮/୨୦୨୫ ରିଖ ୭୯ ତମ ସ୍ବାଧିନତା ଦିବସ ପାଳିତ ଉପଲକ୍ଷେ ସ୍ଥାନୀୟ ୪ ର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଅଣଗେଜେଟେଡ୍ କର୍ମଚାରୀ ସମ୍ମନୟ ସିମୀତି କଳାହାଣ୍ଡି ଶାଖା ଓ ଶ୍ରୀ ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମନ୍ଦିର ପୁରୁଣା ପଡ଼ା…
ଟାଙ୍ଗରାଣୀ ସ୍କୁଲରେ ୭୯ ସ୍ୱାଧୀନତା ଦିବସ ପାଳନ
ଜମନକିରା (ଲିପନ ନାଏକ ): ଆଜି ସମଗ୍ର ଦେଶରେ ସରକାରୀ ଅନୁଷ୍ଠାନ ଠୁ ଧରି ବେସରକାରୀ ଅନୁଷ୍ଠାନ ମାନଙ୍କ ଠାରେ ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ଟାଙ୍ଗରାଣି ହାଇସ୍କୁଲ ରେ ମଧ୍ୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ…
ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଣ୍ଡୋ ଗୁଡ଼ା ଠାରେ ୭୯ ତମ ସ୍ବାଧିନତା ଦିବସ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲାଇତରା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଣ୍ଡୋ ଗୁଡ଼ା ଠାରେ ୭୯ ତମ ସ୍ବାଧିନତା ଦିବସ ପାଳନ କରାଯାଇଅଛି ।ଏହି ଅବସରରେ ସି ଆର ସି ସି ଶ୍ରୀ ତପନ କୁମାର ଦାଶ ମୁଖ୍ୟ ଅତିଥି ଭାବେ…
କେନ୍ଦୁଝର ଷ୍ଟାଡିୟମରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ରୂପେ ଜାତୀୟ ପତାକା ଉତ୍ତୋଳନ କରି ସରକାରଙ୍କ ସଫଳତା ବଖାଣିଲେ ।
କେନ୍ଦୁଝର,ତା୧୫/୮- ଆଜି ଅଗଷ୍ଟ ୧୫ ତାରିଖ ଦେଶର ୭୯ତମ ସ୍ୱାଧୀନତା ପାଳନର ଏକ ବିଶେଷ ଦିନ । ତେଣୁ ଜିଲ୍ଲା ସାରା ଉତ୍ସବମୁଖର ଥିଲା ପରିବେଶରେ ଜାତୀୟତା…
ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହାଡମ୍ୱରେ ପାଳିତ
https://youtu.be/eLKyccXYgno
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଛି। ଆଜିର ଜିଲ୍ଳା ସ୍ତରୀୟ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା , ବାଣିଜ୍ୟ ଓ…
ଆୟୁଷ ସ୍ନାତକ କଳା ମହାବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ
କୋଲନରା / ଦେବୀପ୍ରସାଦ ମହାନ୍ତି ତା-(୧୫-୦୮-୨୦୨୫) : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଆୟୁଷ ସ୍ନାତକ ( କଳା) ମହାବିଦ୍ୟାଳୟରେ ମହାଆଡମ୍ଭରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅଥିତି ଭାବେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ରବିଶଙ୍କର ଶତପଥି ଓ ଶ୍ରୀଯୁକ୍ତ…
କେନ୍ଦୁଝର ଜିଲ୍ଲା କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ପାଳନ।
କେନ୍ଦୁଝର,ତା୧୫/୮- ଆଜି ଥିଲା ଅଗଷ୍ଟ ୧୫,୨୦୨୫ ଦେଶ ୭୯ତମ ସ୍ଵାଧୀନତା ଦିବସ ମନାଇଛି। ଏହି ବିଶେଷ ଦିନରେ ସବୁ ଆଡ଼େ ପରିବେଶ ଉତ୍ସବ ମୁଖର ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି। ତେଣୁ ଜିଲ୍ଲା କଂଗ୍ରେସ ଭବନରେ ଜାତୀୟ ପତାକା ଉତ୍ତୋଳନ ସହ ମିଷ୍ଟାନ୍ନ ବଣ୍ଟନ…
ବାସୁଦେବପୁର ବଣିକ ସଂଘ ପକ୍ଷରୁ ମେଡିକାଲ ରେ ଫଳ ବଣ୍ଟନ।
ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ରେ ବାସୁଦେବପୁର ବଜାର ରେ ଥିବା ନୀଳମଣି ମାର୍କେଟ କମ୍ପ୍ଲେକ୍ସ ଆଗ ରେ ବାସୁଦେବପୁର ବଣିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ ସହ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ଫଳ ବଣ୍ଟନ କରାଯାଇଛି। ବାସୁଦେବପୁର ବଣିକ ସଂଘ ପକ୍ଷ ରୁ ସକାଳୁ…